ଡାଏଟିଂ କଲେ କେଶ ଝଡ଼େ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଜନ କମାଇବା ପାଇଁ ଆଜିକାଲିର ଯୁବପିଢ଼ି ଡାଏଟିଂକୁ ଗୁରୁତ୍ୱ ଦେଉଛନ୍ତି। ତେବେ ଲଗାତାର ଡାଏଟିଂରେ ରହିଲେ ଧୀରେ ଧୀରେ ମୁଣ୍ଡ କେଶ ଉପୁଡ଼ିବା ଆରମ୍ଭ ହୋଇଥାଏ। ଡାଏଟ୍‌ କରୁଥିବା ଲୋକଙ୍କ କ୍ଷେତ୍ରରେ ଏହା ଏକ ସାଧାରଣ ସମସ୍ୟା। ତେବେ ଏହି ସମସ୍ୟା କାହିଁକି ଦେଖା ଦେଇଥାଏ ଓ ଏହାକୁ ନେଇ ହେୟାର୍ ଏକ୍ସପର୍ଟ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ଏକ୍ସପର୍ଟଙ୍କ କହିବା ଅନୁସାରେ ଡାଏଟିଂ କରିବା ସମୟରେ ଜଣେ ବ୍ୟକ୍ତି ଯେତିକି ଖାଦ୍ୟ […]

Untitled-1

Untitled-1

Puspanjali Panda
  • Published: Wednesday, 28 August 2019
  • Updated: 28 August 2019, 04:32 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଜନ କମାଇବା ପାଇଁ ଆଜିକାଲିର ଯୁବପିଢ଼ି ଡାଏଟିଂକୁ ଗୁରୁତ୍ୱ ଦେଉଛନ୍ତି। ତେବେ ଲଗାତାର ଡାଏଟିଂରେ ରହିଲେ ଧୀରେ ଧୀରେ ମୁଣ୍ଡ କେଶ ଉପୁଡ଼ିବା ଆରମ୍ଭ ହୋଇଥାଏ। ଡାଏଟ୍‌ କରୁଥିବା ଲୋକଙ୍କ କ୍ଷେତ୍ରରେ ଏହା ଏକ ସାଧାରଣ ସମସ୍ୟା। ତେବେ ଏହି ସମସ୍ୟା କାହିଁକି ଦେଖା ଦେଇଥାଏ ଓ ଏହାକୁ ନେଇ ହେୟାର୍ ଏକ୍ସପର୍ଟ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।

ଏକ୍ସପର୍ଟଙ୍କ କହିବା ଅନୁସାରେ ଡାଏଟିଂ କରିବା ସମୟରେ ଜଣେ ବ୍ୟକ୍ତି ଯେତିକି ଖାଦ୍ୟ ଖାଇବା ଦରକାର ତାହା ସେ ଖା’ନ୍ତି ନାହିଁ। ତେଣୁ ଶରୀରରେ ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍‌ର ଅଭାବ ପରିଲକ୍ଷିତ ହୋଇଥାଏ। ଏଥିଯୋଗୁ ମୁଣ୍ଡର କେଶ ମୂଳକୁ କମ୍ ପୋଷଣ ମିଳିଥାଏ।

ଯେତେବେଳେ ଜଣେ ଡାଏଟିଂ କରନ୍ତି, ସେତେବେଳେ ତାଙ୍କ ଶରୀରରେ ପୋଷଣର ଅଭାବ ପରିଲକ୍ଷିତ ହୋଇଥାଏ। ତେଣୁ ଶରୀରରେ ଯେତିକି ମାତ୍ରାରେ ପୋଷକ ତତ୍ତ୍ୱ ରହିଥା’ନ୍ତି, ତାହା ଶରୀର ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକୁ ଚାଲି ଯା’ନ୍ତି। କେଶକୁ ଏହାର ଲାଭ ମିଳେ ନାହିଁ।

ସେହିପରି ଡାଏଟିଂ ବେଳେ ଲୋକେ ଖାଉଥିବା ଅନେକ ଖାଦ୍ୟରେ ବାୟୋଟିନ୍‌ ଓ ଆବଶ୍ୟକୀୟ ଫ୍ୟାଟି ଏସିଡ୍‌ ନଥାଏ। ଏହି କାରଣରୁ ଡାଏଟିଂ କଲେ କେଶ ଶୁଖିଯିବା ସହିତ ଦୁର୍ବଳ ହୋଇଯାଏ। ଏହାପରେ ଅଧିକ ଅଧିକରୁ କେଶ ଝଡ଼ିବା ଆରମ୍ଭ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story