'ସିମ୍ବା'ର ଲାଭରୁ ମୁମ୍ବାଇ ପୁଲିସ୍‌କୁ ୫୧ଲକ୍ଷ ଟଙ୍କା ଦେଲେ ରୋହିତ୍‌ ସେଟ୍ଟୀ

ମୁମ୍ବାଇ: ଫିଲ୍ମ ‘ସିମ୍ବା’ ହିଟ୍‌ ହେବା ପରେ ଫିଲ୍ମର ନିର୍ଦ୍ଦେଶକ ରୋହିତ ସେଟ୍ଟୀ ବଲିଉଡ୍‌ ବକ୍ସ ଅଫିସ୍‌ର କିଙ୍ଗ୍‌ ପାଲଟି ଯାଇଛନ୍ତି। ଫିଲ୍ମଟି ୨୦୦କୋଟିରୁ ଅଧିକ ବ୍ୟବସାୟ କରିଛି। ତେବେ ଫିଲ୍ମରୁ ମିଳିଥିବା ଲାଭାଂଶରୁ ନିର୍ଦ୍ଦେଶକ ରୋହିତ୍‌ ସେଟ୍ଟୀ ୫୧ଲକ୍ଷ ଟଙ୍କା ଦାନ କରିଥିବା ଜଣାପଡ଼ିଛି। ଏଥି ପାଇଁ ରୋହିତ୍‌ଙ୍କୁ ଏବେ ସମସ୍ତେ ଭୂରି ଭୂରି ପ୍ରଶଂସା କରୁଛନ୍ତି। ମୁମ୍ବାଇ ପୁଲିସର ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ ‘ଉମଙ୍ଗ- ୨୦୧୯’ରେ ଯୋଗ ଦେଇ ରୋହିତ୍‌ ସେଟ୍ଟୀ ଏହି ଅର୍ଥ ରାଶି […]

VYG_1942

VYG_1942

Biswobandita Swain
  • Published: Wednesday, 30 January 2019
  • Updated: 30 January 2019, 07:43 PM IST

Sports

Latest News

ମୁମ୍ବାଇ: ଫିଲ୍ମ 'ସିମ୍ବା' ହିଟ୍‌ ହେବା ପରେ ଫିଲ୍ମର ନିର୍ଦ୍ଦେଶକ ରୋହିତ ସେଟ୍ଟୀ ବଲିଉଡ୍‌ ବକ୍ସ ଅଫିସ୍‌ର କିଙ୍ଗ୍‌ ପାଲଟି ଯାଇଛନ୍ତି। ଫିଲ୍ମଟି ୨୦୦କୋଟିରୁ ଅଧିକ ବ୍ୟବସାୟ କରିଛି।

ତେବେ ଫିଲ୍ମରୁ ମିଳିଥିବା ଲାଭାଂଶରୁ ନିର୍ଦ୍ଦେଶକ ରୋହିତ୍‌ ସେଟ୍ଟୀ ୫୧ଲକ୍ଷ ଟଙ୍କା ଦାନ କରିଥିବା ଜଣାପଡ଼ିଛି। ଏଥି ପାଇଁ ରୋହିତ୍‌ଙ୍କୁ ଏବେ ସମସ୍ତେ ଭୂରି ଭୂରି ପ୍ରଶଂସା କରୁଛନ୍ତି।

ମୁମ୍ବାଇ ପୁଲିସର ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ 'ଉମଙ୍ଗ- ୨୦୧୯'ରେ ଯୋଗ ଦେଇ ରୋହିତ୍‌ ସେଟ୍ଟୀ ଏହି ଅର୍ଥ ରାଶି ମୁମ୍ବାଇ ପୁଲିସ୍‌ ଫାଉଣ୍ଡେସନ୍‌କୁ ଦାନ କରିଥିଲେ। ଚେକ୍‌ଟି ରୋହିତ୍‌ ସେଟ୍ଟୀ ପ୍ରଡକ୍ସନ ହାଉସ୍‌ ତରଫରୁ ଦିଆଯାଇଥିବା ବେଳେ ଏହାକୁ ଅଭିନେତା ରଣବୀର ସିଂହ, ଅକ୍ଷୟ କୁମାର, ଅଜୟ ଦେବଗନ ଏବଂ ରୋହିତ୍‌ ସେଟ୍ଟୀ ମିଶି ମୁମାଇ ପୋଲିସ୍‌କୁ ହସ୍ତାନ୍ତର କରିଥିଲେ। ଇଭେଣ୍ଟଟି ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଜାନୁଆରୀ ୨୭ ତାରିଖରେ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବଲିଉଡ୍‌ର ବହୁ ନାମୀ ଦାମୀ କଳାକାର ସାମିଲ୍ ହେବା ସହ ମୁମ୍ବାଇ ପୁଲିସର କାର୍ଯ୍ୟଦକ୍ଷତାକୁ ଉଚ୍ଚପ୍ରଶଂସା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story