ଚା’ ପିଇ ଦୁଇ ସାଧୁଙ୍କ ମୃତ୍ୟୁ, ତଦନ୍ତରେ ସାମିଲ୍ ହେଲା ଫରେନସିକ୍ ଟିମ୍

ମଥୁରା: ଚା’ ପିଇବା ପରେ ଦୁଇ ସାଧୁଙ୍କର ରହସ୍ୟଜନକ ଭାବରେ ମୃତ୍ୟୁ ହୋଇଛି। ସେହିପରି ଆଉ ଜଣେ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ଶନିବାର ଉତ୍ତର ପ୍ରଦେଶ ମଥୁରାରେ ଥିବା ଏକ ଆଶ୍ରମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ଦୁଇ ସାଧୁ ହେଲେ ଗୁଲାବ ସିଂହ ଏବଂ ଶ୍ୟାମ ସୁନ୍ଦର। ଦୁଇ ମୃତ ସାଧୁଙ୍କର ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡ଼ିଛି। ମଥୁରା ଏସଏସପି ଗୌରବ ଗ୍ରୋଭର କହିଛନ୍ତି, ଗୁଲାବ(୬୦) ଏବଂ ଶ୍ୟାମ (୬୧)ଙ୍କୁ […]

Tea

Tea

Subhransu Sekhar
  • Published: Sunday, 22 November 2020
  • Updated: 22 November 2020, 04:55 PM IST

Sports

Latest News

ମଥୁରା: ଚା’ ପିଇବା ପରେ ଦୁଇ ସାଧୁଙ୍କର ରହସ୍ୟଜନକ ଭାବରେ ମୃତ୍ୟୁ ହୋଇଛି। ସେହିପରି ଆଉ ଜଣେ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ଶନିବାର ଉତ୍ତର ପ୍ରଦେଶ ମଥୁରାରେ ଥିବା ଏକ ଆଶ୍ରମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ଦୁଇ ସାଧୁ ହେଲେ ଗୁଲାବ ସିଂହ ଏବଂ ଶ୍ୟାମ ସୁନ୍ଦର। ଦୁଇ ମୃତ ସାଧୁଙ୍କର ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡ଼ିଛି।

ମଥୁରା ଏସଏସପି ଗୌରବ ଗ୍ରୋଭର କହିଛନ୍ତି, ଗୁଲାବ(୬୦) ଏବଂ ଶ୍ୟାମ (୬୧)ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି।

ଅନ୍ୟଜଣେ ରାମ ବାବୁ ମଧ୍ୟ ଚା ପିଇଥିଲେ। ସେ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ପୁଲିସ ଏବେ ମାମଲା ରୁଜୁ କରି ତଦନ୍ତ ଚଲାଇଥିବା ସେ କହିଛନ୍ତି। ଫରେନସିକ୍ ଟିମ୍ ମଧ୍ୟ ତଦନ୍ତରେ ସାମିଲ୍ ହୋଇଛି। ଆଶ୍ରାମ ଯାଇ ଏହି ଫରେନସିକ୍ ଟିମ୍ ତଦନ୍ତ କରୁଥିବା ସେ କହିଛନ୍ତି। ମୃତକଙ୍କ ଭାଇ ଗୋପାଲ ଦାସ କହିଛନ୍ତି, ଚା’ରେ ବିଷ ମିଶାଯାଇଥିବାରୁ ଏଭଳି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story