ନେପାଳ: ୬ଟି ଗାଁରେ ଭୂ-ସ୍ଖଳନ, ୧୫ ମୃତ

କାଠମାଣ୍ଡୁ: ନେପାଳର ପିଛା ଛାଡୁନାହିଁ ପ୍ରାକୃତିକ ବିତ୍ପାତ। ଆଜି ପୁଣି ପ୍ରକୃତି ନେପାଳ ବାସୀଙ୍କ ଉପରେ ଦାଉ ସାଜିଛି। ଗୁରୁବାର ସକାଳୁ ନେପାଳର ତାପେଲଜଙ୍ଗ ଜିଲ୍ଲାର ୬ଟି ଗାଁରେ ଭୂ-ସ୍ଖଳନ ହୋଇଛି। ଏଥିରେ ୧୫ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ବହୁ ଗ୍ରାମବାସୀ ଆହତ ହୋଇଛନ୍ତି । ବର୍ଷା ଯୋଗୁଁ ନେପାଳ ସରକାରଙ୍କ ପକ୍ଷରୁ କରାଯାଉଥିବା ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି ବୋଲି ତାପେଲଜଙ୍ଗ ଜିଲ୍ଲା ମୁଖ୍ୟ ଅଧିକାରୀ ସୁରେନ୍ଦ୍ର ଭଟ୍ଟାରାୟ ସୂଚନା ଦେଇଛନ୍ତି। ଭୂ-ସ୍ଖଳନ ହୋଇଥିବା ୬ଟି […]

nepal

nepal

Rakesh Mallick
  • Published: Thursday, 11 June 2015
  • Updated: 04 May 2017, 03:45 PM IST

Sports

Latest News

କାଠମାଣ୍ଡୁ: ନେପାଳର ପିଛା ଛାଡୁନାହିଁ ପ୍ରାକୃତିକ ବିତ୍ପାତ। ଆଜି ପୁଣି ପ୍ରକୃତି ନେପାଳ ବାସୀଙ୍କ ଉପରେ ଦାଉ ସାଜିଛି। ଗୁରୁବାର ସକାଳୁ ନେପାଳର ତାପେଲଜଙ୍ଗ ଜିଲ୍ଲାର ୬ଟି ଗାଁରେ ଭୂ-ସ୍ଖଳନ ହୋଇଛି। ଏଥିରେ ୧୫ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ବହୁ ଗ୍ରାମବାସୀ ଆହତ ହୋଇଛନ୍ତି । ବର୍ଷା ଯୋଗୁଁ ନେପାଳ ସରକାରଙ୍କ ପକ୍ଷରୁ କରାଯାଉଥିବା ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି ବୋଲି ତାପେଲଜଙ୍ଗ ଜିଲ୍ଲା ମୁଖ୍ୟ ଅଧିକାରୀ ସୁରେନ୍ଦ୍ର ଭଟ୍ଟାରାୟ ସୂଚନା ଦେଇଛନ୍ତି। ଭୂ-ସ୍ଖଳନ ହୋଇଥିବା ୬ଟି ଗାଁରେ ୧୨ରୁ ଅଧିକ ଘର ଭାଙ୍ଗି ଯାଇଛି। ଭାଙ୍ଗିପଡିଥିବା ଘର ଭିତରେ କିଛି ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ନେପାଳରେ ଏହି ପ୍ରାକୃତିକ ବିତ୍ପାତ ଯୋଗୁଁ ବହୁ ଗ୍ରାମର ମୁଖ୍ୟରାସ୍ତା ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ୨୫ରୁ ମେ’ ୧୨ ମଧ୍ୟରେ ବହୁ ଥର ହୋଇଥିବା ଭୂମିକମ୍ପରେ ନେପାଳରେ ୮ହଜାରରୁ ଅଧିକ ଲୋକ ମୃତ୍ୟୁ ଘଟିଥିବାବେଳେ ୨୨ହଜାରରୁ ଅଧିକ ଲୋକ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ ନେପାଳରେ ମୌସୁମୀ ବର୍ଷା ୪ଦିନ ହେଲା ଆରମ୍ଭ ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ସରକାରୀ ଭାବେ କୁହାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story