ମାଆ ଆସି ସାରିଛନ୍ତି। ସେ ଆସିବା ଆଗରୁ ସଙ୍କେତ ଦେଇ ସାରିଥିଲେ। ପରିବେଶରେ, ପ୍ରକୃତିରେ। ତାଙ୍କ ଆଗମନରେ ଆପ୍ଲୁତ ସାରା ବିଶ୍ବ। ସବୁଠି ଏବେ ତାଙ୍କରି ବନ୍ଦନା। ତାଙ୍କ ପାଇଁ ସବୁଠି ସାଜସଜ୍ଜା। ଅପେକ୍ଷା କରିଥିବା ଭକ୍ତମାନଙ୍କ ଆଖି ଆନନ୍ଦରେ ଛଳଛଳ। ମାଆଙ୍କ ଆଗମନକୁ ନେଇ ଏଇ କବିତା ଲେଖିଛନ୍ତି ଲାବଣ୍ୟ ନାୟକ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।