୨୧ ପୁଲିସ କର୍ମଚାରୀ କରୋନାରେ ସଂକ୍ରମିତ

ଶ୍ରୀନଗର: ଦକ୍ଷିଣ କଶ୍ମୀରର କୁଲଗାମ ଜିଲ୍ଲାରେ ୨୧ ପୁଲିସ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ମୋଟ୍ ୫୯ ଜଣ ଆକ୍ରାନ୍ତ ଗୁରୁବାର ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୨୧ ଜଣ ପୁଲିସ କର୍ମଚାରୀ ରହିଛନ୍ତି। ମୋଟ୍ ୬୦ ଜଣ ପୁଲିସ କର୍ମଚାରୀଙ୍କର କରୋନା ପରୀକ୍ଷା ହୋଇଥିଲା ସେଥିମଧ୍ୟରୁ ୨୧ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏ କୁଲଗାମ ଜିଲ୍ଲା ନେଇର ସିଡିଏମଓ ଡକ୍ଟର ଫାଜିଲ କୋଚକ ସୂଚନା ଦେଇଛନ୍ତି। ପୂର୍ବରୁ ଆକଳନ କରାଯାଇଥିଲା ପୁଲିସ କର୍ମଚାରୀ କରୋନାରେ ସଂକ୍ରମିତ […]

jammu police

jammu police

Subhransu Sekhar
  • Published: Friday, 22 May 2020
  • Updated: 22 May 2020, 05:36 PM IST

Sports

Latest News

ଶ୍ରୀନଗର: ଦକ୍ଷିଣ କଶ୍ମୀରର କୁଲଗାମ ଜିଲ୍ଲାରେ ୨୧ ପୁଲିସ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ମୋଟ୍ ୫୯ ଜଣ ଆକ୍ରାନ୍ତ ଗୁରୁବାର ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୨୧ ଜଣ ପୁଲିସ କର୍ମଚାରୀ ରହିଛନ୍ତି। ମୋଟ୍ ୬୦ ଜଣ ପୁଲିସ କର୍ମଚାରୀଙ୍କର କରୋନା ପରୀକ୍ଷା ହୋଇଥିଲା ସେଥିମଧ୍ୟରୁ ୨୧ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏ କୁଲଗାମ ଜିଲ୍ଲା ନେଇର ସିଡିଏମଓ ଡକ୍ଟର ଫାଜିଲ କୋଚକ ସୂଚନା ଦେଇଛନ୍ତି।

ପୂର୍ବରୁ ଆକଳନ କରାଯାଇଥିଲା ପୁଲିସ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥାଇପାରନ୍ତି। ତେଣୁ କରୋନା ଟେଷ୍ଟ ହୋଇଥିବା ୬୦ ପୁଲିସ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଥିଲା ବୋଲି ଡକ୍ଟର ଫାଜିଲ କହିଛନ୍ତି। ଯେଉଁ ପୁଲିସ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି ସେମାନେ ସର୍ବସାଧାରଣ ସ୍ଥାନରେ ନିୟୋଜିତ ନଥିଲେ ବୋଲି ସ୍ପଷ୍ଟ କରିଛି ଜମ୍ମୁ କଶ୍ମୀର ପୁଲିସ୍।

ଗୁରୁବାର ମୋଟ୍ ୫୯ ଆକ୍ରାନ୍ତ ଏହି ନବଗଠିତ କେନ୍ଦ୍ର ଶାସିତ ଅଞ୍ଚଳରେ ଚିହ୍ନଟ ହେବା ପରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧,୪୪୯ ଛୁଇଁଛି। ସେହିପରି ଗୁରୁବାର ୨ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story