୧୧୭ କୋଟି ଟଙ୍କାର ମାଲିକାଣୀ ଜୟଲଳିତା

ଚେନ୍ନାଇ:ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତା ତାଙ୍କ ସମ୍ପତ୍ତିର ମୂଲ୍ୟ ୧୧୭.୧୩ କୋଟି ଟଙ୍କା ବୋଲି ଦର୍ଶାଇଛନ୍ତି । ସେଥିମଧ୍ୟରୁ ୪୫.୦୪ କୋଟି ଟଙ୍କା ଅସ୍ଥାୟୀ ଓ ୭୨.୦୯ କୋଟି ଟଙ୍କା ସ୍ଥାୟୀ ସମ୍ପତ୍ତି ରହିଛି। ଏନେଇ ସେ ଆରକେନଗର ଉପ ନିର୍ବାଚନ ପାଇଁ କରିଥିବା ନାମାଙ୍କନପତ୍ର ଦଖଲ ଅବସରରେ ଉଲ୍ଲେଖ କରିଛନ୍ତି । ୨୦୦୬ ନିର୍ବାଚନରେ ନାମାଙ୍କନପତ୍ର ଦାଖଲ ବେଳେ ସେ ତାଙ୍କର ସତ୍ୟପାଠରେ ୨୪.୭ କୋଟି ଟଙ୍କାର ସମ୍ପତ୍ତି ଥିଲା ବୋଲି ଦର୍ଶାଇଥିଲେ । ତେବେ ୨୦୧୧ରେ […]

jaya

jaya

Rakesh Mallick
  • Published: Saturday, 06 June 2015
  • Updated: 06 June 2015, 08:51 AM IST

ଚେନ୍ନାଇ:ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତା ତାଙ୍କ ସମ୍ପତ୍ତିର ମୂଲ୍ୟ ୧୧୭.୧୩ କୋଟି ଟଙ୍କା ବୋଲି ଦର୍ଶାଇଛନ୍ତି । ସେଥିମଧ୍ୟରୁ ୪୫.୦୪ କୋଟି ଟଙ୍କା ଅସ୍ଥାୟୀ ଓ ୭୨.୦୯ କୋଟି ଟଙ୍କା ସ୍ଥାୟୀ ସମ୍ପତ୍ତି ରହିଛି। ଏନେଇ ସେ ଆରକେନଗର ଉପ ନିର୍ବାଚନ ପାଇଁ କରିଥିବା ନାମାଙ୍କନପତ୍ର ଦଖଲ ଅବସରରେ ଉଲ୍ଲେଖ କରିଛନ୍ତି ।
୨୦୦୬ ନିର୍ବାଚନରେ ନାମାଙ୍କନପତ୍ର ଦାଖଲ ବେଳେ ସେ ତାଙ୍କର ସତ୍ୟପାଠରେ ୨୪.୭ କୋଟି ଟଙ୍କାର ସମ୍ପତ୍ତି ଥିଲା ବୋଲି ଦର୍ଶାଇଥିଲେ । ତେବେ ୨୦୧୧ରେ ଏହି ସମ୍ପତ୍ତି ବଢି ୫୧.୪୦ କୋଟି ଟଙ୍କା ହୋଇଯାଇଥିଲା। ୨୦୧୩-୨୦୧୪ ଆର୍ଥିକବର୍ଷରେ ଟିକସ ଦାଖଲ ବେଳେ ତାଙ୍କ ସମ୍ପତ୍ତି ୩୩.୩୨ ଲକ୍ଷ ଥିଲା ବୋଲି ଜଣାପଡିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story