ଲଣ୍ଡନ୍: ଆଜି କ୍ରିକେଟ୍ ବିଶ୍ୱକପ୍ ମ୍ୟାଚରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହାଇଭୋଲଟେଜ ମୁକାବିଲା ରହିଛି। ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବ ବୋଲି ନିଷ୍ପତ୍ତି ନେଇଛି। ଲଣ୍ଡନର କେନିଙ୍ଗଟନ ଓଭାଲରେ ଏହି ମ୍ୟାଚ ଖେଳାଯାଉଛି।
ଏଯାଏ ବିଶ୍ୱକପରେ ଅଷ୍ଟ୍ରେଲିଆ ୨ଟି ମ୍ୟାଚ୍ ଖେଳିଥିବା ବେଳେ ଭାରତ ମାତ୍ର ଗୋଟିଏ ମ୍ୟାଚ୍ ଖେଳିଛି। ଗତ ବିଶ୍ୱକପ୍ରେ ଭାରତ ଓ ଅଷ୍ଟ୍ରେଲିଆ ପରସ୍ପରକୁ ସେମି ଫାଇନାଲରେ ଭେଟିଥିଲେ। ଏଥିରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା।
ଆଜି ଅଷ୍ଟ୍ରେଲିଆ ପେସ୍ ବୋଲିଂ ଜରିଆରେ ଭାରତୀୟ ବ୍ୟାଟିଂ ଲାଇନ୍ ଅପକୁ ନିୟନ୍ତ୍ରଣରେ ରଖିବାକୁ ଲକ୍ଷ୍ୟ ରଖିଥିବା ବେଳେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ସ୍ପିନକୁ ମୁଖ୍ୟ ଅସ୍ତ୍ର କରିବ ବୋଲି କୁହାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Cricket
ବିବାଦରେ ଥିବା ପୃଥ୍ୱୀଙ୍କୁ ମୁମ୍ବାଇ କ୍ରିକେଟ ଦେଲା ନୂଆ ଦାୟିତ୍ୱ, କିନ୍ତୁ...
ପୃଥ୍ୱୀ ଶ’ଙ୍କୁ ମୁମ୍ବାଇ କ୍ରିକେଟ ଆସୋସିଏସନ(ଏମସିଏ) ପୁଣି ଗୋଟିଏ ସୁଯୋଗ ଦେଇଛି।
Cricket
୧୦ ଛକା ସହ ୫୦ ବଲରେ ଶତକ ମାରିଲେ ଶ୍ରେୟସ ଆୟର
ଆୟରଙ୍କ ବିସ୍ଫୋରକ ଇନିଂସ ଯୋଗୁ ମୁମ୍ବାଇ ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ ହରାଇ ବିଶାଳ ୩୮୨ ରନ କରିଛି।
Cricket
MCGରେ ଇଂରାଜୀ ପ୍ରଶ୍ନକୁ ଏଡ଼ାଇଲେ କି ଜାଡେଜା? ବିବାଦ ସୃଷ୍ଟି କଲା ଅଷ୍ଟ୍ରେଲିଆ ମିଡିଆ
ଏବେ ଅଷ୍ଟ୍ରେଲୀୟ ପ୍ରେସ ରବୀନ୍ଦ୍ର ଜାଡେଜାଙ୍କୁ ବିବାଦ ମଧ୍ୟକୁ ଟାଣିଛି। ମେଲବର୍ଣ୍ଣ ଷ୍ଟାଡିୟମରେ ଜାଡେଜା ଜାଣିଶୁଣି ବିଭିନ୍ନ ପ୍ରଶ୍ନର ଉତ୍ତର ଇଂରାଜୀରେ ଦେବାକୁ ମନା କରି ଦେଇଥିବା ଅଷ୍ଟ୍ରେଲିଆର ଗଣମାଧ୍ୟମ ଦାବି କରିଛି।
Cricket
ଜେଲ୍ ଯିବେ ଉଥାପ୍ପା! ଜାରି ହେଲା ଗିରଫ ଓ୍ୱାରେଣ୍ଟ
ରବିନ୍ ଉଥାପ୍ପା କର୍ମଚାରୀଙ୍କ ପ୍ରାୟ ୨୪ ଲକ୍ଷ ଟଙ୍କା ହଡ଼ପ କରି ନେଇଥିବା ଅଭିଯୋଗ ହୋଇଛି।
Cricket
ଟିମ ସହ ନ ରହି ରାତି ସାରା ବାହାରେ ମଉଜ କରୁଥିଲେ ପୃଥ୍ୱୀ ଶ’!
ସୟଦ ମୁସ୍ତାକ ଅଲୀ ଟ୍ରଫି ବେଳେ ପୃଥ୍ୱୀ ଅଭ୍ୟାସ ନ କରି କେମିତି ଏକାକୀ ରାତିରେ ବାହାରେ ରହୁଥିଲେ ଓ ସକାଳ ୬ଟାରେ ହୋଟେଲକୁ ଫେରୁଥିଲେ, ସେକଥା ମଧ୍ୟ ଅଧିକାରୀ ଜଣଙ୍କ କହିଛନ୍ତି।