ସୋସିଆଲ ମିଡିଆରେ ଭାଇରାଲ ‘ଦିଲୱାଲେ’ର ଆକ୍ସନ ସିନର ମେକିଂ ଭିଡିଓ

ମୁମ୍ବାଇ: ବଲିଉଡର ଟପ୍ ଫିଲ୍ମ ନିର୍ଦ୍ଦେଶକ ରୋହିତ୍ ସେଟ୍ଟୀ ତାଙ୍କ ଫିଲ୍ମରେ ଆକ୍ସନ ସିନକୁ ନେଇ ସବୁବେଳେ କିଛି ନା କିଛି ନୂଆ କରିବାକୁ ଚେଷ୍ଟା କରିଥାନ୍ତି। ତାଙ୍କର ଏକ ବଡ଼ ସଉକ୍ ହେଲା କାର୍ ବ୍ଳାଷ୍ଟ କରିବା। ଅପକମିଂ ମୁଭି ‘ଦିଲୱାଲେ’ରେ ବି ଏମିତି କିଛି ଆକ୍ସନ ଦେଖାଇଛନ୍ତି ରୋହିତ୍। ଜବରଦସ୍ତ ଆକ୍ସନ ଓ ଡେଞ୍ଜରସ୍ କାର ଉଡ଼ାଇବା ସିନ ପାଇଁ ଯୋଜନା ବେଳେ ନିଜେ ରୋହିତ ସେଟ୍ଟୀ ସ୍ପଟରେ ରହି ଏହି ପ୍ଲାନ୍ କରୁଛନ୍ତି। […]

rohit shethy and car blast

rohit shethy and car blast

Rakesh Mallick
  • Published: Tuesday, 15 December 2015
  • Updated: 15 December 2015, 05:35 PM IST

Sports

Latest News

ମୁମ୍ବାଇ: ବଲିଉଡର ଟପ୍ ଫିଲ୍ମ ନିର୍ଦ୍ଦେଶକ ରୋହିତ୍ ସେଟ୍ଟୀ ତାଙ୍କ ଫିଲ୍ମରେ ଆକ୍ସନ ସିନକୁ ନେଇ ସବୁବେଳେ କିଛି ନା କିଛି ନୂଆ କରିବାକୁ ଚେଷ୍ଟା କରିଥାନ୍ତି। ତାଙ୍କର ଏକ ବଡ଼ ସଉକ୍ ହେଲା କାର୍ ବ୍ଳାଷ୍ଟ କରିବା। ଅପକମିଂ ମୁଭି ‘ଦିଲୱାଲେ’ରେ ବି ଏମିତି କିଛି ଆକ୍ସନ ଦେଖାଇଛନ୍ତି ରୋହିତ୍।

ଜବରଦସ୍ତ ଆକ୍ସନ ଓ ଡେଞ୍ଜରସ୍ କାର ଉଡ଼ାଇବା ସିନ ପାଇଁ ଯୋଜନା ବେଳେ ନିଜେ ରୋହିତ ସେଟ୍ଟୀ ସ୍ପଟରେ ରହି ଏହି ପ୍ଲାନ୍ କରୁଛନ୍ତି। ମଙ୍ଗଳବାର ଏହି ଭଳି ଏକ ମେକିଂ ଭିଡିଓ ଆସିଛି ତାଙ୍କର ଅପକମିଂ ଫିଲ୍ମ ‘ଦିଲୱାଲେ’ର। ଏଥିରେ ଫିଲ୍ମରେ ରହିଛି ରୋହିତଙ୍କ ଟିପିକାଲ କାର୍ ବ୍ଲାଷ୍ଟ ଓ ଆକ୍ସନର ଝଲକ୍। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

 ଏଭଳି ଆକ୍ସନ ସିନରେ ସୁଟିଂ ପାଇଁ ଦରକାର ହୁଅନ୍ତି ପ୍ରାୟ ଦେଢ଼ ଶହରୁ ୨୦୦ ଜଣ ପ୍ରଶିକ୍ଷଣ ନେଇଥିବା କର୍ମଚାରୀ। ସବୁଠାରୁ ବେଶି ଅବଦାନ ଥାଏ ଷ୍ଟଣ୍ଟମ୍ୟାନଙ୍କର। ଏ ପ୍ରକାର ସିନ୍ ସୁଟିଂ କରିବା ସହଜ ନୁହେଁ ବୋଲି କହନ୍ତି ରୋହିତ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story