ଥାନାକୁ ଗଲେ ବର୍ଷା ଓ ତାଙ୍କ ଶାଶୁ

କଟକ (ଓଡ଼ିଶା ରିପୋର୍ଟର): ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି ଓ ତାଙ୍କ ଶାଶୁ ମଧୁସ୍ମିତା ମହାନ୍ତି। ଉଭୟ ପରସ୍ପର ବିରୋଧରେ ଆଣିଛନ୍ତି ଅଭିଯୋଗ। ଉଭୟଙ୍କ ପକ୍ଷରୁ କଟକ ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ମଧୁସ୍ମିତା ଗତ ୩ ତାରିଖରେ ଅଭିଯୋଗ କରିଥିବା ବେଳେ ବର୍ଷା ୫ ତାରିଖରେ ପାଲଟା ଅଭିଯୋଗ କରିଥିଲେ। ବର୍ଷାଙ୍କ ଶାଶୁ ଅଭିଯୋଗ କରିଛନ୍ତି ଯେ ଦୁଇ ତିନି ମାସ ହେଲେ ବର୍ଷା ଅସ୍ୱାଭାବିକ ସ୍ଥିତି ଉପୁଜାଉଛନ୍ତି। ୬୦ ବର୍ଷ […]

Varsha-Odia

Varsha-Odia

Jitendra Garnayak
  • Published: Friday, 06 November 2020
  • Updated: 06 November 2020, 01:39 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି ଓ ତାଙ୍କ ଶାଶୁ ମଧୁସ୍ମିତା ମହାନ୍ତି। ଉଭୟ ପରସ୍ପର ବିରୋଧରେ ଆଣିଛନ୍ତି ଅଭିଯୋଗ। ଉଭୟଙ୍କ ପକ୍ଷରୁ କଟକ ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ମଧୁସ୍ମିତା ଗତ ୩ ତାରିଖରେ ଅଭିଯୋଗ କରିଥିବା ବେଳେ ବର୍ଷା ୫ ତାରିଖରେ ପାଲଟା ଅଭିଯୋଗ କରିଥିଲେ।

ବର୍ଷାଙ୍କ ଶାଶୁ ଅଭିଯୋଗ କରିଛନ୍ତି ଯେ ଦୁଇ ତିନି ମାସ ହେଲେ ବର୍ଷା ଅସ୍ୱାଭାବିକ ସ୍ଥିତି ଉପୁଜାଉଛନ୍ତି। ୬୦ ବର୍ଷ ତଳର ଘରର ମରାମତି ଆବଶ୍ୟକତା ରହିଛି। ଘରେ ଥିବା ସେପ୍‌ଟିକ୍‌ ଟ୍ୟାଙ୍କ ମରାମତି ହେବା ଜରୁରୀ ହୋଇପଡ଼ିଛି। ସେଥିପାଇଁ ଘରର ସମସ୍ତ ସଦସ୍ୟ ୧୦ ଦିନ ପାଇଁ ବାହାରକୁ ଯିବାର ଆବଶ୍ୟକତା ରହିଛି। କିନ୍ତୁ ବର୍ଷା ଘର ଛାଡ଼ି ଯିବାକୁ ରାଜି ହେଉ ନାହାନ୍ତି। ସେଥିପାଇଁ ମରାମତି କାର୍ଯ୍ୟରେ ଅସୁବିଧା ହେଉଛି।

ଅନ୍ୟପକ୍ଷରେ ବର୍ଷା ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଘରୁ ତଡ଼ିଦେବାକୁ ଚକ୍ରାନ୍ତ କରାଯାଉଛି। ଏମିତିକି ତାଙ୍କୁ ଧମକ ବି ଦିଆଯାଉଛି। ତାଙ୍କୁ ମାନସିକ ଚାପରେ ରଖାଯାଉଛି। ସେ ଅସୁସ୍ଥ ଓ ଧୈର୍ଯ୍ୟହରା ହୋଇପଡ଼ିଲେଣି। ତାଙ୍କ ଜୀବନ ପ୍ରତି ବିପଦ ରହିଛି। ଏପରିକି ତାଙ୍କ ଘର ଲୋକଙ୍କୁ ବି ହଇରାଣ ହରକତ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ବର୍ଷା ଓ ତାଙ୍କ ସ୍ୱାମୀ ଅନୁଭବ ମହାନ୍ତି ପରସ୍ପର ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅନୁଭବ ଦିଲ୍ଲୀ ପଟିଆଲା କୋର୍ଟ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି। ମାମଲା ଗୁଡ଼ିକ ବିଚାରାଧୀନ ଥିବା ବେଳେ ବର୍ଷା ଏବେବି ତାଙ୍କ ଶାଶୁଙ୍କ ଘରେ ରହୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story