ଏ ସବୁ ସମସ୍ୟା ଥିଲେ ବ୍ୟବହାର କରନ୍ତୁ ଜାଇ ଫଳ

ଜାଇ ଫଳ ଗରମ ମସଲା ରୂପେ ବ୍ୟବହାର କରାଯାଉଥିବା ମସଲା ମଧ୍ୟରୁ ଅନ୍ୟତମ। ଏଥିରେ ଔଷଧୀୟ ଗୁଣ ଭରି ହୋଇରହିଛି। ଖାଦ୍ୟରେ ମସଲା ଭାବେ ବ୍ୟବହୃତ ହେଉଥିବା ଏହି ଫଳ ଅନେକ ରୋଗରୁ ମୁକ୍ତି ଦେଇଥାଏ। ତେବେ ଆସନ୍ତୁ ଜାଣିବା ଜାଇଫଳ ଆମ ଶରୀରର କେଉଁ ସବୁ ଉପକାର କରେ। ୧, ଖାଦ୍ୟରେ ଅରୁଚି ଲାଗୁଥିଲେ ଅବା ଭୋକ ଲାଗୁନଥିଲେ ଜାଇ ଫଳର ଛୋଟ ଖଣ୍ଡକୁ ପାଟିରେ ରଖି ଚୁଷନ୍ତୁ। ଏପରି କରିବା ଦ୍ୱାରା ହଜମ ଶକ୍ତି […]

jaiphala

jaiphala

Rakesh Mallick
  • Published: Saturday, 16 December 2017
  • Updated: 16 December 2017, 11:38 AM IST

Sports

Latest News

ଜାଇ ଫଳ ଗରମ ମସଲା ରୂପେ ବ୍ୟବହାର କରାଯାଉଥିବା ମସଲା ମଧ୍ୟରୁ ଅନ୍ୟତମ। ଏଥିରେ ଔଷଧୀୟ ଗୁଣ ଭରି ହୋଇରହିଛି। ଖାଦ୍ୟରେ ମସଲା ଭାବେ ବ୍ୟବହୃତ ହେଉଥିବା ଏହି ଫଳ ଅନେକ ରୋଗରୁ ମୁକ୍ତି ଦେଇଥାଏ। ତେବେ ଆସନ୍ତୁ ଜାଣିବା ଜାଇଫଳ ଆମ ଶରୀରର କେଉଁ ସବୁ ଉପକାର କରେ।

୧, ଖାଦ୍ୟରେ ଅରୁଚି ଲାଗୁଥିଲେ ଅବା ଭୋକ ଲାଗୁନଥିଲେ ଜାଇ ଫଳର ଛୋଟ ଖଣ୍ଡକୁ ପାଟିରେ ରଖି ଚୁଷନ୍ତୁ। ଏପରି କରିବା ଦ୍ୱାରା ହଜମ ଶକ୍ତି ବଢିବା ସହ ଭୋକ ବଢିଥାଏ।

୨. ମହୁ ସହ ଜାଇଫଳ ମିଶାଇ ଖାଇଲେ  ହୃଦୟ ସୁସ୍ଥ ରହିଥାଏ।

୩. ଦାନ୍ତ ମାଢି ଦରଜ ହେବା ପରି ସମସ୍ୟା ଭୋଗୁଥିଲେ ଜାଇଫଳକୁ ରାତି ସାରା ଭିଜାଇ ରଖି ଦରଜ ସ୍ଥାନରେ ଲଗାଇଦିଅନ୍ତୁ। କଷ୍ଟରୁ ଶୀଘ୍ର ମୁକ୍ତି ପାଇବେ।

୪. ବ୍ରଣ ଜନିତ ସମସ୍ୟା ଭୋଗୁଥିଲେ ଜାଇଫଳକୁ କ୍ଷୀରରେ ଘସି ମୁହଁରେ ଲଗାଇଦିଅନ୍ତୁ। ତ୍ୱଚାରେ ଚମକ ଆସିଯିବ।

୫. କ୍ଷୀର ସହ ଜାଇଫଳ ଗୁଣ୍ଡକୁ ମିଶାଇ ପିଇବା ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story