ମିଥୁନଙ୍କ ବୋହୂଙ୍କ ଭିଡିଓ ଭାଇରାଲ

ମୁମ୍ୱାଇ: ମିଥୁନ ଚକ୍ରବର୍ତୀଙ୍କ ବୋହୂ ତଥା ଅଭିନେତ୍ରୀ ମଦାଲସା ଶର୍ମା ସବୁବେଳେ ଚର୍ଚ୍ଚାରେ ରହନ୍ତି। ଏବେ ତାଙ୍କର ହିଟ‌୍‍ ଧାରାବାହିକ ଅନୁପମା ପ୍ରସାରିତ ହେଉଛି। ଏଥିରେ ସେ ବହୁତ ବଢ଼ିଆ ଅଭିନୟ କରୁଛନ୍ତି। ଏହି ଧାରାବାହିକ ପାଇଁ ସେ ଖୁବ‌୍‍ ଚର୍ଚ୍ଚାରେ ମଧ୍ୟ ଅଛନ୍ତି। ତେବେ ଏହା ବ୍ୟତୀତ ସେ ନିଜ ନୃତ୍ୟ ପାଇଁ ମଧ୍ୟରେ ଚର୍ଚ୍ଚାରେ ରହନ୍ତି। ଅନୁପମା ଧାରାବାହିକରେ କାବ୍ୟା ଚରିତ୍ରରେ ଅଭିନୟ କରୁଥିବା ମଦାଲସା ସୋସାଲ ମିଡିଆରେ ବି ଖୁବ‌୍‍ ସକ୍ରିୟ। ଏଥିରେ […]

Madalsa-sharma

Madalsa-sharma

Jitendra Garnayak
  • Published: Wednesday, 28 April 2021
  • Updated: 28 April 2021, 01:19 PM IST

Sports

Latest News

ମୁମ୍ୱାଇ: ମିଥୁନ ଚକ୍ରବର୍ତୀଙ୍କ ବୋହୂ ତଥା ଅଭିନେତ୍ରୀ ମଦାଲସା ଶର୍ମା ସବୁବେଳେ ଚର୍ଚ୍ଚାରେ ରହନ୍ତି। ଏବେ ତାଙ୍କର ହିଟ‌୍‍ ଧାରାବାହିକ ଅନୁପମା ପ୍ରସାରିତ ହେଉଛି। ଏଥିରେ ସେ ବହୁତ ବଢ଼ିଆ ଅଭିନୟ କରୁଛନ୍ତି। ଏହି ଧାରାବାହିକ ପାଇଁ ସେ ଖୁବ‌୍‍ ଚର୍ଚ୍ଚାରେ ମଧ୍ୟ ଅଛନ୍ତି। ତେବେ ଏହା ବ୍ୟତୀତ ସେ ନିଜ ନୃତ୍ୟ ପାଇଁ ମଧ୍ୟରେ ଚର୍ଚ୍ଚାରେ ରହନ୍ତି।

ଅନୁପମା ଧାରାବାହିକରେ କାବ୍ୟା ଚରିତ୍ରରେ ଅଭିନୟ କରୁଥିବା ମଦାଲସା ସୋସାଲ ମିଡିଆରେ ବି ଖୁବ‌୍‍ ସକ୍ରିୟ। ଏଥିରେ ସେ ପ୍ରାୟ ସମୟରେ ନିଜ ଫଟୋ ଓ ଭିଡିଓ ଆଦି ସେଆର କରନ୍ତି।

ମଦାଲସା ଏବେ ଏକ ଭିଡିଓ ସେଆର କରି ବେଶ ଚର୍ଚ୍ଚାରେ ଅଛନ୍ତି। କାରଣ ଏହି ଭିଡିଓଟି ଟିକେ ନିଆରେ। ଏହି ଭିଡିଓରେ ଆପଣ ଦୁଇ ଜଣ ମଦାଲସାଙ୍କୁ ଦେଖିବାକୁ ପାଇବେ। ଜଣେ ନିଜେ ମଦାଲସା ଓ ଅନ୍ୟ ଜଣେ ତାଙ୍କର ନିଅନ ଟ୍ୱିନ। ଏହାକୁ ନିଅନ ଲାଇଟସ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା। ଉଭୟ ଏକ ଇଂରାଜୀ ଗୀତରେ ନୃତ୍ୟ କରୁଥିବା ଦେଖିବାକୁ ମିଳୁଛି। ଫ୍ୟାନମାନଙ୍କୁ ମଦାଲସାଙ୍କ ଏହି ନୃତ୍ୟ ଖୁବ‌୍‍ ପସନ୍ଦ ଆସିଛି।

ମଦାଲସା ହେଉଛନ୍ତି ଜଣାଶୁଣା ଫିଲ୍ମ ପ୍ରଯୋଜକ ସୁବାସ ଶମାର୍ ଓ ଅଭିନେତ୍ରୀ ଶୀଲା ଶର୍ମାଙ୍କ ଝିଅ। ମଦାଲସା ୨୦୦୯ରେ ତେଲୁଗୁ ଫିଲ୍ମରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ତେଲୁଗୁ ବ୍ୟତୀତ ସେ କନ୍ନଡ଼ ଓ ବଲିଉଡ‌୍‍‌ ଫିଲ୍ମରେ ବି କାମ କରିଛନ୍ତି। ଏହାପରେ ୨୦୨୦ରେ ଶ୍ୱଶୁର ମିଥୁନ ଚକ୍ରବର୍ତୀଙ୍କ ପରାମର୍ଶକ୍ରମେ ସେ ଛୋଟ ପରଦାରେ  ପାଦ ରଖିଥିଲେ। ଅନୁପମା ହେଉଛି ତାଙ୍କର ଡେବ୍ୟୁ ଧାରାବାହିକ ଓ ସେଥିରେ ତାଙ୍କର ଅଭିନୟ ସମସ୍ତଙ୍କୁ ପସନ୍ଦ ଆସୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story