ଦେଶରେ ୪ କୋଟି ପ୍ରବାସୀ ଶ୍ରମିକ, ଘରକୁ ଫେରିଛନ୍ତି ୭୫ ଲକ୍ଷ

ନୂଆଦିଲ୍ଲୀ: ଦେଶରେ ୪ କୋଟି ପ୍ରବାସୀ ଶ୍ରମିକ ବିଭିନ୍ନ କାମରେ ନିୟୋଜିତ ରହିଛନ୍ତି। ସେଥିମଧ୍ୟରୁ ୭୫ ହଜାର ପ୍ରବାସୀ ଶ୍ରମିକ ଘରକୁ ଲକଡାଉନ୍ ବେଳେ ଟ୍ରେନ୍ ଏବଂ ବସ୍ ଯୋଗେ ଫେରିଛନ୍ତି। କେନ୍ଦ୍ର ଗୃହ ବିଭାଗର ଯୁଗ୍ମ ସଚିବ ପୁଣ୍ୟ ଶଲୀଳ ଶ୍ରୀବାସ୍ତବ ଶନିବାର ପ୍ରେସ କନଫରେନସ କରିବା ବେଳେ ଏହା କହିଛନ୍ତି। ରେଳ ବିଭାଗ ମେ’୧ ପାଖରୁ ୨୬୦୦ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ଯୋଗେ ପ୍ରବାସୀ ଶ୍ରମିକଙ୍କୁ ନେଇ ନିଜ ରାଜ୍ୟରେ ଛାଡ଼ିଛି ବୋଲି ସେ […]

migrant-workers

migrant-workers

Subhransu Sekhar
  • Published: Saturday, 23 May 2020
  • Updated: 23 May 2020, 10:32 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ୪ କୋଟି ପ୍ରବାସୀ ଶ୍ରମିକ ବିଭିନ୍ନ କାମରେ ନିୟୋଜିତ ରହିଛନ୍ତି। ସେଥିମଧ୍ୟରୁ ୭୫ ହଜାର ପ୍ରବାସୀ ଶ୍ରମିକ ଘରକୁ ଲକଡାଉନ୍ ବେଳେ ଟ୍ରେନ୍ ଏବଂ ବସ୍ ଯୋଗେ ଫେରିଛନ୍ତି। କେନ୍ଦ୍ର ଗୃହ ବିଭାଗର ଯୁଗ୍ମ ସଚିବ ପୁଣ୍ୟ ଶଲୀଳ ଶ୍ରୀବାସ୍ତବ ଶନିବାର ପ୍ରେସ କନଫରେନସ କରିବା ବେଳେ ଏହା କହିଛନ୍ତି।

ରେଳ ବିଭାଗ ମେ’୧ ପାଖରୁ ୨୬୦୦ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ଯୋଗେ ପ୍ରବାସୀ ଶ୍ରମିକଙ୍କୁ ନେଇ ନିଜ ରାଜ୍ୟରେ ଛାଡ଼ିଛି ବୋଲି ସେ କହିଛନ୍ତି। ତେବେ ଦେଶର ପ୍ରବାସୀଙ୍କ ସଂଖ୍ୟା ଅନ୍ତିମ ଥର ପାଇଁ ହୋଇଥିବା ଜନଗଣନା ରିପୋର୍ଟରୁ ଜଣାପଡ଼ିଛି ବୋଲି ଶ୍ରୀବାସ୍ତବ କହିଛନ୍ତି।

ଅନ୍ୟପଟେ ଆଗାମୀ ୧୦ ଦିନ ମଧ୍ୟରେ ରାଜ୍ୟ ସରକାରମାନଙ୍କ ଆବଶ୍ୟକତା ଅନୁସାରେ ଆଉ ୨୬୦୦ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଛି। ଏହାଫଳରେ ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରାୟ ୩୬୦୦ ପ୍ରବାସୀ ଉପକୃତ ହେବେ।

ବିଭିନ୍ନ ରାଜ୍ୟରେ ଫସି ହୋଇ ହୋଇ ରହିଥିବା ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ ଓ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାର ନିଷ୍ପତ୍ତି ନେଇ ରେଳ ମନ୍ତ୍ରଣାଳୟ ମେ’ ପହିଲାରୁ ଶ୍ରମିକ ସ୍ପେଶାଲ ଟ୍ରେନ ଚାଲୁ କରିଛି।

ଦୁଇ ରାଜ୍ୟ ସରକାରଙ୍କ ସହମତି ଭିତ୍ତିରେ ରାଜ୍ୟର ଏକ ସ୍ଥାନରୁ ଅନ୍ୟ ରାଜ୍ୟର ନିର୍ଦ୍ଦିଷ୍ଟ ସ୍ଥାନକୁ ପ୍ରବାସୀମାନକୁ ନେଇ ଏହି ଟ୍ରେନ ଯାତ୍ରା କରିଆସୁଛି । ଶ୍ରମିକ ସ୍ପେଶାଲ ଟ୍ରେନଗୁଡିକର ଚଳାଚଳ ସୁବିଧା ପାଇଁ ରେଳବାଇ ଓ ରାଜ୍ୟ ସରକାରମାନେ ବରିଷ୍ଠ ଅଧିକାରୀମାନଙ୍କୁ ନୋଡାଲ ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି । ଗତ ୨୩ ଦିନ ମଧ୍ୟରେ ଭାରତୀୟ ରେଳବାଇ ୨୬୦୦ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଇଛି। ଏପର୍ଯ୍ୟନ୍ତ ପ୍ରାୟ ୩୬ ଲକ୍ଷ ପ୍ରବାସୀ ସେମାନଙ୍କ ନିଜ ରାଜ୍ୟକୁ ଫେରିଯାଇଛନ୍ତି । ଶ୍ରମିକ ସ୍ପେଶାଲ ବ୍ୟତୀତ ରେଳ ମନ୍ତ୍ରଣାଳୟ ଗତ ୧୨ ତାରିଖରୁ ୧୫ ଯୋଡା ସ୍ଵତନ୍ତ୍ର ଟ୍ରେନ ଆରମ୍ଭ କରିଥିବା ବେଳେ ଆସନ୍ତା ଜୁନ ମାସ ପହିଲାରୁ ୨୦୦ ଟ୍ରେନ ସେବା ଚାଲୁ କରିବାକୁ ଘୋଷଣା କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story