ବିଶ୍ୱ ବାଘ ଦିବସରେ ପେଟା ସହିତ ଯୋଡ଼ି ହେଲେ ଟାଇଗର ଶ୍ରଫ୍‌

ମୁମ୍ବାଇ: ଗତକାଲି ଅର୍ଥାତ ଜୁଲାଇ ୨୯ରେ ବିଶ୍ୱ ବାଘ ଦିବସ(ଇଣ୍ଟରନ୍ୟାସ୍‌ନାଲ ଟାଇଗର ଡେ) ଥିଲା ଏବଂ ଟାଇଗର ଶ୍ରଫ୍‌ ଏହି ବିଶେଷ ଦିନଟିକୁ ବିଶେଷ ରୂପେ ପାଳନ କରିଛନ୍ତି। ଟାଇଗର ଶ୍ରଫ୍‌ ଏହି ବିଶ୍ୱବାଘ ଦିବସରେ ବାଘ ସୁରକ୍ଷା ଆନ୍ଦୋଳନରେ ସାମିଲ ହୋଇଛନ୍ତି ଏବଂ ସରକାରଙ୍କୁ ଚିଠି ଲେଖି ବାଘମାନଙ୍କୁ ବଞ୍ଚାଇବା ପାଇଁ ବିଶେଷ ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି। ଟାଇଗର ଶ୍ରଫ୍‌ଙ୍କର ଏହି ଉଦ୍ୟମ ପାଇଁ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ କାମ କରୁଥିବା ସଂସ୍ଥା ପେଟା(PETA) […]

tiger

tiger

Rakesh Mallick
  • Published: Saturday, 30 July 2016
  • Updated: 30 July 2016, 08:10 PM IST

Sports

Latest News

ମୁମ୍ବାଇ: ଗତକାଲି ଅର୍ଥାତ ଜୁଲାଇ ୨୯ରେ ବିଶ୍ୱ ବାଘ ଦିବସ(ଇଣ୍ଟରନ୍ୟାସ୍‌ନାଲ ଟାଇଗର ଡେ) ଥିଲା ଏବଂ ଟାଇଗର ଶ୍ରଫ୍‌ ଏହି ବିଶେଷ ଦିନଟିକୁ ବିଶେଷ ରୂପେ ପାଳନ କରିଛନ୍ତି। ଟାଇଗର ଶ୍ରଫ୍‌ ଏହି ବିଶ୍ୱବାଘ ଦିବସରେ ବାଘ ସୁରକ୍ଷା ଆନ୍ଦୋଳନରେ ସାମିଲ ହୋଇଛନ୍ତି ଏବଂ ସରକାରଙ୍କୁ ଚିଠି ଲେଖି ବାଘମାନଙ୍କୁ ବଞ୍ଚାଇବା ପାଇଁ ବିଶେଷ ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି। ଟାଇଗର ଶ୍ରଫ୍‌ଙ୍କର ଏହି ଉଦ୍ୟମ ପାଇଁ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ କାମ କରୁଥିବା ସଂସ୍ଥା ପେଟା(PETA) ତାଙ୍କୁ ଅସଲି ଜୀବନର ‘ବାଘ’ ବୋଲି କହିଛି।

ଏହି ଅବସରରେ ଟାଇଗର ଶ୍ରଫ୍‌ କହିଛନ୍ତି, “ମୁଁ ପେଟା(PETA)ର ବନ୍ଧୁମାନଙ୍କ ସାଥିରେ ଯୋଡି ହୋଇଛି ଏବଂ ତାଙ୍କ ନେତୃତ୍ୱରେ ମୁଁ ସରକାରଙ୍କ ସହ ମିଶି ଦେଶରେ ରହିଥିବା ଜଙ୍ଗଲର ସୁରକ୍ଷା ପାଇଁ ଫୋକସ କରିବି ଜାହା ଦ୍ୱାରା ବାଘ ଏବଂ ଅନ୍ୟ ଜୀବଜନ୍ତୁ ସୁରକ୍ଷିତ ରହିପାରିବେ।

ଟାଇଗର ପୂର୍ବରୁ ମଧ୍ୟ ଚିଡିଆ ଖାନାରୁ ଏକ ବାଘ ଆଡପ୍ଟ କରିଛନ୍ତି। ସେ ବାଘଙ୍କ ପ୍ରାକୃତିକ ପରିବେଶରେ ରଖାଯିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଯେଉଁଠାରେ ସେମାନେ ସୁରକ୍ଷିତ ରହିପାରିବେ। ସେଠାରେ ସେମାନଙ୍କୁ ପର୍ଯ୍ୟାପ୍ତ ସ୍ଥାନ ମିଳିବା ଦରକାର ଯେ ସେମାନେ ଆରମରେ ବୁଲାବୁଲି କରିପାରିବେ, ନିଜ ପରିବାର ସହିତ ରହିପାରିବେ ଏବଂ ପ୍ରାକୃତିକ ପରିବେଶରେ ପ୍ରାକୃତିକ ରୂପେ ବଢିପାରିବେ।

ଟାଇଗର ଶ୍ରଫ୍‌ଙ୍କ ପୂର୍ବରୁ ତାଙ୍କ ପିତା ଜ୍ୟାକି ଶ୍ରଫ୍‌ ମଧ୍ୟ ପେଟା(PETA) ସହିତ ଯୋଡି ହୋଇଛନ୍ତି। ଏବେ ‘ଫ୍ଲାଇଙ୍ଗ ଜଟ୍ଟ’ ରେ ସୁପରହିରୋ ହୋଇଥିବା ଟାଇଗର ଅସଲି ଜୀବନରେ ସୁପରହିରୋ ହୋଇ ବାଘ ବଞ୍ଚାଇବା ପାଇଁ ମଇଦାନରେ ଓହ୍ଲାଇଛନ୍ତି। ଏହାଫଳରେ ଟାଇଗର ବିଶ୍ୱବାଘ ଦିବସରେ ପେଟା ସହିତ ମିଶି ପରିବେଶ ମନ୍ତ୍ରୀ ଅନିଲ ଦବେଙ୍କୁ ଚିଠି ଲେଖିଛନ୍ତି। ଯେଉଁଥିରେ ସେ ଅନୁରୋଧ କରିଛନ୍ତି ଯେ ବାଘର ପ୍ରାକୃତିକ ଘରକୁ ସୁରକ୍ଷା ଦିଆଯାଉ।

ଜ୍ୟାକି ଶ୍ରଫ୍‌,ଜନ୍‌ ଅବ୍ରାହମ୍‌, ଐଶ୍ଚର୍ଯ୍ୟା ରାୟ, ବିରାଟ କୋହଲି, ସୋନାକ୍ଷୀ ସିହ୍ନା, ମାଧୁରୀ ଦିକ୍ଷିତ୍‌, ରବିନା ଟଣ୍ଡନଙ୍କ ଭଳି କଳାକାର ‘ପେଟ’ ସାଥିରେ ପୂର୍ବରୁ ମିଶି ଜୀବଜନ୍ତୁ ମାନଙ୍କ ସୁରକ୍ଷା ପାଇଁ କାମ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story