୯ ବର୍ଷରେ ଲାଇବ୍ରେରୀୟାନ ହେଲେ ମୁସ୍କାନ

ନୂଆଦିଲ୍ଲୀ: ଭୋପାଲର ଝିଅ ମୁସ୍କାନ, ବୟସ ୯ ବର୍ଷ। ତୃତୀୟ ଶ୍ରେଣୀରେ ପଢୁଛନ୍ତି। ବସ୍ତିରେ ରହୁଥିବା ଛୋଟ ପିଲାଙ୍କ ପାଇଁ ସେ ଖୋଲିଛନ୍ତି ଏକ ଲାଇବ୍ରେରୀ। ଏହାର ନାଁ ଦେଇଛନ୍ତି ‘ବାଲ୍‌ ପୁସ୍ତକାଳୟ’। ଲାଇବ୍ରାରୀ ଖୋଲିବାକୁ ଯେଉଁଠି ବରିଷ୍ଠ ନାଗରିକମାନେ ଉଦ୍ୟମ କରି ବିଫଳ ହୋଇଯାଇଥାନ୍ତି ସେଠାରେ ଜଣେ ଛୋଟ ପିଲା ଏହା କରି ଦେଖାଇବା ଆଶ୍ଚର୍ଯ୍ୟରେ ବିଷୟ ବୋଲି କୁହାଯାଉଛି। ଏହା ସ୍ପଷ୍ଟ ହୋଇ ନ ଥିଲେ ବି ମୁସ୍କାନ ଭାରତର ସବୁଠାରୁ କମ୍ ବର୍ଷର […]

library

library

Rakesh Mallick
  • Published: Thursday, 17 March 2016
  • Updated: 17 March 2016, 08:41 AM IST

Sports

Latest News

ନୂଆଦିଲ୍ଲୀ: ଭୋପାଲର ଝିଅ ମୁସ୍କାନ, ବୟସ ୯ ବର୍ଷ। ତୃତୀୟ ଶ୍ରେଣୀରେ ପଢୁଛନ୍ତି। ବସ୍ତିରେ ରହୁଥିବା ଛୋଟ ପିଲାଙ୍କ ପାଇଁ ସେ ଖୋଲିଛନ୍ତି ଏକ ଲାଇବ୍ରେରୀ। ଏହାର ନାଁ ଦେଇଛନ୍ତି ‘ବାଲ୍‌ ପୁସ୍ତକାଳୟ’। ଲାଇବ୍ରାରୀ ଖୋଲିବାକୁ ଯେଉଁଠି ବରିଷ୍ଠ ନାଗରିକମାନେ ଉଦ୍ୟମ କରି ବିଫଳ ହୋଇଯାଇଥାନ୍ତି ସେଠାରେ ଜଣେ ଛୋଟ ପିଲା ଏହା କରି ଦେଖାଇବା ଆଶ୍ଚର୍ଯ୍ୟରେ ବିଷୟ ବୋଲି କୁହାଯାଉଛି। ଏହା ସ୍ପଷ୍ଟ ହୋଇ ନ ଥିଲେ ବି ମୁସ୍କାନ ଭାରତର ସବୁଠାରୁ କମ୍ ବର୍ଷର ଲାଇବ୍ରେରୀୟାନ ବୋଲି ଆଲୋଚନା ହେଉଛି।

ମୁସ୍କାନ ୪ଟାରେ ସ୍କୁଲରୁ ଆସିବା ପରେ ନିଜ ଘର ବାହାରେ ତାଙ୍କ ବାଲ୍‌ ପୁସ୍ତକାଳୟ ଖୋଲିଥାନ୍ତି। ଆଉ ଏଠାରେ ପଢିବାକୁ ପିଲାମାନଙ୍କ ଭିଡ଼ ଜମିଥାଏ।

ଗତବର୍ଷ ଷ୍ଟେଟ୍ ଏଜୁକେସନ ବୋର୍ଡ ପକ୍ଷରୁ ମୁସ୍କାନଙ୍କୁ ୨୫ଟି ପୁସ୍ତକ ଦିଆଯାଇଥିଲା। ବର୍ତ୍ତମାନ ଏହା ବଢ଼ି ୧୧୯ରେ ପହଞ୍ଚିଛି।

ରାଜ୍ୟ ଶିକ୍ଷା କେନ୍ଦ୍ର ମୁସ୍କାନଙ୍କୁ ଉକ୍ତ ପୁସ୍ତକାଳୟ ସମ୍ଭାଳିବାକୁ ଅନୁମତି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story