ରିଲିଜ ହେଲା ‘ୱାଜିର୍’ ଓ ଚୌରାଙ୍ଗ’

ମୁମ୍ବାଇ : ଫିଲ୍ମ ଫ୍ରାଇଡେ ଆଜି ପରଦାକୁ ଆସିଛି ଦୁଇଟି ବଲିଉଡ୍ ଫିଲ୍ମ ‘ୱାଜିର୍’ ଓ ଚୌରାଙ୍ଗ’।ଚେସ୍ ଖେଳର ପୃଷ୍ଠଭୂମିକୁ ନେଇ ନିର୍ମିତ ହୋଇଛି ଫିଲ୍ମ ୱାଜିର୍। ବିଗ୍ ବି ଅମିତାଭ ବଚ୍ଚନ, ଫରହାନ୍ ଅଖତର ମୁଖ୍ୟ ଭୂମିକାରେ ରହିଥିବା ବେଳେ ଫିମେଲ୍ ଲିଡରେ ଅଛନ୍ତି ଅଦିତି ରୟ ହାଇଦରୀ। ବିଧୁ ବିନୋଦ ଚ୍ରୋପା ବ୍ୟାନର ନିର୍ମିତ ଏହି ସସପେନ୍ସସ ଡ୍ରାମାର ନିର୍ଦ୍ଦେଶନା ଦେଇଛନ୍ତି ବିଜୟ ନାମ୍ବିର୍। ‘ୱାଜିର’କୁ ଟକ୍କର ଦେଉଛି ସଂଜୟ ସୁରୀ ଏବଂ ତନିଶା […]

wazir

wazir

Rakesh Mallick
  • Published: Friday, 08 January 2016
  • Updated: 08 January 2016, 09:14 AM IST

Sports

Latest News

ମୁମ୍ବାଇ : ଫିଲ୍ମ ଫ୍ରାଇଡେ ଆଜି ପରଦାକୁ ଆସିଛି ଦୁଇଟି ବଲିଉଡ୍ ଫିଲ୍ମ ‘ୱାଜିର୍’ ଓ ଚୌରାଙ୍ଗ’।ଚେସ୍ ଖେଳର ପୃଷ୍ଠଭୂମିକୁ ନେଇ ନିର୍ମିତ ହୋଇଛି ଫିଲ୍ମ ୱାଜିର୍। ବିଗ୍ ବି ଅମିତାଭ ବଚ୍ଚନ, ଫରହାନ୍ ଅଖତର ମୁଖ୍ୟ ଭୂମିକାରେ ରହିଥିବା ବେଳେ ଫିମେଲ୍ ଲିଡରେ ଅଛନ୍ତି ଅଦିତି ରୟ ହାଇଦରୀ।

ବିଧୁ ବିନୋଦ ଚ୍ରୋପା ବ୍ୟାନର ନିର୍ମିତ ଏହି ସସପେନ୍ସସ ଡ୍ରାମାର ନିର୍ଦ୍ଦେଶନା ଦେଇଛନ୍ତି ବିଜୟ ନାମ୍ବିର୍।

‘ୱାଜିର’କୁ ଟକ୍କର ଦେଉଛି ସଂଜୟ ସୁରୀ ଏବଂ ତନିଶା ଚାଟାର୍ଜୀ ଅଭୀନିତ ‘ଚୌରଙ୍ଗ’। ଏହା ହେଉଛି ରାଇଟର ଏବଂ ଡିରେକ୍ଟର ବିକାଶ ରଂଜନ ମିଶ୍ରଙ୍କ ଡେବ୍ୟୁ ସିନେମା। ୨୦୧୫ରେ ଲସ୍ ଆଞ୍ଜେଲେସରେ  ବେଷ୍ଟ ଫିଚର ସିନେମାର ଆୱାର୍ଡ ପାଇଛି ଚୌରାଙ୍ଗ। ୨୦୧୪ରେ ଇଣ୍ଡିୟା ଗୋଲ୍ଡ ବେଷ୍ଟ ଫିଲ୍ମ  ୱିନର ମଧ୍ୟ ହୋଇଛି। ଏଥିରେ ସୋହମ ମୈତ୍ର ରୀନା ଶାହା,ରିଧି ସେନ୍,ସଂଜୟ ସୁରୀ ଏବଂ ତନିଶା ଚାଟାର୍ଜି। ଟିନ୍ ଏଜର ଲଭ୍ ଲାଇଫରେ  କ’ଣ କ’ଣ ଘଟୁଛି,  ତାହାକୁ ନେଇ ଫିଲ୍ମ ଗତିଶୀଳ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos