୧୦୦୦ ଦର୍ଶକରେ ଚାଲିବ ଯାତ୍ରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେତେ ବିବାଦ ପରେ ଖୋଲିଥିଲା ରଙ୍ଗମଞ୍ଚ। ଏବେ ପୁଣି ସେହି ମହାମାରୀ କରୋନା ଜାଲରେ ଛନ୍ଦି ହୋଇଛି ମଞ୍ଚ ଓ କଳାକାର। ରାଜ୍ୟ ସରକାରଙ୍କ ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ ଏଣିକି ଅପେରା ଓ ଯାତ୍ରା ହଜାରେ ଲୋକଙ୍କୁ ନେଇ ଚାଲିପାରିବ। ତେବେ ସ୍ଥାନୀୟ ଜିଲ୍ଲାପାଳମାନେ ସ୍ଥିତି ଦେଖି ଯାତ୍ରା ଓ ଅପେରା ପାଇଁ ଅନୁମତି ଦେବେ। ପୂର୍ବରୁ ୨୦୦୦ ଦର୍ଶକଙ୍କୁ ନେଇ ଯାତ୍ରା କରିବାକୁ ଅନୁମତି ଦେଇଥିଲେ ରାଜ୍ୟ ସରକାର। ସେପଟେ ସୁନ୍ଦରଗଡ଼, ଝାସୁଗୁଡ଼ା, […]

jatra

jatra

Manoranjan Sial
  • Published: Thursday, 15 April 2021
  • Updated: 15 April 2021, 07:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେତେ ବିବାଦ ପରେ ଖୋଲିଥିଲା ରଙ୍ଗମଞ୍ଚ। ଏବେ ପୁଣି ସେହି ମହାମାରୀ କରୋନା ଜାଲରେ ଛନ୍ଦି ହୋଇଛି ମଞ୍ଚ ଓ କଳାକାର। ରାଜ୍ୟ ସରକାରଙ୍କ ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ ଏଣିକି ଅପେରା ଓ ଯାତ୍ରା ହଜାରେ ଲୋକଙ୍କୁ ନେଇ ଚାଲିପାରିବ। ତେବେ ସ୍ଥାନୀୟ ଜିଲ୍ଲାପାଳମାନେ ସ୍ଥିତି ଦେଖି ଯାତ୍ରା ଓ ଅପେରା ପାଇଁ ଅନୁମତି ଦେବେ। ପୂର୍ବରୁ ୨୦୦୦ ଦର୍ଶକଙ୍କୁ ନେଇ ଯାତ୍ରା କରିବାକୁ ଅନୁମତି ଦେଇଥିଲେ ରାଜ୍ୟ ସରକାର।

ସେପଟେ ସୁନ୍ଦରଗଡ଼, ଝାସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ଜାରି କରାଯାଇଛି। ଏଠାରେ ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବର୍ତ୍ତର ରହିବ। ଏହାଛଡ଼ା ଏହି ୧୦ ଜିଲ୍ଲାର ସହରାଞ୍ଚଳ ସପ୍ତାହକ ଦୁଇ ଦିନ(ଶନିବାର ଓ ରବିବାର) ଶଟ୍‌ଡାଉନ୍‌ ରହିବ। ବାକି ୨୦ ଜିଲ୍ଲାର ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ ଜାରି କରାଯାଇଛି। ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ତେବେ ଏଠି ପ୍ରଶ୍ନ ଉଠୁଛି, ଏତେ କଟକଣା ପରେ ଯାତ୍ରା ହେବ କେଉଁଠି? ଯାତ୍ରା ଆୟୋଜକମାନେ କେମିତି ଯାତ୍ରା ପରିବେଷଣ କରିବେ? ଏପରି ଅନେକ ପ୍ରାଶ୍ନ ଜାଲରେ ରଙ୍ଗମଞ୍ଚ ଛନ୍ଦି ହୋଇ ପଡ଼ିଛି।

ମହାମାରୀ କରୋନା ପାଇଁ ଗତବର୍ଷ ଯାତ୍ରା ବନ୍ଦ ହୋଇଯାଇଥିଲା। ଗୋଟିଏ ବର୍ଷ କଳାକାର ଓ ଯାତ୍ରା ଶିଳ୍ପ ସହିତ ଜଡ଼ିତ କର୍ମଚାରମାନେ ହାତ ବାନ୍ଧି ବସିଥିଲେ। ମହାମାରୀ କରୋନାର କୋପ କମିବା ପରେ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ଅନୁଷ୍ଠାନ ଖୋଲିଥିଲେ। କିନ୍ତୁ ଯାତ୍ରା ପାଇଁ କଟକଣା ଜାରି କରିଥିଲେ। କେତେ ବାଦ ବିବାଦ ପରେ ୫୦୦ ଦର୍ଶକଙ୍କୁ ନେଇ ଯାତ୍ରା କରିବାକୁ ଅନୁମତି ଦେଇଥିଲେ। ଯାହାକୁ ନେଇ ବିବାଦ ଦେଖାଦେଇଥିଲା। ଯେଉଁଥିପାଇଁ ଚଳିତବର୍ଷ ଯାତ୍ରା ମହାକୁମ୍ଭ ଖଣ୍ଡଗିରିରେ ଯାତ୍ରା ହୋଇପାରିନଥିଲା।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଯାଇ ଯାତ୍ରା ମାଲିକମାନେ ରିହଲସେଲ୍‌ ଆରମ୍ଭ କରିଥିଲେ। ଭାବିଥିଲେ ଠିକଣା ସମୟରେ ଯାତ୍ରା ପାଇଁ ଅନୁମତି ଦେବେ। ହେଲେ ରାଜ୍ୟ ସରକାର ଯାତ୍ରା କରିବାକୁ ଅନୁମତି ଦେଇନଥିଲେ। ଯାହାକୁ ନେଇ କଳାକାରମାନେ ତାତିଥିଲେ। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଲୋୟର ପିଏମ୍‌ଜିରେ ଧାରଣାରେ ବସିଥିଲେ। ଦୀର୍ଘ ୬ ଦିନ ଧରି କଳାକାରମାନେ ବସିବା ପରେ ଯାତ୍ରା ପାଇଁ ଅନୁମତି ଦେଇଥିଲେ ରାଜ୍ୟ ସରକାର। ୫୦୦ ବଦଳରେ ୨୦୦୦ ଦର୍ଶକଙ୍କୁ ନେଇ ଯାତ୍ରା କରିବାକୁ ଅନୁମତି ଦେଇଥିଲେ। ତେବେ କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ କରିବାକୁ କଡ଼ାକଡ଼ି ନିର୍ଦ୍ଦେଶ ଦିଆଯାଇଥିଲା। ଏହା ପରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଯାତ୍ରା ପରିବେଷଣ ହେଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story