ପିଲା ଶେଜରେ ପରିସ୍ରା କରୁଛି କି? ଆପଣାନ୍ତୁ ଏହି ୬ଟି ଘରୋଇ ଉପାୟ

ଛୋଟ ପିଲାଙ୍କର ଏକ ମୁଖ୍ୟ ସମସ୍ୟା ହେଉଛି ସେମାନେ ଶେଜରେ ପରିସ୍ରା କରି ଦିଅନ୍ତି। ସେମାନେ ପରିସ୍ରା କରିବାର ଅନେକ କାରଣ ରହିଛି। କିଛି ପିଲା ଡରିକି ଶେଜରେ ପରିସ୍ରା କରି ଦେଉଥିବା ବେଳେ ଆଉ କିଛି ପିଲା ଅଭ୍ୟାସଗତ ଭାବେ ପରିସ୍ରା କରିଥାନ୍ତି। ସେଥିପାଇଁ ପିଲାଙ୍କୁ ଥଣ୍ଡା, ଜର ସହ ସ୍କିନ୍ ଇନ୍‌ଫେକ୍ସନ ହୋଇଥାଏ। ଯଦି ଆପଣଙ୍କ ପିଲାର ଏମିତି କିଛି ସମସ୍ୟା ଅଛି, ତେବେ ଚିନ୍ତା କରନ୍ତୁ ନାହିଁ। କିଛି ଘରୋଇ ଉପଚାର ମାଧ୍ୟମରେ […]

Bedwetting (1)

Bedwetting (1)

Rakesh Mallick
  • Published: Friday, 06 July 2018
  • Updated: 06 July 2018, 01:52 PM IST

Sports

Latest News

ଛୋଟ ପିଲାଙ୍କର ଏକ ମୁଖ୍ୟ ସମସ୍ୟା ହେଉଛି ସେମାନେ ଶେଜରେ ପରିସ୍ରା କରି ଦିଅନ୍ତି। ସେମାନେ ପରିସ୍ରା କରିବାର ଅନେକ କାରଣ ରହିଛି। କିଛି ପିଲା ଡରିକି ଶେଜରେ ପରିସ୍ରା କରି ଦେଉଥିବା ବେଳେ ଆଉ କିଛି ପିଲା ଅଭ୍ୟାସଗତ ଭାବେ ପରିସ୍ରା କରିଥାନ୍ତି। ସେଥିପାଇଁ ପିଲାଙ୍କୁ ଥଣ୍ଡା, ଜର ସହ ସ୍କିନ୍ ଇନ୍‌ଫେକ୍ସନ ହୋଇଥାଏ। ଯଦି ଆପଣଙ୍କ ପିଲାର ଏମିତି କିଛି ସମସ୍ୟା ଅଛି, ତେବେ ଚିନ୍ତା କରନ୍ତୁ ନାହିଁ। କିଛି ଘରୋଇ ଉପଚାର ମାଧ୍ୟମରେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।

୧) ଯଦି ପିଲା ଶେଜରେ ପରିସ୍ରା କରୁଛି, ତେବେ ତାକୁ ଶୋଇବାର ଦେଢ଼ ଘଣ୍ଟା ପୂର୍ବରୁ ଆଉ ପାଣି ପିଇବାକୁ ଦିଅନ୍ତୁ ନାହିଁ।

୨) ପିଲାକୁ ରାତିରେ ଦହି, ଭାତ ଏବଂ ଫଳ ଖାଇବାକୁ ଦିଅନ୍ତୁ ନାହିଁ।

୩) ପିଲାଙ୍କୁ ସାଲାଡ୍‌ରେ ଟମାଟୋ ଖାଇବାକୁ ଦିଅନ୍ତୁ ନାହିଁ।

୪) ଏମିତି ସମସ୍ୟା ଥିବା ପିଲାଙ୍କୁ ସକାଳେ ୨୦ଟି କିସ୍‌ମିସ୍‌ ଏବଂ ୫ଟି ବାଦାମ ଖାଇବାକୁ ଦିଅନ୍ତୁ।

୫) ପିଲାକୁ କ୍ଷୀରରେ ଟିକେ ଡାଲଚିନ୍‌ ପାଉଡର ମିଶାଇ ପିଇବାକୁ ଦିଅନ୍ତୁ।

୬) ଏମିତି ପିଲାଙ୍କ ନାହିର ଚାରିପଟେ ଅଲିଭ୍‌ ଅଏଲ୍‌ ମାଲିସ୍‌ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story