ଦର୍ଶକ ହସି ହସି ବୋର୍ ନ ହେବା ପର୍ଯ୍ୟନ୍ତ ମୁଁ ହସାଇବାକୁ ଟାର୍ଗେଟ୍ କରିଛି: ସବ୍ୟସାଚୀ

(‘ରୋଜାଲିନ୍ ମିଶ୍ର’): ‘ପିଲାଟା ବିଗିଡ଼ି ଗଲା’ ପରେ ସବ୍ୟସାଚୀ ଏବେ ବିଜି ଅଛନ୍ତି ‘ହେଲା ମତେ ପ୍ରେମ ଜ୍ୱର’ର ସୁଟିଂରେ। ଫେବୃଆରୀ ମାସକୁ ଟାର୍ଗେଟ୍ କରିଛନ୍ତି ସବ୍ୟସାଚୀ। ସୁଟିଂ ସେଟରେ ସବ୍ୟଙ୍କ ଅପକମିଂ ଫିଲ୍ମ ବିଷୟରେ କିଛି ଖାସ୍ କଥାବାର୍ତ୍ତା କରିଥିଲୁ। -ଏହି ଫିଲ୍ମରେ ଆପଣଙ୍କ ନାଁ ମିକି କ’ଣ ପାଇଁ ରଖାଯାଇଛି? – ମୋ’ ଲାଷ୍ଟ୍ ଫିଲ୍ମରେ ମୁଁ ‘ବୁଗି’ ଚରିତ୍ରରେ ଅଭିନୟ କରିଥିଲି। ବୁଗି ଏମିତି ଏକ ନାଁ ଥିଲା ଯାହାକୁ ଶୁଣିବା ପରେ […]

sabya

sabya

Rakesh Mallick
  • Published: Monday, 11 January 2016
  • Updated: 11 January 2016, 11:23 AM IST

Sports

Latest News

sabya(‘ରୋଜାଲିନ୍ ମିଶ୍ର’)
: ‘ପିଲାଟା ବିଗିଡ଼ି ଗଲା’ ପରେ ସବ୍ୟସାଚୀ ଏବେ ବିଜି ଅଛନ୍ତି ‘ହେଲା ମତେ ପ୍ରେମ ଜ୍ୱର’ର ସୁଟିଂରେ। ଫେବୃଆରୀ ମାସକୁ ଟାର୍ଗେଟ୍ କରିଛନ୍ତି ସବ୍ୟସାଚୀ। ସୁଟିଂ ସେଟରେ ସବ୍ୟଙ୍କ ଅପକମିଂ ଫିଲ୍ମ ବିଷୟରେ କିଛି ଖାସ୍ କଥାବାର୍ତ୍ତା କରିଥିଲୁ।

-ଏହି ଫିଲ୍ମରେ ଆପଣଙ୍କ ନାଁ ମିକି କ’ଣ ପାଇଁ ରଖାଯାଇଛି?

- ମୋ’ ଲାଷ୍ଟ୍ ଫିଲ୍ମରେ ମୁଁ ‘ବୁଗି’ ଚରିତ୍ରରେ ଅଭିନୟ କରିଥିଲି। ବୁଗି ଏମିତି ଏକ ନାଁ ଥିଲା ଯାହାକୁ ଶୁଣିବା ପରେ ଲୋକମାନେ ଖୁସି ହୋଇଯାଇଥିଲେ। ବୁଗି ଚରିତ୍ର ଦର୍ଶକମାନଙ୍କୁ ଯାହା ଦେଇଥିଲା ତାହା ଭାବି ମୁଁ ଆଉ ଟିକେ ଆଗକୁ ଯିବାକୁ ଚିନ୍ତା କରିଛି। ଆଉ ସବୁଠାରୁ ବେଷ୍ଟ୍ ଜିନିଷ ହେଉଛି ମିକି ନାଁ ପଛର କାରଣ ହେଉଛି ମୁଁ ‘ମିକି ମାଉସ୍ କାର୍ଟୁନ’ର ଫ୍ୟାନ୍’। ମିକି ମାଉସ୍ ଯେତେବେଳେ ସ୍କ୍ରିନ୍ ଉପରକୁ ଆସେ କିମ୍ୱା କୌଣସି କାର୍ଟୁନ ଶୋ’ରେ ଆସେ କେହି ଟିଭି ଚ୍ୟାନେଲ୍ ବଦଳାଇ ନ ଥାନ୍ତି। କାର୍ଟୁନକୁ ଭଲ ପାଆନ୍ତୁ କିମ୍ୱା ନ ଭଲ ପାଆନ୍ତୁ ସମସ୍ତେ ମିକି ମାଉସକୁ ଭଲ ପାଆନ୍ତି।

‘ମିକି’ ବି ଠିକ୍ ସେମିତି ଏକ କାର୍ଟୁନ କ୍ୟାରେକ୍ଟର। ମିକି ମାଉସ୍ ଯେମିତି ସବୁବେଳେ ଖୁସି ରହିଥାଏ ଠିକ୍ ଏଇ ମିକି ବି ସବୁବେଳେ ଖୁସି ରହିଥାଏ ଆଉ ସମସ୍ତଙ୍କୁ ଖୁସି କରାଉଥାଏ। ଏହି ଫିଲ୍ମରେ ସବୁଠାରୁ ବେଷ୍ଟ୍ ଜିନିଷ ହେଉଛି ଏହି ପିଲାଟି (ମିକି)କିଛି ମନେ ରଖିପାରେ ନାହିଁ। ସବୁ ଜିନିଷ ସେ ଭୁଲିଯାଏ। କିନ୍ତୁ ‘ମିକି’ କେମିତି ସେଗୁଡ଼ିକୁ ମ୍ୟାନେଜ୍ କରୁଛି ଓ କାହାକୁ ଜାଣିବାକୁ ଦେଉନି, ତାହା ଦେଖିବାର କଥା।

-ସବ୍ୟ ଏବେ ଖାଲି କମେଡି ଫିଲ୍ମକୁ ବେଶୀ ଗୁରୁତ୍ୱ ଦେଉଛନ୍ତି କି?

- ଫିଲ୍ମ ‘ସୌଦାଗର’ରେ ଲୋକଙ୍କୁ ନିର୍ଯାତନା ଦେଇଛି। ତା’ ସହ ଇମୋସନାଲ୍ ଷ୍ଟୋରୀ ‘ଛାତିରେ ଲେଖିଛି ତୋରି ନାଁ’ରେ ମୋତେ ପାଗଳ ଚରିତ୍ରରେ ଦେଖିଥିଲେ ଦର୍ଶକ। ଆଉ ମୋ’ ଫିମେଲ୍ ଫ୍ୟାନମାନେ ମୋ କାନ୍ଦ ଦେଖିଲେ ବହୁତ କାନ୍ଦନ୍ତି ବୋଲି ମୁଁ ଜାଣିଛି। ସେଥିପାଇଁ ମୁଁ ଡିସାଇଡ୍ କରିଛି ବର୍ତ୍ତମାନ କିଛି ଦିନ ଯାଏଁ ଦର୍ଶକଙ୍କୁ ଖାଲି ହସେଇବି। ‘ପିଲାଟା ବିଗିଡି ଗଲାରେ’ ଦର୍ଶକ ଦେଖିଲେ ବହୁତ ମନୋରଞ୍ଜନ କଲେ। ଯେ ପର୍ଯ୍ୟନ୍ତ ଦର୍ଶକ ହସି ହସି ବୋର୍ ନ ହୋଇଛନ୍ତି, ସେ ପର୍ଯ୍ୟନ୍ତ ମୁଁ ହସେଇବି ବୋଲି ଟାଗେର୍ଟ କରିଛି।

-ସବ୍ୟଙ୍କୁ କାହିଁକି ହେଲା ‘ପ୍ରେମ ଜ୍ୱର’?

-ଜ୍ୱର ପରିବାରର ଜଣକୁ ହେଲେ ସମସ୍ତଙ୍କୁ ହେଇଥାଏ। ହେଲେ ପ୍ରେମ ଜ୍ୱରଟା ଏମତି ଯେ ଆମେ ସମସ୍ତେ ଏଥିରେ ପଡ଼ୁ। ପ୍ରେମ ଜ୍ୱର ପ୍ରତି ସଚେତନତା ସୃଷ୍ଟି କରିବା ଦାୟିତ୍ୱଟା ମୁଁ ନେଇଛି। ଆଉ ପ୍ରେମ ବହୁତ ଭଲ ଜିନିଷ। ପ୍ରେମଟା କେବଳ ଗାର୍ଲ ଫ୍ରେଣ୍ଡ୍ ଓ ବୟ୍ ଫ୍ରେଣ୍ଡ୍ ମଧ୍ୟରେ ସୀମିତ ନାହିଁ। ଆମର ହିଂସା, ଅସହିଷ୍ଣୁତାକୁ କମାଇବାକୁ ପ୍ରେମ ଜ୍ୱରଟା ବହୁତ ଦରକାର।

-ପୂର୍ବ ଫିଲ୍ମ ‘ପିଲାଟା ବିଗିଡ଼ି’ ଗଲାରେ ସିଙ୍ଗର୍ ଭାବେ ଡେବ୍ୟୁ କରିସାରିଛନ୍ତି। ଏହି ଫିଲ୍ମରେ ଗୀତ ଗାଇବାର କିଛି ପ୍ଲାନ୍ଂ ଅଛି?

