କରୋନା ଲଢ଼େଇରେ ବିଜୟୀ ହେଲେ ଶତାୟୁ ମହିଳା

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଅନ୍ୟପଟେ ଅନ୍ୟ ପଟେ ବହୁ ସଂଖ୍ୟାର ଲୋକ ଆରୋଗ୍ୟ ମଧ୍ୟ ହେଉଛନ୍ତି। ଏହାରି ଭିତରେ ମହାରାଷ୍ଟ୍ରର ଜଣେ 106 ବର୍ଷୀୟ ବୃଦ୍ଧା କରୋନା ଲଢ଼େଇରେ ବିଜୟୀ ହୋଇଛନ୍ତି। ଯଦିଓ ବୟସ୍କ ଲୋକଙ୍କ ପ୍ରତି ଏହି ମହାମାରୀର ପ୍ରକୋପ ରହିଛି ତଥାପି ଏହି ବୃଦ୍ଧା ଘାତକ କରୋନାକୁ ମାତ୍ ଦେଇଛନ୍ତି। Maharashtra: A 106-year-old woman Anandibai Patil discharged today after recovery from […]

ANANDI BAI PATIL COVID

ANANDI BAI PATIL COVID

Subhransu Sekhar
  • Published: Sunday, 20 September 2020
  • Updated: 20 September 2020, 04:43 PM IST

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଅନ୍ୟପଟେ ଅନ୍ୟ ପଟେ ବହୁ ସଂଖ୍ୟାର ଲୋକ ଆରୋଗ୍ୟ ମଧ୍ୟ ହେଉଛନ୍ତି। ଏହାରି ଭିତରେ ମହାରାଷ୍ଟ୍ରର ଜଣେ 106 ବର୍ଷୀୟ ବୃଦ୍ଧା କରୋନା ଲଢ଼େଇରେ ବିଜୟୀ ହୋଇଛନ୍ତି। ଯଦିଓ ବୟସ୍କ ଲୋକଙ୍କ ପ୍ରତି ଏହି ମହାମାରୀର ପ୍ରକୋପ ରହିଛି ତଥାପି ଏହି ବୃଦ୍ଧା ଘାତକ କରୋନାକୁ ମାତ୍ ଦେଇଛନ୍ତି।

https://twitter.com/ANI/status/1307585114403078144

କରୋନା ମହାମାରୀକୁ ହରାଇବା ପରେ ବୃଦ୍ଧା ଆନନ୍ଦିବାଇ ପାଟିଲ ହସ ହସ ମୁହଁରେ ଘରକୁ ଫେରିଛନ୍ତି। ସେ ମହାରାଷ୍ଟ୍ରର ସାଭାରାମ କଲ୍ୟାଣ-ଡୋମ୍ବିଭଲି ମହାପାଲିକାର କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆନନ୍ଦିବାଇ ଆରୋଗ୍ୟ ହେବା ପରେ ଅନେକ ଲୋକ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ତାଙ୍କର ଆରୋଗ୍ୟ କାମନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos