ଫିଲ୍ମି ଫ୍ରାଇଡେରେ ପରଦାକୁ ଆସିଲା ‘ଢିସୁମ’

ମୁମ୍ବାଇ: ଫିଲ୍ମ ଫ୍ରାଇଡେରେ ଆଜି ପରଦାକୁ ଆସିଛି ରୋହିତ ଧୱନ ନିର୍ଦ୍ଦେଶିତ ଫିଲ୍ମ ‘ଢିସୁମ’। ଦମଦାର ଆକ୍ସନରେ ଭରପୁର ଥିବା ଏହି ଫିଲ୍ମର ଲିଡ୍‌ରୋଲରେ ଅଛନ୍ତି ଜନ୍‌ ଆବ୍ରାହମ୍‌ ଓ ବରୁଣ ଧୱନ୍‌। ଜନ୍‌ ଓ ବରୁଣଙ୍କ ସହ ସ୍କ୍ରିନ ସେୟାର କରିଛନ୍ତି ଶ୍ରୀଲଙ୍କା ବିୟୁଟି ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌। ନେଗେଟିଭ୍‌ ରୋଲ୍‌ରେ ବହୁଦିନ ପରେ କମ୍‌ବ୍ୟାକ୍‌ କରୁଛନ୍ତି ଅକ୍ଷୟ ଖନ୍ନା। ‘ହଠାତ୍‌ ଫାଇନାଲ୍‌ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ଟପ୍‌ ବ୍ୟାଟ୍ସମ୍ୟାନ କିଡ୍‌ନାପ୍‌ ହୋଇଯାଉଛି। ଆଉ ଫାଇନାଲ୍‌ […]

disume

disume

Rakesh Mallick
  • Published: Friday, 29 July 2016
  • Updated: 29 July 2016, 05:37 PM IST

Sports

Latest News

ମୁମ୍ବାଇ: ଫିଲ୍ମ ଫ୍ରାଇଡେରେ ଆଜି ପରଦାକୁ ଆସିଛି ରୋହିତ ଧୱନ ନିର୍ଦ୍ଦେଶିତ ଫିଲ୍ମ ‘ଢିସୁମ’। ଦମଦାର ଆକ୍ସନରେ ଭରପୁର ଥିବା ଏହି ଫିଲ୍ମର ଲିଡ୍‌ରୋଲରେ ଅଛନ୍ତି ଜନ୍‌ ଆବ୍ରାହମ୍‌ ଓ ବରୁଣ ଧୱନ୍‌। ଜନ୍‌ ଓ ବରୁଣଙ୍କ ସହ ସ୍କ୍ରିନ ସେୟାର କରିଛନ୍ତି ଶ୍ରୀଲଙ୍କା ବିୟୁଟି ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌। ନେଗେଟିଭ୍‌ ରୋଲ୍‌ରେ ବହୁଦିନ ପରେ କମ୍‌ବ୍ୟାକ୍‌ କରୁଛନ୍ତି ଅକ୍ଷୟ ଖନ୍ନା।

‘ହଠାତ୍‌ ଫାଇନାଲ୍‌ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ଟପ୍‌ ବ୍ୟାଟ୍ସମ୍ୟାନ କିଡ୍‌ନାପ୍‌ ହୋଇଯାଉଛି। ଆଉ ଫାଇନାଲ୍‌ ମ୍ୟାଚ୍‌ ବାତିଲ କଲେ ତାଙ୍କୁ ହତ୍ୟା କରାଯିବ ବୋଲି ଧମକ ଆସୁଛି। ଏଭଳି ପରିସ୍ଥିତିରେ ତାଙ୍କୁ ଖୋଜିବାକୁ ବାହାରୁଛନ୍ତି ଦୁଇ ଜଣ ପୋଲିସ୍‌ ଅଫିସର କବିର ଓ ଜୁନେଦ୍‌।’  ସଂକ୍ଷେପରେ ଏହା ହିଁ ହେଉଛି ଫିଲ୍ମର କାହାଣୀ।

ଫିଲ୍ମର ମ୍ୟୁଜିକ୍‌ କମ୍ପୋଜ କରିଛନ୍ତି ପ୍ରିତମ୍‌ ଓ ବ୍ୟାକ୍‌ ଗ୍ରାଉଣ୍ଡ ସ୍କୋର କରିଛନ୍ତି ଅଭିଜିତ୍‌ ବାଘମାନୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story