- ମୁଁ ଯେବେ ଗାଏ ସଙ୍ଗୀତ ହୁଏ ଭୟଭୀତ ତଥାପି ମୁଁ ଲାଷ୍ଟ ଫିଲ୍ମରେ ଗୀତ ଗାଇବାକୁ ଚେଷ୍ଟା କରିଛି । ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି ।  ମୁଁ ଯାହା କରୁଛି ଦର୍ଶକ ତାହାକୁ ପସନ୍ଦ କରୁଛନ୍ତି। ଏହି ଗୀତଟାକୁ ଲୋକେ ଏତେ ମାତ୍ରାରେ ପସନ୍ଦ କରିବେ ମୁଁ କେବେ ଚିନ୍ତା କରି  ନ ଥିଲି । ଏଇ ଫିଲ୍ମରେ ମଧ୍ୟ ଗୀତ ଗାଇବି।

-ଏହି ଫିଲ୍ମରେ ନିର୍ଦ୍ଦେଶକ ଅଛନ୍ତି ଅମର ପତି। ଡେବ୍ୟୁ ନିର୍ଦ୍ଦେଶକଙ୍କ ସହ କାମ କରିବାକୁ କେତେ ରିକ୍ସ ଭାବୁଛନ୍ତି?

-ଅମର ପତି ଜଣେ ବଡ଼ ନିର୍ଦ୍ଦେଶକ। ସେ ଡାଇରେକ୍ଟର ଅଶୋକ ପତିଙ୍କ ଭାଇ। ସେ  ପାଖାପାଖି ୧୦ ବର୍ଷ ଧରି ସହକାରୀ ନିର୍ଦ୍ଦେଶକ ଭାବେ କମାଲ କରିଛନ୍ତି। ସେ ଓ ମୁଁ ୩ ଟି ଫିଲ୍ମରେ ଏକାଠି କାମ କରିଛୁ। ଅମର ଜଣେ ଭଲ ଟେକ୍ନିସିଆନ୍। ସମସ୍ତଙ୍କୁ ନେଇ ସେ ଏକ ଭଲ ଫିଲ୍ମ କରିବାକୁ  ଚେଷ୍ଟା କରିଥାଆନ୍ତି।

-ପୂର୍ବ ଫିଲ୍ମରେ ଆପଣଙ୍କ ଗୀତ ସବୁଠାରୁ ବଡ଼ ପ୍ଲସ୍ ପଏଣ୍ଟ୍ ଥିଲା। ବିଦେଶରେ ସୁଟିଂ କରାଯାଇଥିଲା। ଏହି ଫିଲ୍ମ ଗୀତ ମଧ୍ୟ ବାହାର ଦେଶରେ ସୁଟିଂ କରିବାର ପ୍ଲାନିଂ ଅଛି କି?

-ଏହି ଫିଲ୍ମ ସାଇନ୍ କରିବା ପୂର୍ବରୁ ପ୍ରଯୋଜକଙ୍କ ସହ  ପ୍ରଥମେ କଣ୍ଡିସନ୍ କରିଥିଲି ଫରେନ୍ ଲୋକେସନରେ ଫିଲ୍ମର ଗୀତ ସୁଟିଂ କରିବା ପାଇଁ।  ଏହି ଫିଲ୍ମରେ ବହୁତ ସୁନ୍ଦର ଗୀତ ମଧ୍ୟ ତିଆରି କରାଯାଇଛି। ‘ପିଲାଟା ବିଗିଡ଼ି ଗଲା’ରେ ଯେଉଁ କୋରିଓଗ୍ରାଫର ଥିଲେ ଏହି ଫିଲ୍ମ ପାଇଁ ସେ ହିଁ କୋରିଓଗ୍ରାଫର କରିବେ।

-ଅର୍ଚ୍ଚିତାଙ୍କ ସହ ଏହି ଫିଲ୍ମରେ ଆପଣଙ୍କ କେମେଷ୍ଟ୍ରି କେମିତି ଅଛି?

-ଏହି ଫିଲ୍ମରେ ବହୁତ ରୋମାନ୍ସ ରହିଛି।  କମେଡି ଭରପୂର ଥିବା ସହ ରୋମାନ୍ସ ମଧ୍ୟ ଦେଖି ପାରିବେ ଦର୍ଶକ। ଦର୍ଶକମାନେ ଯାହା ଚାହୁଁଛନ୍ତି ସେଭଳି ଫିଲ୍ମ ଆମେ କରୁଛୁ।

-‘ପ୍ରେମ ଜ୍ୱର’ରେ ଦର୍ଶକ ଆଉ କ’ଣ ଦେଖିପାରିବେ?

-ଏଣ୍ଟରଟେନମେଣ୍ଟ୍,ଏଣ୍ଟରଟେନମେଣ୍ଟ୍ ଓ ଏଣ୍ଟରଟେନମେଣ୍ଟ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story