ଟସ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଲଣ୍ଡନ୍: ଆଜି କ୍ରିକେଟ୍ ବିଶ୍ୱକପ୍ ମ୍ୟାଚରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହାଇଭୋଲଟେଜ ମୁକାବିଲା ରହିଛି। ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବ ବୋଲି ନିଷ୍ପତ୍ତି ନେଇଛି। ଲଣ୍ଡନର କେନିଙ୍ଗଟନ ଓଭାଲରେ ଏହି ମ୍ୟାଚ ଖେଳାଯାଉଛି। ଏଯାଏ ବିଶ୍ୱକପରେ ଅଷ୍ଟ୍ରେଲିଆ ୨ଟି ମ୍ୟାଚ୍ ଖେଳିଥିବା ବେଳେ ଭାରତ ମାତ୍ର ଗୋଟିଏ ମ୍ୟାଚ୍ ଖେଳିଛି। ଗତ ବିଶ୍ୱକପ୍‌ରେ ଭାରତ ଓ ଅ​‌ଷ୍ଟ୍ରେଲିଆ ପରସ୍ପରକୁ ସେମି ଫାଇନାଲରେ ଭେଟିଥିଲେ। ଏଥିରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା। ଆଜି ଅଷ୍ଟ୍ରେଲିଆ ପେସ୍ […]

sa-6

sa-6

Subhransu Sekhar
  • Published: Sunday, 09 June 2019
  • Updated: 09 June 2019, 04:23 PM IST

Sports

Latest News

ଲଣ୍ଡନ୍: ଆଜି କ୍ରିକେଟ୍ ବିଶ୍ୱକପ୍ ମ୍ୟାଚରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହାଇଭୋଲଟେଜ ମୁକାବିଲା ରହିଛି। ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବ ବୋଲି ନିଷ୍ପତ୍ତି ନେଇଛି। ଲଣ୍ଡନର କେନିଙ୍ଗଟନ ଓଭାଲରେ ଏହି ମ୍ୟାଚ ଖେଳାଯାଉଛି।

ଏଯାଏ ବିଶ୍ୱକପରେ ଅଷ୍ଟ୍ରେଲିଆ ୨ଟି ମ୍ୟାଚ୍ ଖେଳିଥିବା ବେଳେ ଭାରତ ମାତ୍ର ଗୋଟିଏ ମ୍ୟାଚ୍ ଖେଳିଛି। ଗତ ବିଶ୍ୱକପ୍‌ରେ ଭାରତ ଓ ଅ​‌ଷ୍ଟ୍ରେଲିଆ ପରସ୍ପରକୁ ସେମି ଫାଇନାଲରେ ଭେଟିଥିଲେ। ଏଥିରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା।

ଆଜି ଅଷ୍ଟ୍ରେଲିଆ ପେସ୍ ବୋଲିଂ ଜରିଆରେ ଭାରତୀୟ ବ୍ୟାଟିଂ ଲାଇନ୍ ଅପକୁ ନିୟନ୍ତ୍ରଣରେ ରଖିବାକୁ ଲକ୍ଷ୍ୟ ରଖିଥିବା ବେଳେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ସ୍ପିନକୁ ମୁଖ୍ୟ ଅସ୍ତ୍ର କରିବ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos