କ୍ରିକେଟରୁ ଆରମ୍ଭ ହୋଇଥିଲା ସୁଶାନ୍ତଙ୍କ କ୍ୟାରିୟର୍

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ଆଉ ନାହାନ୍ତି। ରବିବାର ସୁଶାନ୍ତ ମୁମ୍ବାଇସ୍ଥିତ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ଏହି ଖବର ପ୍ରସାରିତ ହେବା ପରେ ଚାରିଆଡ଼େ ଶୋକର ଛାୟା ଖେଳିଯାଇଛି। ତେବେ ସୁଶାନ୍ତଙ୍କ ବିୟୋଗ ତାଙ୍କ ବନ୍ଧୁ ଓ ସାଥୀ କଳାକାରଙ୍କୁ ଅଧିକ ଝଟକା ଦେଇଛି। ୩୪ ବର୍ଷୀୟ ସୁଶାନ୍ତ ନିଜର ଛୋଟିଆ ଫିଲ୍ମ କ୍ୟାରିରରରେ ବେଶ୍ କିଛି ସଫଳତା ମଧ୍ୟ ହାସଲ କରିଥିଲେ। ତେବେ ସୁଶାନ୍ତଙ୍କ ଏହି ସଫଳତା ପଛରେ କ୍ରିକେଟର ଭୂମିକା […]

susant-singh-rajput

susant-singh-rajput

Ranjit Kumar Jena
  • Published: Sunday, 14 June 2020
  • Updated: 14 June 2020, 10:16 PM IST

Sports

Latest News

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ଆଉ ନାହାନ୍ତି। ରବିବାର ସୁଶାନ୍ତ ମୁମ୍ବାଇସ୍ଥିତ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ଏହି ଖବର ପ୍ରସାରିତ ହେବା ପରେ ଚାରିଆଡ଼େ ଶୋକର ଛାୟା ଖେଳିଯାଇଛି। ତେବେ ସୁଶାନ୍ତଙ୍କ ବିୟୋଗ ତାଙ୍କ ବନ୍ଧୁ ଓ ସାଥୀ କଳାକାରଙ୍କୁ ଅଧିକ ଝଟକା ଦେଇଛି। ୩୪ ବର୍ଷୀୟ ସୁଶାନ୍ତ ନିଜର ଛୋଟିଆ ଫିଲ୍ମ କ୍ୟାରିରରରେ ବେଶ୍ କିଛି ସଫଳତା ମଧ୍ୟ ହାସଲ କରିଥିଲେ। ତେବେ ସୁଶାନ୍ତଙ୍କ ଏହି ସଫଳତା ପଛରେ କ୍ରିକେଟର ଭୂମିକା ଅଧିକ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ସୁଶାନ୍ତ କ୍ରିକେଟ୍ ଜରିଆରେ ହିଁ ବଲିଉଡକୁ ଏଣ୍ଟ୍ରି କରିଥିଲେ।

ଟେଲିଭିଜନ ପରଦାରେ ବିପୁଳ ସଫଳତା ହାସଲ ପରେ ସୁଶାନ୍ତ 'କାଇ ପୋ ଚେ' ଫିଲ୍ମ ସହ ବଲିଉଡ ଜରିଆରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମ କ୍ରିକେଟ୍ ଉପରେ ଆଧାରିତ ଥିଲା। ସେ ଫିଲ୍ମରେ ଇଶାନ୍ ନାମକ ଚରିତ୍ର ତୁଲାଇଥିଲେ, ଯିଏ ଜଣେ କ୍ରିକେଟର ହେବାକୁ ଚାହୁଁଥିଲେ। କିନ୍ତୁ କୌଣସି କାରଣବଶତଃ କ୍ରିକେଟର୍ ହୋଇନପାରିବାରୁ ସେ କୋଚିଂ କ୍ଷେତ୍ରରେ ପାଦ ଥାପିବାକୁ ନିଷ୍ପତ୍ତି ନେଇଥିଲେ। ଏହି ଫିଲ୍ମରେ ସେ ନିଜ ସାଙ୍ଗମାନଙ୍କ ସହ ମିଶି କ୍ରିକେଟ୍ ଏକାଡେମୀ ଖୋଲନ୍ତି ଏବଂ ପିଲାମାନଙ୍କୁ ମାଗଣାରେ ଟ୍ରେନିଂ କରାନ୍ତି। ଫିଲ୍ମଟି ମଧ୍ୟ ବକ୍ସ ଅଫିସରରେ ସଫଳତା ହାସଲ କରିଥିଲା।

ଏହା ପରେ ମଧ୍ୟ ସୁଶାନ୍ତଙ୍କ କ୍ରିକେଟ୍ କନେକସନ୍ ଜାରି ରହିଥିଲା। ୨୦୧୬ରେ ୱାର୍ଲ୍ଡ କପ୍ ବିଜେତା କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କ ବାୟୋପିକକୁ ହୋଇଥିବା ଫିଲ୍ମରେ ସୁଶାନ୍ତ ଧୋନିଙ୍କ ଚରିତ୍ର ତୁଲାଇଥିଲେ। ଏହି ଫିଲ୍ମରେ ସେ ନିଜର ନିଖୁଣ ଅଭିନୟ ପାଇଁ ଖୁବ୍ ପ୍ରଶଂସା ସାଉଁଣ୍ଟିଥିଲେ।

ଏହି ଫିଲ୍ମ ୧୦୦ କୋଟି କ୍ଲବରେ ପହଞ୍ଚିଥିଲା ଏବଂ ସୁଶାନ୍ତଙ୍କ କ୍ୟାରିୟରର ସବୁଠାରୁ ବଡ଼ ହିଟ୍ ମଧ୍ୟ ସାବ୍ୟସ୍ତ ହୋଇଥିଲା। ଏହି ଫିଲ୍ମ ହିଁ ସୁଶାନ୍ତଙ୍କୁ ଦେଇଥିଲା ନୂଆ ପରିଚୟ। ଏହି ଫିଲ୍ମର ସଫଳତା ପରେ ସେ ନିଜର ପାଉଣାକୁ ପାଞ୍ଚ ଗୁଣା ବଢ଼ାଇ ଦେଇଥିଲେ। ଧୋନି ଫିଲ୍ମ କରିବା ପାଇଁ ସେ ୨ କୋଟି ଟଙ୍କା ନେଇଥିଲେ। କିନ୍ତୁ ଏହା ପରେ ସେ ନିଜର ଫି'କୁ ୧୦ କୋଟି ଟଙ୍କା ବଢ଼ାଇଥିବା କୁହାଯାଉଛି।

ଗତବର୍ଷ ସୁପରହିଟ୍ ଫିଲ୍ମ 'ଛିଛୋରେ' ଫିଲ୍ମରେ ସୁଶାନ୍ତଙ୍କ ସାଥୀ କଳାକାର ଥିବା ଅଭିନେତା ତାହିର୍ ରାଜ ଭାସିନ୍ କ୍ରିକେଟ୍ ଉପରେ ଆଧାରିତ ଫିଲ୍ମ '୮୩'ରେ ପ୍ରମୁଖ ଭୂମିକା ବହନ କରୁଛନ୍ତି। '୮୩' ଫିଲ୍ମ ପାଇଁ ତାହିରଙ୍କୁ ସୁଶାନ୍ତ କିଛି ଟିପ୍ସ ଦେଇଥିଲେ। ଏହି କାରଣରୁ ତାହିର୍ ସୁଶାନ୍ତଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ। ତାହିର୍ ଫିଲ୍ମରେ ଭାରତର କିମ୍ବଦନ୍ତୀ କ୍ରିକେଟର୍ ସୁନୀଲ ଗାଭାସ୍କରଙ୍କ ଭୂମିକା କରୁଛନ୍ତି। ତାହିର୍ କହିଥିଲେ, ସୁଶାନ୍ତ ଜଣେ ବହୁତ ଭଲ ମଣିଷ ଏବଂ ସେ ମୋତେ କ୍ରିକେଟ୍ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ ଦେଇଥିଲେ। '୮୩' ଫିଲ୍ମରେ ସୁନୀଲ ଗାଭାସ୍କରଙ୍କ ଚରିତ୍ର ତୁଲାଇବା ପାଇଁ ସୁଶାନ୍ତଙ୍କ ପକ୍ଷରୁ ଦିଆଯାଇଥିବା ଟିପ୍ସ ମୋତେ ବହୁତ ସହାୟକ ହୋଇଥିଲା।'

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story