ନୂଆଦିଲ୍ଲୀ: ଆଜି ଥିଲା ପୂର୍ବତନ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂହଙ୍କ ଜନ୍ମ ବାର୍ଷିକୀ। ଏହି ଅବସରରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ରାଷ୍ଟ୍ରପତିଙ୍କ ସହିତ ରାଷ୍ଟ୍ରପତି ଭବନର ସମସ୍ତ ଅଧିକାରୀ ଓ କର୍ମଚାରୀ ମଧ୍ୟ ଦରବାର ହଲରେ ପୂର୍ବତନ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂହଙ୍କ ଏକ ଫଟୋରେ ପୁଷ୍ପ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
୧୯୧୬ ମସିହା ମେ’୫ ତାରିଖରେ ଅବିଭାଜିତ ଭାରତର ପଞ୍ଜାବ ସ୍ଥିତ ସାନ୍ଧୱାନଠାରେ ସେ ଜନ୍ମଗ୍ରହଣ କରିଥିଲେ। ୧୯୮୨ରୁ ୧୯୮୭ ପର୍ଯ୍ୟନ୍ତ ସେ ଦେଶର ରାଷ୍ଟ୍ରପତି ଥିଲେ। ୧୯୯୪ ଡିସେମ୍ବର ୨୫ରେ ତାଙ୍କର ନିଧନ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
ଉପ ମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ପାଇଁ JEE(ମେନ୍ସ)ରୁ ବଞ୍ଚିତ ହେଲେ କି ୨୦ରୁ ଅଧିକ ଶିକ୍ଷାର୍ଥୀ!
ପବନ କଲ୍ୟାଣଙ୍କ ଜନ ସେନା ପାର୍ଟି ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଓ ବିଜେପି ସହ ମିଶି ଆନ୍ଧ୍ରରେ ସରକାର ଗଠନ କରିଛି।

National
ୱାମ୍! ଭାରତର ମାଙ୍ଗା ଏବଂ ଆନିମି ବିପ୍ଳବ
ମାଙ୍ଗା ହେଉଛି କେବଳ ଏକ ପ୍ରକାର କମିକ୍ ବହି କିମ୍ବା ଗ୍ରାଫିକ୍ ଉପନ୍ୟାସ ଯାହା ଜାପାନରେ ଆରମ୍ଭ ହୋଇଥିଲା। ଏହା ଆପଣ ପଢ଼ି ପାରୁଥିବା କମିକ୍ସ ପରି, କିନ୍ତୁ ଏଥିରେ ସମସ୍ତ ପ୍ରକାରର କାହାଣୀ, ସାହସିକ କାହାଣୀ, ପ୍ରେମ କାହାଣୀ, ଭୟଙ୍କର କାହାଣୀ କିମ୍ବା ଯାଦୁକରୀ କଳ୍ପନା ଅନ୍ତର୍ଭୁକ୍ତ ଥାଏ।

National
ପୁଣି ମହଙ୍ଗା ମାଡ଼: କେତେ ବଢ଼ିଲା ଏଲପିଜି ସିଲିଣ୍ଡର ଦାମ?
ଗତ ସପ୍ତାହରେ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ଦାମ ୪୧ ଟଙ୍କା ହ୍ରାସ ପାଇଥିଲା। କିନ୍ତୁ ଏବେ ରନ୍ଧନ ଗ୍ୟାସର ଦାମ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି।

Business
କିଛି ସେକେଣ୍ଡରେ ୨୦ ଲକ୍ଷ କୋଟି ସ୍ୱାହା, ଶେୟାର ବଜାରରେ ହାହାକାର: କାହିଁକି ଏମିତି ହେଉଛି?
୧୦ ମାସ ମଧ୍ୟରେ ଶେୟାର ମାର୍କେଟରେ କେବେ ବି ଏପରି କ୍ଷତି ଘଟଇ ନଥିଲା। ସେନସେକ୍ସ ଓ ନିଫ୍ଟୀ ହ୍ରାସ ପାଇବା ଯୋଗୁ ନିବେଶକମାନେ ଲକ୍ଷାଧିକ କୋଟିର କ୍ଷତି ସହିବାରେ ଲାଗିଛନ୍ତି।

National
ଘୃଣାର ପ୍ରଚାର ଭିତରେ ଏବେ ବି ରହିଛି ଭାଇଚାରା!
ଧାର୍ମିକ ଭାଇଚାରା ବଦଳରେ ସେମାନେ ଧାର୍ମିକ ଘୃଣା ବା ହିଂସା ଖବରକୁ ଗୁରୁତ୍ୱ ଦେଉଛନ୍ତି। ବାରମ୍ବାର ଏପରି ଖବର ଗୋଟିଏ ଧର୍ମର ଲୋକଙ୍କ ମନରେ ଆଉ ଗୋଟିଏ ଧର୍ମର ଲୋକଙ୍କ ପ୍ରତି ସନ୍ଦେହ ସୃଷ୍ଟି କରୁଛି।