ଝାଡ଼ଖଣ୍ଡରେ କୋଇଲା ଖଣି ଧସିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି

ରାଞ୍ଚି: ଝାଡ଼ଖଣ୍ଡ କୋଇଲା ଖଣି ଧସିବା ଘଟଣାରେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୧୮ଜଣ ଶ୍ରମିକଙ୍କ ମୃତହେହ ଉଦ୍ଧାର କରାଯାଇଛି। ଖଣି ଭିତରେ ଏବେ ବି ଅନେକ ଶ୍ରମିକ ଫସି ରହିଛନ୍ତି। ପୋଲିସ୍‌, ଅଗ୍ନଶମ ବାହିନୀ ଓ ଏନ୍‌ଡିଆରଏଫ୍‌ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ମୃତ ଶ୍ରମିକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତ ଶ୍ରମିକଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଗତ ଗୁରୁବାର ରାତିରେ […]

chhatisgarh

chhatisgarh

Rakesh Mallick
  • Published: Monday, 02 January 2017
  • Updated: 02 January 2017, 11:56 AM IST

Sports

Latest News

ରାଞ୍ଚି: ଝାଡ଼ଖଣ୍ଡ କୋଇଲା ଖଣି ଧସିବା ଘଟଣାରେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୧୮ଜଣ ଶ୍ରମିକଙ୍କ ମୃତହେହ ଉଦ୍ଧାର କରାଯାଇଛି। ଖଣି ଭିତରେ ଏବେ ବି ଅନେକ ଶ୍ରମିକ ଫସି ରହିଛନ୍ତି। ପୋଲିସ୍‌, ଅଗ୍ନଶମ ବାହିନୀ ଓ ଏନ୍‌ଡିଆରଏଫ୍‌ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ମୃତ ଶ୍ରମିକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତ ଶ୍ରମିକଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ଗତ ଗୁରୁବାର ରାତିରେ ଗୋଡ୍ଡା ଜିଲ୍ଲା ଲାଲ ମାଟିଆ ଅଞ୍ଚଳରେ ଥିବା ଖଣିରେ ଏହି ଅଘଟଣ ଘଟିଥିଲା। ମୃତକଙ୍କ ମଧ୍ୟରେ କେହି ଓଡ଼ିଆ ଶ୍ରମିକ ଅଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story