ସିଏଏ ସମର୍ଥନରେ ବିବୃତି ଜାରି କଲେ ୧୧୦୦ ବୁଦ୍ଧିଜୀବୀ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ୨୦୧୯ (ସିଏଏ)କୁ ନେଇ ବିଭିନ୍ନ ସ୍ଥାନରେ ବିରୋଧ ପରେ ବର୍ତ୍ତମାନ ଭିନ୍ନ ଚିତ୍ର ଆସିବାରେ ଲାଗିଛି। ଏହି ଆଇନକୁ ନେଇ ବିରୋଧ ପ୍ରଥମେ ଆସାମରୁ ଆରମ୍ଭ ହୋଇଥିଲା। ଗତକାଲି ଏହି ରାଜ୍ୟରେ ହିଁ ସିଏଏ ସପକ୍ଷରେ ରାଲି ଆୟୋଜିତ ହୋଇଥିଲା। ଆଉ ଆଜି ୧୧୦୦ ବୁଦ୍ଧିଜୀବୀ ଏହି ଆଇନ ସମର୍ଥନରେ ମିଳିତ ବିବୃତି ଜାରି କରିଛନ୍ତି। ଏଥିରେ ସମସ୍ତଙ୍କ ସ୍ୱାକ୍ଷର ରହିଥିବାବେଳେ ବିବୃତିରେ ଏହି ଆଇନ ପାଇଁ ସଂସଦକୁ ଅଭିନନ୍ଦନ ଜଣାଇଛନ୍ତି। […]

Modi

Modi

Subrat Kumar Nayak
  • Published: Saturday, 21 December 2019
  • Updated: 21 December 2019, 04:43 PM IST

Sports

Latest News

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ୨୦୧୯ (ସିଏଏ)କୁ ନେଇ ବିଭିନ୍ନ ସ୍ଥାନରେ ବିରୋଧ ପରେ ବର୍ତ୍ତମାନ ଭିନ୍ନ ଚିତ୍ର ଆସିବାରେ ଲାଗିଛି। ଏହି ଆଇନକୁ ନେଇ ବିରୋଧ ପ୍ରଥମେ ଆସାମରୁ ଆରମ୍ଭ ହୋଇଥିଲା। ଗତକାଲି ଏହି ରାଜ୍ୟରେ ହିଁ ସିଏଏ ସପକ୍ଷରେ ରାଲି ଆୟୋଜିତ ହୋଇଥିଲା। ଆଉ ଆଜି ୧୧୦୦ ବୁଦ୍ଧିଜୀବୀ ଏହି ଆଇନ ସମର୍ଥନରେ ମିଳିତ ବିବୃତି ଜାରି କରିଛନ୍ତି। ଏଥିରେ ସମସ୍ତଙ୍କ ସ୍ୱାକ୍ଷର ରହିଥିବାବେଳେ ବିବୃତିରେ ଏହି ଆଇନ ପାଇଁ ସଂସଦକୁ ଅଭିନନ୍ଦନ ଜଣାଇଛନ୍ତି।

ସେମାନେ କହିଛନ୍ତି, ’ଭୁଲିଯାଇଥିବା ସଂଖ୍ୟାଲଘୁଙ୍କ ସମର୍ଥନ କରିବା ଏବଂ ଭାରତର ସଭ୍ୟତା ଭାବଧାରାକୁ ଅକ୍ଷୁର୍ଣ୍ଣ ରଖିବା’ ଏବଂ ‘ଧାର୍ମିକ ନିର୍ଯାତନା କାରଣରୁ ଦେଶ ଛାଡ଼ିଥିବା ଲୋକଙ୍କୁ ଆଶ୍ରୟ ଦେବା’ ଅଭିନନ୍ଦନୀୟ। ଏହି ସ୍ୱାକ୍ଷରକାରୀଙ୍କ ମଧ୍ୟରେ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟ ଏବଂ ଜେଏନ୍‌ୟୁ ବିଶ୍ୱବିଦ୍ୟାଳୟ ଆଦିର ପ୍ରଫେସରମାନେ ମଧ୍ୟ ଅଛନ୍ତି।

ଏଭଳି ବିବୃତି ଆସିବା ସମୟରେ ହିଁ ଦେଶର ବିଭିନ୍ନ ପ୍ରାନ୍ତରେ ହିଂସା ଜାରି ରହିଛି। ଏପରିକି ପୁଲିସ୍‌ ଦମନ କରିବା ପାଇଁ ନାକେଦମ ହେଉଛି। କିଛି ସ୍ଥାନରେ ଆନ୍ଦୋଳନକାରୀଙ୍କ ଜୀବନ ଯାଇଥିବାର ଖବର ଆସିଛି। ରେଲୱେର ବିଭିନ୍ନ ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଛି ଯାହାର ମୂଲ୍ୟ ୮୮ କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି କୁହାଯାଉଛି। କେବଳ ଇଷ୍ଣର୍ଣ୍ଣ ଜୋନ୍‌ରେ ୭୨ କୋଟି କ୍ଷତି ହୋଇଥିବା ରେଲୱେ ପକ୍ଷରୁ କୁହାଯାଉଛି। ଏଥିରେ ପଶ୍ଚିମବଙ୍ଗରେ ହୋଇଥିବା ଭଙ୍ଗାରୁଜା ସବୁଠାରୁ ଅଧିକ ବୋଲି ଆକଳନ କରାଯାଉଛି।

ଶେଷ ଖବର ସୁଦ୍ଧା ଉତ୍ତରପ୍ରଦେଶରେ ହିଁ ୧୦ ଜଣଙ୍କ ଜୀବନ ଗଲାଣି। ଏହି ଆନ୍ଦୋଳନକୁ ଦମନ କରିବା ପାଇଁ ବିଭିନ୍ନ ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି। ଏହି ସଂଶୋଧିତ ଆଇନ ବଳରେ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରେ ଧର୍ମ କାରଣରୁ ନିର୍ଯାତିତମାନଙ୍କୁ ଭାରତରେ ନାଗରିକତା ମିଳିବ। ଏହି ସଂଖ୍ୟାଲଘୁଙ୍କ ମଧ୍ୟରେ ୬ଟି ଧର୍ମ ଯଥା ହିନ୍ଦୁ, ଖ୍ରୀଷ୍ଟିଆନ୍‌, ଶିଖ୍‌, ବୌଦ୍ଧ, ପାର୍ସୀ ଏବଂ ଜୈନର ଲୋକଙ୍କୁ ନାଗରିକତା ମିଳିବାର ବ୍ୟବସ୍ଥା ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story