ରିଲିଜ୍ ହେଲା ଫିଲ୍ମ ‘ଚାଲ୍‌ ଟିକେ ଦୁଷ୍ଟ ହେବା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରିଲିଜ୍‌ ହୋଇଛି ଓଲିଉଡ୍‌ ଫିଲ୍ମ ‘ଚାଲ୍‌ ଟିକେ ଦୁଷ୍ଟ ହେବା’। ତରଙ୍ଗ ସିନେ ପ୍ରଡକ୍ସନ୍‌ ଦ୍ୱାରା ନିର୍ମାଣ ହୋଇଥିବା ଏହି ଫିଲ୍ମରେ ୩ଜଣ ନବାଗତଙ୍କୁ ଅଭିନୟ କରିଥିବା ଦେଖିବାକୁ ମିଳିଛି। ଫିଲ୍ମରେ ଅଭିନୟ କରିଥିବା ମୁଖ୍ୟ ୩ଜଣ କଳାକାର ହେଲେ ମହିମା, ଶାୟଲ୍‌ ଏବଂ ରିଶାନ୍‌। ଏହି ଫିଲ୍ମ ମାଧ୍ୟମରେ ଏହି ୩ ନୁଆ ମୁହଁ ଓଲିଉଡ୍‌ରେ ଡେବ୍ୟୁ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ତାପସ ସରଘରିଆ। ଆଜି କଟକ ଜୟଶ୍ରୀ ସିନେମା ହଲ୍‌ରେ […]

chal-tike-dusta-heba

chal-tike-dusta-heba

Biswobandita Swain
  • Published: Friday, 11 January 2019
  • Updated: 11 January 2019, 05:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରିଲିଜ୍‌ ହୋଇଛି ଓଲିଉଡ୍‌ ଫିଲ୍ମ ‘ଚାଲ୍‌ ଟିକେ ଦୁଷ୍ଟ ହେବା’। ତରଙ୍ଗ ସିନେ ପ୍ରଡକ୍ସନ୍‌ ଦ୍ୱାରା ନିର୍ମାଣ ହୋଇଥିବା ଏହି ଫିଲ୍ମରେ ୩ଜଣ ନବାଗତଙ୍କୁ ଅଭିନୟ କରିଥିବା ଦେଖିବାକୁ ମିଳିଛି। ଫିଲ୍ମରେ ଅଭିନୟ କରିଥିବା ମୁଖ୍ୟ ୩ଜଣ କଳାକାର ହେଲେ ମହିମା, ଶାୟଲ୍‌ ଏବଂ ରିଶାନ୍‌। ଏହି ଫିଲ୍ମ ମାଧ୍ୟମରେ ଏହି ୩ ନୁଆ ମୁହଁ ଓଲିଉଡ୍‌ରେ ଡେବ୍ୟୁ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ତାପସ ସରଘରିଆ।

ଆଜି କଟକ ଜୟଶ୍ରୀ ସିନେମା ହଲ୍‌ରେ ଫିଲ୍ମର ପ୍ରିମିୟର୍‌ ଶୋ’ ରହିଥିଲା। ଏହି ଶୋ’ରେ ଦର୍ଶକଙ୍କ ଖଚାଖଚ୍‌ ଭିଡ଼ ଦେଖିବାକୁ ମିଳିଥିଲା। ସୂଚନା ଅନୁଯାୟୀ, ଫିଲ୍ମଟି ତରଙ୍ଗ ସିନେ ପ୍ରଡକ୍ସନ୍‌ର ୧୮ତମ ଚଳଚ୍ଚିତ୍ର। ଯେଉଁଥିରେ ଆପଣ ମିହିର୍‌ ଦାସଙ୍କୁ ଭିନ୍ନ ଚରିତ୍ରରେ ଦେଖିବାକୁ ପାଇବେ।

https://www.youtube.com/watch?v=imigzzRNuqU

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story