ଆପଣ ଦେଖିଥିବେ ମୃତ ବ୍ୟକ୍ତିଙ୍କର ନାକ ଓ କାନରେ ତୁଳା ଦିଆଯାଇଥାଏ। ଆପଣ ଭାବୁଥିବେ ଏମିତି କାହିଁକି ହୁଏ? ଏହାର କାରଣ କ'ଣ? ଏହା ପଛରେ ଧାର୍ମିକ ଏବଂ ବୈଜ୍ଞାନିକ କାରଣ ରହିଛି। ସେଇଟା କ'ଣ ଆସନ୍ତୁ ଜାଣିବା।
୧)ମୃତ ଶରୀରକୁ ଗାଧୋଇ ଦେବାପରେ ନାକ ଓ କାନରେ ତୁଳା ଦିଆଯାଏ ଯାହାଦ୍ୱାରା ନାକ ଓ କାନପଟେ ଯେମିତି କୌଣସି କିଟାଣୁ ଯାଇ ପାରିବ ନାହିଁ। ୨) ଏଥିସହ ମୃତ ଶରୀରରୁ ଏକ ପାଣି ଜାତୀୟ ଦ୍ରବ୍ୟ ବାହାରେ ଯାହାକୁ ରୋକିବା ପାଇଁ ନାକରେ ତୁଳା ଦିଆଯାଏ।
୩)ଧାର୍ମିକ ଗ୍ରନ୍ଥ ଅନୁଯାୟୀ ମୃତ ଶରୀରର ଖୋଲା ଅଂଶରେ ସୁନା ରଖିଲେ ଶୁଭ ହୋଇଥାଏ। ତେଣୁ କିଛି ଲୋକ କାନ ଓ ନାକରେ ସୁନା ରଖି ତୁଳା ଦିଅନ୍ତି।
୪) ମୃତ ଶରୀରରେ ସୁନା ରଖିବା ପବିତ୍ର ମଧ୍ୟ, ଏହା ଶରୀର ଓ ମନକୁ ଶାନ୍ତି ଦିଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଷ୍ଟେଜ୍-୪ କ୍ୟାନସରକୁ ହରାଇଲେ ସିଦ୍ଧୁଙ୍କ ପତ୍ନୀ, ଖାଉଥିଲେ ଏହି ସବୁ ଖାଦ୍ୟ
ବିନା ଖର୍ଚ୍ଚରେ କିଛି ପ୍ରାକୃତିକ ଖାଦ୍ୟ ଖାଇ କ୍ୟାନସରକୁ ପ୍ରତିହତ କରିଛନ୍ତି ସିଦ୍ଧୁଙ୍କ ପତ୍ନୀ।
Food
ଗଜା ମୁଗର ଫାଇଦା; ଚର୍ମକୁ କରେ ଚିକ୍କଣ, ହୃଦୟକୁ ରଖେ ସୁସ୍ଥ
ପ୍ରତିଦିନ ସକାଳେ ଗଜା ମୁଗ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ।
Food
ଗୁରୁବାରରେ ଘରେ ତିଆରି କରନ୍ତୁ ବାଦାମ ଚିକ୍କି
ଆଜି ଘରେ ଏହାକୁ ବନାନ୍ତୁ । ନିଜେ ଖାଆନ୍ତୁ ଓ ଘର ପରିବାର ଲୋକଙ୍କୁ ପରଷନ୍ତୁ।
Health
ବାୟୁ ପ୍ରଦୂଷଣ କରିପାରେ ଏହି ସବୁ ଜଟିଳ ରୋଗ
ପ୍ରଦୂଷିତ ବାୟୁ ଅଞ୍ଚଳରେ ରହିବା ଦ୍ୱାରା କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟା ହୁଏ, ଜାଣନ୍ତୁ...