ରିଲିଜ୍‌ ହେଲା ‘ଦି ଜଙ୍ଗଲ ବୁକ୍ସ’ର ହିନ୍ଦୀ ପୋଷ୍ଟର

ମୁମ୍ବାଇ: ରିଲିଜ୍‌ ହୋଇଛି ଫିଲ୍ମ ‘ଦି ଜଙ୍ଗଲ ବୁକ୍ସ’ର ହିନ୍ଦୀ ପୋଷ୍ଟର। ସିନେମା ସମୀକ୍ଷକ ତରଣ ଆଦର୍ଶ ଏହାକୁ ଲୋକାର୍ପିତ କରିଛନ୍ତି। ଏହାକୁ ନେଇ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଏଥିରେ ପ୍ରିୟଙ୍କା ଚୋପ୍ରା, ଇର୍ଫାନ୍ ଖାନ୍‌, ନାନା ପାଟେକର, ଓମ୍‌ପୁରୀ, ଶେଫାଳି ଶାହ ଓ ନୀଲ୍ ସେଠୀ ଭଏସ୍‌ ଦେଇଛନ୍ତି। ଏହି ଫିଲ୍ମଟି ଡିସନୀ ଡିଜିଟାଲ ୩ଡି, ରିଏଲଡି ୩ଡି ଓ ଆଇମ୍ୟାକ୍ସ ୩ ଡିରେ ଏପ୍ରିଲ୍ ୧୫ରେ ଭାରତରେ ରିଲିଜ୍‌ ହେବ। ସାଉଥ୍‌ […]

jungle book

jungle book

Rakesh Mallick
  • Published: Sunday, 13 March 2016
  • Updated: 13 March 2016, 03:15 PM IST

Sports

Latest News

ମୁମ୍ବାଇ: ରିଲିଜ୍‌ ହୋଇଛି ଫିଲ୍ମ ‘ଦି ଜଙ୍ଗଲ ବୁକ୍ସ’ର ହିନ୍ଦୀ ପୋଷ୍ଟର। ସିନେମା ସମୀକ୍ଷକ ତରଣ ଆଦର୍ଶ ଏହାକୁ ଲୋକାର୍ପିତ କରିଛନ୍ତି। ଏହାକୁ ନେଇ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଏଥିରେ ପ୍ରିୟଙ୍କା ଚୋପ୍ରା, ଇର୍ଫାନ୍ ଖାନ୍‌, ନାନା ପାଟେକର, ଓମ୍‌ପୁରୀ, ଶେଫାଳି ଶାହ ଓ ନୀଲ୍ ସେଠୀ ଭଏସ୍‌ ଦେଇଛନ୍ତି।

ଏହି ଫିଲ୍ମଟି ଡିସନୀ ଡିଜିଟାଲ ୩ଡି, ରିଏଲଡି ୩ଡି ଓ ଆଇମ୍ୟାକ୍ସ ୩ ଡିରେ ଏପ୍ରିଲ୍ ୧୫ରେ ଭାରତରେ ରିଲିଜ୍‌ ହେବ। ସାଉଥ୍‌ ଆଫ୍ରିକାରେ ଏହି ଫିଲ୍ମ ଏପ୍ରିଲ ୨୨ରେ ରିଲିଜ୍‌ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos