ଭୋରରେ ଲାଗିଗଲା ନିଆଁ, ୧୨ ଜଣ ଜଳି ଗଲେ

ମୁମ୍ବାଇ: ମୁମ୍ବାଇରେ ବଡ଼ ଧରଣର ଅଗ୍ନିକାଣ୍ଡ। ଆଜି ଭୋରରେ ସାକି ନାକାର ଖାଇରାଣୀ ରୋଡ୍ ସ୍ଥିତ ଏକ ଜଳଖିଆ ଦୋକାନରେ ନିଆଁ ଲାଗି ଯିବାରୁ ୧୨ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଚାରି ଜଣ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ରାଜାୱାଡ଼ି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଭୋର ପ୍ରାୟ ୪ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇବା ମାତ୍ରେ ଅଗ୍ନିଶମ ବିଭାଗ ପକ୍ଷରୁ ତିନୋଟି ଦମକଳକୁ ଘଟଣାସ୍ଥଳକୁ ପଠା ଯାଇଥିଲା। ଦୋକାନଟିର ସବୁ […]

firecopy

firecopy

Ordigital Desk
  • Published: Monday, 18 December 2017
  • Updated: 18 December 2017, 04:41 PM IST

Sports

Latest News

ମୁମ୍ବାଇ: ମୁମ୍ବାଇରେ ବଡ଼ ଧରଣର ଅଗ୍ନିକାଣ୍ଡ। ଆଜି ଭୋରରେ ସାକି ନାକାର ଖାଇରାଣୀ ରୋଡ୍ ସ୍ଥିତ ଏକ ଜଳଖିଆ ଦୋକାନରେ ନିଆଁ ଲାଗି ଯିବାରୁ ୧୨ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଚାରି ଜଣ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ରାଜାୱାଡ଼ି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଭୋର ପ୍ରାୟ ୪ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇବା ମାତ୍ରେ ଅଗ୍ନିଶମ ବିଭାଗ ପକ୍ଷରୁ ତିନୋଟି ଦମକଳକୁ ଘଟଣାସ୍ଥଳକୁ ପଠା ଯାଇଥିଲା। ଦୋକାନଟିର ସବୁ ଜିନିଷ ଜଳି ଯାଇଛି।

ଏହି ଅଗ୍ନିକାଣ୍ଡ ଘଟଣା ପରେ ଦୋକାନଟି ପୂରା ଭୁଶୁଡ଼ି ପଡ଼ିଛି। ନିଆଁ କ’ଣ ପାଇଁ ଲାଗିଲା ତାହା ସ୍ପଷ୍ଟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story