୧୬ ବର୍ଷ ପରେ ଅନଶନ ଭାଙ୍ଗିଲେ ଇରମ ଶର୍ମିଲା ଚାନୁ

ନୂଆଦିଲ୍ଲୀ: ଦୀର୍ଘ ୧୬ ବର୍ଷ ପରେ ‘ଆଇରନ ଲେଡି’ ଭାବେ ପରିଚିତ ଇରମ ଶର୍ମିଲା ଚାନୁ ଆଜି ଅନଶନ ଭାଙ୍ଗିଛନ୍ତି। ସେନାକୁ ସ୍ୱତନ୍ତ୍ର କ୍ଷମତା ଆଇନ ବା ଆଫସପା ପ୍ରତ୍ୟାହାର ଦାବିରେ ୫ ନଭେମ୍ବର ୨୦୦୦ରୁ ଅନଶନ ଜାରି ରଖିଥିଲେ ଶର୍ମିଲା। ୪୪ ବୟସ୍କା ଶର୍ମିଲାଙ୍କୁ ଆଜି ଇମ୍ପାଲ ୱେଷ୍ଟ କୋର୍ଟ ମାଜିଷ୍ଟ୍ରେଟଙ୍କ ଆଗରେ ହାଜର କରାଯାଇଥିଲା। ସେଠାରେ ଶର୍ମିଲା ଅନଶନ ଭାଙ୍ଗୁଥିବା ନେଇ କୋର୍ଟଙ୍କୁ ଅବଗତ କରିବା ପରେ ତାଙ୍କୁ ମୁକ୍ତ କରାଯାଇଥିଲା। ଶର୍ମିଲା ଅନଶନ […]

Irom-Chanu-Sharmila

Irom-Chanu-Sharmila

Rakesh Mallick
  • Published: Tuesday, 09 August 2016
  • Updated: 09 August 2016, 04:06 PM IST

Sports

Latest News

ନୂଆଦିଲ୍ଲୀ: ଦୀର୍ଘ ୧୬ ବର୍ଷ ପରେ ‘ଆଇରନ ଲେଡି’ ଭାବେ ପରିଚିତ ଇରମ ଶର୍ମିଲା ଚାନୁ ଆଜି ଅନଶନ ଭାଙ୍ଗିଛନ୍ତି। ସେନାକୁ ସ୍ୱତନ୍ତ୍ର କ୍ଷମତା ଆଇନ ବା ଆଫସପା ପ୍ରତ୍ୟାହାର ଦାବିରେ ୫ ନଭେମ୍ବର ୨୦୦୦ରୁ ଅନଶନ ଜାରି ରଖିଥିଲେ ଶର୍ମିଲା। ୪୪ ବୟସ୍କା ଶର୍ମିଲାଙ୍କୁ ଆଜି ଇମ୍ପାଲ ୱେଷ୍ଟ କୋର୍ଟ ମାଜିଷ୍ଟ୍ରେଟଙ୍କ ଆଗରେ ହାଜର କରାଯାଇଥିଲା। ସେଠାରେ ଶର୍ମିଲା ଅନଶନ ଭାଙ୍ଗୁଥିବା ନେଇ କୋର୍ଟଙ୍କୁ ଅବଗତ କରିବା ପରେ ତାଙ୍କୁ ମୁକ୍ତ କରାଯାଇଥିଲା। ଶର୍ମିଲା ଅନଶନ ଭାଙ୍ଗି ଆସନ୍ତାବର୍ଷ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଭାଗ ନେବା ସହ ବୈବାହିକ ଜୀବନ ବିତାଇବାକୁ ଯୋଜନା କରୁଥିବା ନେଇ ଖବର ପ୍ରକାଶ ପାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story