୧୦୦ ଟଙ୍କା ଲାଞ୍ଚ ଦେଲାନି ନାବାଳକ, ଅଣ୍ଡା ବୋଝେଇ ଠେଲା ଗାଡ଼ି‌ ଓଲଟାଇ ଦେଲେ ଅଧିକାରୀ

ଇନ୍ଦୋର: ମହାମାରୀ କରୋନା ଭାଇରସ ଯୋଗୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଗରିବ ଲୋକ। ଏହି କାରଣରୁ ଉପାୟ ନ ପାଇ କିଛି ଲୋକ ନିଜ ପରିବାର ଚଳାଇବା ପାଇଁ ଫଳ, ପନି ପରିବା ଓ ଅନ୍ୟାନ୍ୟ ସାମଗ୍ରୀ ଠେଲା ଗାଡ଼ିରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଗୋଟିଏ ପଟେ ଗରିବ ଶ୍ରେଣୀର ଲୋକମାନେ ସେମାନଙ୍କ ଆବଶ୍ୟକ ପୂରଣ ପାଇଁ ସଂଘର୍ଷ କରୁଥିବା ବେଳେ ଅନ୍ୟପଟେ କିଛି ଅସାଧୁ ପ୍ରଶାସିନକ ଅଧିକାରୀ ଓ ପୁଲିସ୍‌ ବାବୁ ସେମାନଙ୍କୁ […]

fs

fs

Hemant Lenka
  • Published: Friday, 24 July 2020
  • Updated: 24 July 2020, 12:37 PM IST

Sports

Latest News

ଇନ୍ଦୋର: ମହାମାରୀ କରୋନା ଭାଇରସ ଯୋଗୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଗରିବ ଲୋକ। ଏହି କାରଣରୁ ଉପାୟ ନ ପାଇ କିଛି ଲୋକ ନିଜ ପରିବାର ଚଳାଇବା ପାଇଁ ଫଳ, ପନି ପରିବା ଓ ଅନ୍ୟାନ୍ୟ ସାମଗ୍ରୀ ଠେଲା ଗାଡ଼ିରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।

ଗୋଟିଏ ପଟେ ଗରିବ ଶ୍ରେଣୀର ଲୋକମାନେ ସେମାନଙ୍କ ଆବଶ୍ୟକ ପୂରଣ ପାଇଁ ସଂଘର୍ଷ କରୁଥିବା ବେଳେ ଅନ୍ୟପଟେ କିଛି ଅସାଧୁ ପ୍ରଶାସିନକ ଅଧିକାରୀ ଓ ପୁଲିସ୍‌ ବାବୁ ସେମାନଙ୍କୁ ନିର୍ଯାତନା ଦେଇ ଚାଲିଛନ୍ତି।

ଏହିକ୍ରମରେ ସରକାରୀ ଅଧିକାରୀଙ୍କ ନିଷ୍ଠୁରତା ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶର ରାଜଧାନୀ ଇନ୍ଦୋରରେ ଜଣେ ୧୪ ବର୍ଷୀୟ ପିଲା ସିଭିକ ବଡି ଅଧିକାରୀଙ୍କୁ ୧୦୦ ଟଙ୍କା ଲାଞ୍ଚ ନ ଦେବାରୁ ତା’ର ଅଣ୍ଡା ବୋଝେଇ ଠେଲା ଗାଡ଼ିଟିକୁ ବାବୁମାନେ ରାସ୍ତାରେ ଓଲଟାଇ ଦେଇଛନ୍ତି। ଫଳରେ ରାସ୍ତାରେ ପଡ଼ି ନାବାଳକଟି ବିକ୍ରି କରୁଥିବା ସମସ୍ତ ଅଣ୍ଡା ନଷ୍ଟ ହୋଇଯାଇଛି।
https://twitter.com/i/status/1286161357360869376

ନାବାଳକ ଜଣଙ୍କ ରାସ୍ତା କଡ଼ରେ ଅଣ୍ଡା ବିକ୍ରି କରୁଥିଲେ। ଏହି ସମୟରେ ପୌର ଅଧିକାରୀମାନେ ସେଠାରେ ପହଞ୍ଚି ଏହାକୁ ହଟାଇବାକୁ କହିଥିଲେ। ଯଦି ସେ ରାସ୍ତାରେ ଅଣ୍ଡା ବିକ୍ରି କରିବ, ତା’ହେଲେ ତା’କୁ ୧୦୦ ଟଙ୍କା ଲାଞ୍ଚ ଦେବାକୁ ପଡ଼ିବ ବୋଲି ମଧ୍ୟ  କହିଥିଲେ। ହେଲେ ନାବାଳକ ଜଣଙ୍କ ଟଙ୍କା ନ ଦେବାରୁ ସେମାନେ ଠେଲା ଗାଡ଼ିଟିକୁ ରାସ୍ତାରେ ହିଁ ଓଲଟାଇ ଦେଇଥିଲେ।

ଏହି ଘଟଣାରେ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ରାସ୍ତାରେ ଅଣ୍ଡା ବୋଝେଇ ଠେଲା ଗାଡ଼ିଟି ପଡ଼ିଥିବା ଦେଖିବାକୁ ମିଳିଛି। ସେହିପରି ଧଳା ଶାର୍ଟ ପିନ୍ଧିଥିବା ନାବାଳକ ଜଣଙ୍କ ଦୁଇ ଜଣ ପୌର ଅଧିକାରୀଙ୍କୁ ଟାର୍ଗେଟ କରି ନିଜ କ୍ରୋଧ ପ୍ରକାଶ କରୁଥିବାର ଦୃଶ୍ୟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story