‘ପିଙ୍କ୍’ ଅମିତାଭଙ୍କ ଅପ୍‌କମିଂ ଫିଲ୍ମ

ନୂଆଦିଲ୍ଲୀ: ଅମିତାଭ ବଚ୍ଚନଙ୍କ ଅପ୍‌କମିଂ ଫିଲ୍ମ ନାଁ ‘ପିଙ୍କ୍’। ଏବେ ଏହି ଫିଲ୍ମର ସୁଟିଂ ଦିଲ୍ଲୀରେ ଚାଲିଛି। ସୁରଜିତ୍ ସରକାରଙ୍କ ପ୍ରଯୋଜିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅରୁନ୍ଧତି ରୟ ଚୌଧୁରୀ। ପୂର୍ବରୁ ଏହି ଫିଲ୍ମ ନାଁ “ଇଭ୍” ରଖାଯାଇଛି ବୋଲି ଆଲୋଚନା ହେଉଥିଲା। ତେବେ ଅମିତାଭ୍‌ ଏହାକୁ ଖଣ୍ଡନ କରିଥିଲେ।  ପରବର୍ତ୍ତୀ ସମୟରେ ଫିଲ୍ମର ନାଁ ଘୋଷଣା କରାଯିବ ବୋଲି କହିଥିଲେ। ଅମିତାଭ୍ ଏହି ଫିଲ୍ମରେ ପ୍ରଥମଥର ତାପସୀ ପନ୍ନୁଙ୍କ ସହ ସ୍କ୍ରିନ୍ ସେୟାର କରିବେ।

taapsee-big-

taapsee-big-

Rakesh Mallick
  • Published: Sunday, 13 March 2016
  • Updated: 13 March 2016, 11:35 AM IST

Sports

Latest News

ନୂଆଦିଲ୍ଲୀ: ଅମିତାଭ ବଚ୍ଚନଙ୍କ ଅପ୍‌କମିଂ ଫିଲ୍ମ ନାଁ ‘ପିଙ୍କ୍’। ଏବେ ଏହି ଫିଲ୍ମର ସୁଟିଂ ଦିଲ୍ଲୀରେ ଚାଲିଛି।

ସୁରଜିତ୍ ସରକାରଙ୍କ ପ୍ରଯୋଜିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅରୁନ୍ଧତି ରୟ ଚୌଧୁରୀ।

ପୂର୍ବରୁ ଏହି ଫିଲ୍ମ ନାଁ “ଇଭ୍” ରଖାଯାଇଛି ବୋଲି ଆଲୋଚନା ହେଉଥିଲା। ତେବେ ଅମିତାଭ୍‌ ଏହାକୁ ଖଣ୍ଡନ କରିଥିଲେ।  ପରବର୍ତ୍ତୀ ସମୟରେ ଫିଲ୍ମର ନାଁ ଘୋଷଣା କରାଯିବ ବୋଲି କହିଥିଲେ।

ଅମିତାଭ୍ ଏହି ଫିଲ୍ମରେ ପ୍ରଥମଥର ତାପସୀ ପନ୍ନୁଙ୍କ ସହ ସ୍କ୍ରିନ୍ ସେୟାର କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos