ସନାରେ ମିଳିତ ସେନାର ଆକ୍ରମଣ, ୪୦ ମୃତ

ସନା: ୟେମନରେ ଚାଲିଥିବା ବିଦ୍ରୋହ ବିରୋଧରେ ସାଉଦୀ ଆରବ ନେତୃତ୍ୱରେ କରାଯାଇଥିବା ଆକ୍ରମଣରେ ୪୦ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଏକ ରିପୋର୍ଟ ଅନୁସାରେ, ସାଉଦୀ ଆରବ ନେତୃତ୍ୱରେ ମିଳିତ ସେନା ଅଲ-ହୁଦୟଦା ସହରରେ ବିଦ୍ରୋହୀ ଥିବା ନେଇ ସୂଚନା ପାଇ ଆକ୍ରମଣ କରାଯାଇଥିଲା । ଆକ୍ରମଣରେ ୟେମନ ନୌସେନାର ଏକ ତୋପ ନଷ୍ଟ ହୋଇଯାଇଥିବା ବେଳେ ଆଉ ଗୋଟେ କ୍ଷତିଗ୍ରସ୍ତ ହୋଇଛି । ତେବେ ଭୁଲ୍ ବଶତଃ ଅଲ- ହୁଦୟଦାର ଚିକିତ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଆକ୍ରମଣ […]

40 killed

40 killed

Rakesh Mallick
  • Published: Thursday, 28 May 2015
  • Updated: 04 May 2017, 03:45 PM IST

Sports

Latest News

ସନା: ୟେମନରେ ଚାଲିଥିବା ବିଦ୍ରୋହ ବିରୋଧରେ ସାଉଦୀ ଆରବ ନେତୃତ୍ୱରେ କରାଯାଇଥିବା ଆକ୍ରମଣରେ ୪୦ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଏକ ରିପୋର୍ଟ ଅନୁସାରେ, ସାଉଦୀ ଆରବ ନେତୃତ୍ୱରେ ମିଳିତ ସେନା ଅଲ-ହୁଦୟଦା ସହରରେ ବିଦ୍ରୋହୀ ଥିବା ନେଇ ସୂଚନା ପାଇ ଆକ୍ରମଣ କରାଯାଇଥିଲା । ଆକ୍ରମଣରେ ୟେମନ ନୌସେନାର ଏକ ତୋପ ନଷ୍ଟ ହୋଇଯାଇଥିବା ବେଳେ ଆଉ ଗୋଟେ କ୍ଷତିଗ୍ରସ୍ତ ହୋଇଛି ।

ତେବେ ଭୁଲ୍ ବଶତଃ ଅଲ- ହୁଦୟଦାର ଚିକିତ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଆକ୍ରମଣ କରାଯିବାରୁ ୪ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story