କପିଲ୍ ଶର୍ମାଙ୍କ ଶୋ’ରେ ଯୋଗ ଦେବେ ‘ଭାବିଜୀ’ ଅଭିନେତ୍ରୀ ଶିଳ୍ପା ସିନ୍ଦେ

ନୂଆଦିଲ୍ଲୀ: ଟିଭି ଅଭିନେତ୍ରୀ ଶିଳ୍ପା ସିନ୍ଦେ ଲୋକପ୍ରିୟ କମେଡି ଧାରାବାହିକ ‘ଭାବି ଜୀ ଘର ପର ହେ’ ଛାଡି କପିଲ ଶାର୍ମାଙ୍କ କମେଡି ଶୋ’ରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଛି। ତାଙ୍କ ସମ୍ପୃକ୍ତ ପ୍ରଯୋଜକ ମାନସିକ ସ୍ତରରେ ନିର୍ଯାତନା ଦେଉଥିବା ସେ କହିଛନ୍ତି। ସମ୍ପୃକ୍ତ ଧାରାବାହିକକୁ ଛାଡିବାକୁ ସେ ପ୍ରଯୋଜନା ସଂସ୍ଥାକୁ ଆଇନଗତ ନୋଟିସ୍‌ ମଧ୍ୟ ଦେଇଛନ୍ତି। ୨୮ ବର୍ଷୀୟ ଏହି ଅଭିନେତ୍ରୀ ଜଣଙ୍କ ‘ଭାବି ଜୀ ଘର ପର ହେ’ ଧାରାବାହିକରେ ‘ଅଙ୍ଗୁରୀ […]

shilpa-shinde

shilpa-shinde

Rakesh Mallick
  • Published: Wednesday, 16 March 2016
  • Updated: 16 March 2016, 04:39 PM IST

Sports

Latest News

ନୂଆଦିଲ୍ଲୀ: ଟିଭି ଅଭିନେତ୍ରୀ ଶିଳ୍ପା ସିନ୍ଦେ ଲୋକପ୍ରିୟ କମେଡି ଧାରାବାହିକ ‘ଭାବି ଜୀ ଘର ପର ହେ’ ଛାଡି କପିଲ ଶାର୍ମାଙ୍କ କମେଡି ଶୋ’ରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଛି। ତାଙ୍କ ସମ୍ପୃକ୍ତ ପ୍ରଯୋଜକ ମାନସିକ ସ୍ତରରେ ନିର୍ଯାତନା ଦେଉଥିବା ସେ କହିଛନ୍ତି। ସମ୍ପୃକ୍ତ ଧାରାବାହିକକୁ ଛାଡିବାକୁ ସେ ପ୍ରଯୋଜନା ସଂସ୍ଥାକୁ ଆଇନଗତ ନୋଟିସ୍‌ ମଧ୍ୟ ଦେଇଛନ୍ତି।

୨୮ ବର୍ଷୀୟ ଏହି ଅଭିନେତ୍ରୀ ଜଣଙ୍କ ‘ଭାବି ଜୀ ଘର ପର ହେ’ ଧାରାବାହିକରେ ‘ଅଙ୍ଗୁରୀ ଭାବି’ ଭୂମିକାରେ ଅଭିନୟ କରୁଥିଲେ। ଅନ୍ୟ ଶୋରେ ଅଭିନୟ କରିବା ନେଇ ପ୍ରଯୋଜକ ସଂସ୍ଥା ସହ ତାଙ୍କର ମତାନ୍ତର ହୋଇଥିଲା। ଶିଳ୍ପା କହିଛନ୍ତି,“ସମ୍ପୃକ୍ତ ସଂସ୍ଥା କପିଲଙ୍କ ଶୋ’ ନ କରିବା ନେଇ ହଇରାଣ କରୁଥିଲା। ସମ୍ପୃକ୍ତ ସଂସ୍ଥା ମୋତେ ଏହି ପରି ଶୋ’ ନ କରାଇ ଦେଇ ମୋ ଅଭିନୟକୁ ଜୀବନକୁ ନଷ୍ଟ କରିବାକୁ ଚାହୁଁଛି। ମୁଁ ମାସକୁ ଏହି ଧାରାବାହିକ ପାଇଁ ୨୫ ଦିନ ଦେଉଥିଲେ ମଧ୍ୟ ଅନ୍ୟ ଶୋ ନ କରିବା ନେଇ କଣ୍ଟ୍ରାକ୍ଟ ସାଇନ୍‌ କରିବାକୁ ବାଧ୍ୟ କରୁଥିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story