ମୁମ୍ବାଇ : ଫିଲ୍ମ ଫ୍ରାଇଡେ ଆଜି ପରଦାକୁ ଆସିଛି ଦୁଇଟି ବଲିଉଡ୍ ଫିଲ୍ମ ‘ୱାଜିର୍’ ଓ ଚୌରାଙ୍ଗ’।ଚେସ୍ ଖେଳର ପୃଷ୍ଠଭୂମିକୁ ନେଇ ନିର୍ମିତ ହୋଇଛି ଫିଲ୍ମ ୱାଜିର୍। ବିଗ୍ ବି ଅମିତାଭ ବଚ୍ଚନ, ଫରହାନ୍ ଅଖତର ମୁଖ୍ୟ ଭୂମିକାରେ ରହିଥିବା ବେଳେ ଫିମେଲ୍ ଲିଡରେ ଅଛନ୍ତି ଅଦିତି ରୟ ହାଇଦରୀ।
ବିଧୁ ବିନୋଦ ଚ୍ରୋପା ବ୍ୟାନର ନିର୍ମିତ ଏହି ସସପେନ୍ସସ ଡ୍ରାମାର ନିର୍ଦ୍ଦେଶନା ଦେଇଛନ୍ତି ବିଜୟ ନାମ୍ବିର୍।
‘ୱାଜିର’କୁ ଟକ୍କର ଦେଉଛି ସଂଜୟ ସୁରୀ ଏବଂ ତନିଶା ଚାଟାର୍ଜୀ ଅଭୀନିତ ‘ଚୌରଙ୍ଗ’। ଏହା ହେଉଛି ରାଇଟର ଏବଂ ଡିରେକ୍ଟର ବିକାଶ ରଂଜନ ମିଶ୍ରଙ୍କ ଡେବ୍ୟୁ ସିନେମା। ୨୦୧୫ରେ ଲସ୍ ଆଞ୍ଜେଲେସରେ ବେଷ୍ଟ ଫିଚର ସିନେମାର ଆୱାର୍ଡ ପାଇଛି ଚୌରାଙ୍ଗ। ୨୦୧୪ରେ ଇଣ୍ଡିୟା ଗୋଲ୍ଡ ବେଷ୍ଟ ଫିଲ୍ମ ୱିନର ମଧ୍ୟ ହୋଇଛି। ଏଥିରେ ସୋହମ ମୈତ୍ର ରୀନା ଶାହା,ରିଧି ସେନ୍,ସଂଜୟ ସୁରୀ ଏବଂ ତନିଶା ଚାଟାର୍ଜି। ଟିନ୍ ଏଜର ଲଭ୍ ଲାଇଫରେ କ’ଣ କ’ଣ ଘଟୁଛି, ତାହାକୁ ନେଇ ଫିଲ୍ମ ଗତିଶୀଳ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ଆଉ ନାହାନ୍ତି ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ
୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
Bollywood
‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ
ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।
Bollywood
ଅଭିନେତ୍ରୀ ପୁନମ ଢିଲୋଙ୍କ ଘରୁ ଚୋରି, ଯୁବକ ଗିରଫ
ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ।
Entertainment
ବର୍ଷିଲେ ଅନୁଭବ, କହିଲେ- ତୁମେ ମଞ୍ଚ ବାଛ, ବିତର୍କ ପାଇଁ ମୁଁ ପ୍ରସ୍ତୁତ
ବିବାହ ତଥା ଦାମ୍ପତ୍ୟ ଜୀବନ ପରି ସମ୍ପର୍କକୁ ଅତି ମିଛ ତଥା ମନଗଢ଼ା ଭାବେ ପରଦାରେ ଦେଖାଉଥିବା ଅଭିଯୋଗ ଆଣି ବର୍ଷାଙ୍କ ଉପରେ ବର୍ଷିଛନ୍ତି ଅନୁଭବ। ଏପରିକି ବର୍ଷାଙ୍କ ସହ ଖୋଲାଖୋଲି ବିତର୍କ କରିବାକୁ ପ୍ରସ୍ତୁତ ବୋଲି ବି କହିଛନ୍ତି।
Entertainment
ଜାନୁଆରୀ ୨୪ରେ ଆସୁଛି 'ସ୍କାଏ ଫୋର୍ସ', ବଡ଼ ପରଦାରେ ୧୯୬୫ ଭାରତ-ପାକ୍ ଯୁଦ୍ଧର ଅକୁହା କାହାଣୀ
ଦୀର୍ଘ ଦିନର ବ୍ୟବଧାନ ପରେ ଏହି ଫିଲ୍ମରେ ସେନା ୟୁନିଫର୍ମରେ ନଜର ଆସିବେ ଅକ୍ଷୟ କୁମାର। ପାକିସ୍ତାନ ଉପରେ ଭାରତର ପ୍ରଥମ ଏୟାର ଷ୍ଟ୍ରାଇକ ପଛର ଘଟଣା ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ।