ବିହାର: ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଝିଙ୍କୁ ଆମ୍ୱ, ଲିଚୁ ତୋଳିବା ମନା

ବିହାର: ବିହାର ସରକାର ପାଟଣା ଏକଅର୍ଣ୍ଣ ମାର୍ଗ ସ୍ଥିତ ମୁଖ୍ୟମନ୍ତ୍ରୀ ଆବାଶରେ ରହୁଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଝିଙ୍କ ଉପରେ ସେଠାରେ ଥିବା ଆମ୍ବ ଓ ଲିଚୁ ଖାଇବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏଥିପାଇଁ ୨୪ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ମାଝୀ ଅଭିଯୋଗ କରିଛନ୍ତି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନିତିଶ କୁମାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ମାଝୀଙ୍କ ମଧ୍ୟରେ ନୂଆ ବିବାଦ ଆରମ୍ଭ ହୋଇଛି । ମାଝୀ ଗତ […]

manjhimangoes

manjhimangoes

Rakesh Mallick
  • Published: Friday, 05 June 2015
  • Updated: 05 June 2015, 04:19 AM IST

Sports

Latest News

ବିହାର: ବିହାର ସରକାର ପାଟଣା ଏକଅର୍ଣ୍ଣ ମାର୍ଗ ସ୍ଥିତ ମୁଖ୍ୟମନ୍ତ୍ରୀ ଆବାଶରେ ରହୁଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଝିଙ୍କ ଉପରେ ସେଠାରେ ଥିବା ଆମ୍ବ ଓ ଲିଚୁ ଖାଇବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏଥିପାଇଁ ୨୪ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ମାଝୀ ଅଭିଯୋଗ କରିଛନ୍ତି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନିତିଶ କୁମାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ମାଝୀଙ୍କ ମଧ୍ୟରେ ନୂଆ ବିବାଦ ଆରମ୍ଭ ହୋଇଛି । ମାଝୀ ଗତ ଫେବୃୟାରୀରେ ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବା ପରେ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ବାସଭବନରେ ରହୁଛନ୍ତି । ଫଳରେ ନିତିଶଙ୍କୁ ୭ ସକୁର୍ଲାର ରୋଡ ସ୍ଥିତ ଏକ ସରକାରୀ ବାସଭବନରେ ରହିବାକୁ ପଡୁଛି । ହିନ୍ଦୁସ୍ଥାନ ଅୱାମୀ ମୋର୍ଚ୍ଚା (ହମ) ନେତା ଜିତନ ରାମ ମାଝି ଅଭିଯୋଗ କରିଛନ୍ତି ଯେ, ସେ ଏବଂ ତାଙ୍କ ପରିବାର ବର୍ତ୍ତମାନ ରହୁଥିବା ବାସଭବନ ବଗିଚାରେ ଫଳୁଥିବା ଆମ୍ବ, ଲିଜୁ ଓ ପରିବା ନ ତୋଳି ପାରିବେ ସେଥିଲାଗି ୨୪ଜଣ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି । ନିତିଶ ଜନତାଙ୍କ ଅପେକ୍ଷା ଫଳ ଓ ପରିବାର ଚିନ୍ତା କରୁଛନ୍ତି । ଜଣେ ଦଳିତ ବ୍ୟକ୍ତି ଯେପରି ଫଳ ଖାଇବାର ମଜ୍ଜା ନେଇ ନ ପାରେ ସେଥିଲାଗି ନିତିଶ ଏପରି ପ୍ରତିବନ୍ଧକ ଲଗାଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ବିହାରର ପୂର୍ବ ଉପମୁଖ୍ୟମନ୍ତ୍ରୀ ସୁଶିଲ କୁମାର ମୋଦି ଏହା ନିତିଶଙ୍କ ବିରୋଧରେ ସ୍ୱର ଉଠାଇଥିବା ଜଣେ ଦଳିତ ନେତଙ୍କ ପ୍ରତି ଅପମାନ ବୋଲି କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story