ଓସ୍କାରର ରେସରେ ନୀଳ ମାଧବ ପଣ୍ଡାଙ୍କ ଓଡ଼ିଆ ଫିଲ୍ମ ‘କାଲିର ଅତୀତ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓସ୍କାର ରେସ୍‌ରେ ଓଡ଼ିଆ ଫିଲ୍ମ ‘କାଲିର ଅତୀତ’। ପ୍ରଥମ ଥର ପାଇଁ କୌଣସି ଓଡ଼ିଆ ଫିଲ୍ମ ଏହି ରେସରେ ସାମିଲ୍ ହୋଇଥିବା ଜଣାପଡ଼ିଛି। ନୀଳ ମାଧବ ପଣ୍ଡାଙ୍କ ଦ୍ୱାରା ତିଆରି ହୋଇଥିବା ଏହି ଫିଲ୍ମକୁ ଜ୍ୟାନେରାଲ କ୍ୟାଟେଗୋରୀର ଚାରୋଟି ବିଭାଗ ଯଥା- ବେଷ୍ଟ ଆକ୍ଟର, ବେଷ୍ଟ ଡିରେକ୍ଟର ଏବଂ ଅନ୍ୟାନ୍ୟ କ୍ୟାଟାଗୋରୀ ମନୋନିତ ହୋଇଛି। ‘କାଲିର ଅତୀତ’ ଫିଲ୍ମରେ ପୀତବାଶ ତ୍ରିପାଠୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ପାଣିପାଗ ପରିବର୍ତ୍ତନ ଓ ସମୁଦ୍ରରେ […]

nila-madhava-panda

nila-madhava-panda

Subhransu Sekhar
  • Published: Friday, 19 February 2021
  • Updated: 25 March 2021, 03:04 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓସ୍କାର ରେସ୍‌ରେ ଓଡ଼ିଆ ଫିଲ୍ମ ‘କାଲିର ଅତୀତ’। ପ୍ରଥମ ଥର ପାଇଁ କୌଣସି ଓଡ଼ିଆ ଫିଲ୍ମ ଏହି ରେସରେ ସାମିଲ୍ ହୋଇଥିବା ଜଣାପଡ଼ିଛି। ନୀଳ ମାଧବ ପଣ୍ଡାଙ୍କ ଦ୍ୱାରା ତିଆରି ହୋଇଥିବା ଏହି ଫିଲ୍ମକୁ ଜ୍ୟାନେରାଲ କ୍ୟାଟେଗୋରୀର ଚାରୋଟି ବିଭାଗ ଯଥା- ବେଷ୍ଟ ଆକ୍ଟର, ବେଷ୍ଟ ଡିରେକ୍ଟର ଏବଂ ଅନ୍ୟାନ୍ୟ କ୍ୟାଟାଗୋରୀ ମନୋନିତ ହୋଇଛି।

‘କାଲିର ଅତୀତ’ ଫିଲ୍ମରେ ପୀତବାଶ ତ୍ରିପାଠୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ପାଣିପାଗ ପରିବର୍ତ୍ତନ ଓ ସମୁଦ୍ରରେ ପାଣିର ଲେବୁଲ ବଢ଼ିବା ପରେ ଜଣେ ବ୍ୟକ୍ତି ପରିବାରକୁ ହରାଉଛି। ଏହାପରେ ସମ୍ପୃକ୍ତ ଅତୀତକୁ ଫେରି ପାଇବା ପାଇଁ ସଂଘର୍ଷ କରୁଛି, ତାହା ଉପରେ ଏହି ଫିଲ୍ମଟି ଆଧାରିତ ହୋଇଛି।

https://twitter.com/nilamadhabpanda/status/1362723186786201611?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1362723186786201611%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fodishatv.in%2Fentertainment%2Ffirst-for-odisha-nila-madhav-pandas-film-kalira-atita-in-the-oscar-race-519556

ନୀଳମାଧବ ପଣ୍ଡାଙ୍କ ଏହି ଫିଲ୍ମ ପରିବେଶ ଏବଂ ଆଜିର ସମାଜ ଉପରେ ଆଧାରିତ ହୋଇଛି। ଓସ୍କାର ରେସକୁ ଏହି ଫିଲ୍ମ ଆସିବା ପରେ ନୀଳ ମାଧବ ପଣ୍ଡା ଟ୍ୱିଟ୍ କରି ଖୁସି ବ୍ୟକ୍ତ କରିଛନ୍ତି। ଗତବର୍ଷ କରୋନା ସାରା ଦେଶ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଥିବା ବେଳେ କାଲିର ଅତୀତ ଫିଲ୍ମ ଓସ୍କାର ରେସରେ ସାମିଲ୍ ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ଶ୍ରୀଯୁକ୍ତ ପଣ୍ଡା।

ଏହି ଫିଲ୍ମଟି ପୂର୍ବରୁ ଗୋଆରେ ହୋଇଥିବା ୫୧ତମ ଇଣ୍ଟରନେଶନାଲ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ(ଆଇଏଫଏଫଆଇ) ପାଇଁ ସିଲେକ୍ଟ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story