ଦୁଇଟି ଟ୍ରକ୍‌ ମଝିରେ ଚାପି ହୋଇଗଲା କାର: ଚାଲିଗଲା ଗୋଟିଏ ପରିବାରର ୧୦ ଜୀବନ

କଚ୍ଛ: ଗୁଜରାଟର କଚ୍ଛ ଜିଲ୍ଲାରେ ଭଚଉ ନିକଟରେ ରବିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏକ କାର ଦୁଇଟି ଟ୍ରକ୍‌ ମଧ୍ୟରେ ଚାପି ହୋଇଯିବା କାରଣରୁ ଏହି ଦୁଃଖଦ ଘଟଣା ଘଟିଛି।  ଗତକାଲି ସନ୍ଧ୍ୟାରେ ଏକ USVରେ ଗୋଟିଏ ପରିବାରର ୧୧ ଜଣ ଲୋକ ଭଚଉ ହାଇୱେରେ ଯାଉଥିଲେ। ଅନ୍ୟ ଏକ ଲେନ୍‌ରେ ଯାଉଥିବା ଏକ ଲୁଣ ବୋଝେଇ ଟ୍ରେଲର୍‌ ଡିଭାଇଡର ଡେଇଁ ସେମାନଙ୍କ କାରକୁ ଧକ୍କା […]

car-accident

car-accident

Rakesh Mallick
  • Published: Monday, 31 December 2018
  • Updated: 31 December 2018, 01:04 PM IST

Sports

Latest News

କଚ୍ଛ: ଗୁଜରାଟର କଚ୍ଛ ଜିଲ୍ଲାରେ ଭଚଉ ନିକଟରେ ରବିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏକ କାର ଦୁଇଟି ଟ୍ରକ୍‌ ମଧ୍ୟରେ ଚାପି ହୋଇଯିବା କାରଣରୁ ଏହି ଦୁଃଖଦ ଘଟଣା ଘଟିଛି।

 ଗତକାଲି ସନ୍ଧ୍ୟାରେ ଏକ USVରେ ଗୋଟିଏ ପରିବାରର ୧୧ ଜଣ ଲୋକ ଭଚଉ ହାଇୱେରେ ଯାଉଥିଲେ। ଅନ୍ୟ ଏକ ଲେନ୍‌ରେ ଯାଉଥିବା ଏକ ଲୁଣ ବୋଝେଇ ଟ୍ରେଲର୍‌ ଡିଭାଇଡର ଡେଇଁ ସେମାନଙ୍କ କାରକୁ ଧକ୍କା ଦେଇଥିଲା। ଏହି ସମୟରେ ପଛରେ ଥିବା ଆଉ ଏକ ଟ୍ରେଲର୍‌ ଆସି ସେମାନଙ୍କ କାରକୁ ଚାପି ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହେଁ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା।

 ମୃତକମାନେ ନିଜ ଘର ଭୁଜ୍‌କୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

 ମୃତକଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story