ହେନ୍ତାଳବଣ ଦେବ ବାତ୍ୟାରୁ ସୁରକ୍ଷା; ମୁଖ୍ୟ ଶାସନ ସଚିବ

ଉପକୂଳ ଅଞ୍ଚଳରେ ହେନ୍ତାଳବଣ ଘୂର୍ଣ୍ଣିବାତ୍ୟା ବିପକ୍ଷରେ ପ୍ରାକୃତିକ ସୁରକ୍ଷା ପ୍ରାଚୀର ଭାବେ କାର୍ଯ୍ୟ କରୁଛି।

Hental forest

representation image

Tapaswini Nayak
  • Published: Thursday, 12 October 2023
  • Updated: 12 October 2023, 08:05 AM IST

Sports

Latest News

ବାତ୍ୟାରୁ ସୁରକ୍ଷା ଦେବ ହେନ୍ତାଳବଣ ଓ ବଜ୍ରପାତରୁ ବଞ୍ଚାଇବ ତାଳଗଛ। ବିପର୍ଯ୍ୟୟ ପରିଚାଳନା ପାଇଁ ଗଠିତ ଷ୍ଟେଟ୍ ଏକ୍ଜିକ୍ୟୁଟିଭ କମିଟିର ତୃତୀୟ ବୈଠକରେ ଏହି ଦିଗରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା।

ସେ କହିଛନ୍ତି ଯେ, ଉପକୂଳ ଅଞ୍ଚଳରେ ହେନ୍ତାଳବଣ ଘୂର୍ଣ୍ଣିବାତ୍ୟା ବିପକ୍ଷରେ ପ୍ରାକୃତିକ ସୁରକ୍ଷା ପ୍ରାଚୀର ଭାବେ କାର୍ଯ୍ୟ କରୁଛି। ସେଥିପାଇଁ ଘଞ୍ଚ ହେନ୍ତାଳ ଜଙ୍ଗଲ ସୃଷ୍ଟି କରିବାକୁ କୃଷି ଓ ଜଙ୍ଗଲ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବଜ୍ରପାତରେ ହେଉଥିବା ମୃତ୍ୟୁକୁ ରୋକିବା ପାଇଁ ବ୍ୟାପକ ତାଳଗଛ ରୋପଣ ଅଭିଯାନ ଆରମ୍ଭ କରିବାକୁ ପରାମର୍ଶ ଦେଇଛନ୍ତି।

Also Read

ରାଜ୍ୟର ସବୁ ଅଞ୍ଚଳ, ଖାସ୍ କରି ବଜ୍ରପାତ ପ୍ରବଣ ଅଞ୍ଚଳରେ ଅଧିକରୁ ଅଧିକ ତାଳ ଗଛ ଲଗାଇବାକୁ କୃଷି ଏବଂ ଜଙ୍ଗଲ ଓ ପରିବେଶ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ସତର୍କ ଆପ୍ ଜରିଆରେ ବଜ୍ରପାତର ଆଗୁଆ ତଥା ସତର୍କ ସୂଚନା ଦେବାକୁ ପ୍ରସ୍ତାବ ଦେଇଛି ଓସଡମା। ବାର୍ଷିକ ୫୦ ଲକ୍ଷ ଟଙ୍କା ବ୍ୟୟରେ ଆର୍ଥ ନେଟୱର୍କ ଓ ପୁନେ ସ୍ଥିତ ଆଇଟିଏମ୍ ସହଯୋଗରେ ଏହି ଆପ୍ କାର୍ଯ୍ୟକାରୀ ହେବ ବୋଲି ପ୍ରସ୍ତାବ ଦିଆଯାଇଛି।

କେବଳ ଏତିକି ନୁହେଁ, ୬ଟି ଉପକୂଳ ଜିଲ୍ଲାର ୨୪ଟି ଚିହ୍ନଟ ସୁନାମି ପ୍ରବଣ ଗାଁରେ ଇଣ୍ଡିଆନ୍ ଓସେନ୍ ସୁନାମୀ ରେଡି ପ୍ରୋଗ୍ରାମ୍ ବା IOTR
କାର୍ଯ୍ୟକାରୀ କରିବାକୁ ମଧ୍ୟ ପ୍ରାୟ ୧୩ ଲକ୍ଷ ୨୧ ହଜାର ଟଙ୍କାର ଏକ ପ୍ରସ୍ତାବ ଓସଡମା ପକ୍ଷରୁ ଦିଆଯାଇଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story