ଜୟପୁର ବିସ୍ଫୋରଣ ମାମଲା, ୪ ଜଣଙ୍କୁ ଫାଶୀଦଣ୍ଡ

ଜୟପୁର: ୮୦ ଜଣଙ୍କ ଜୀବନ ନେଇଥିବା ୨୦୦୮ ଜୟପୁର ବିସ୍ଫୋରଣ ମାମଲାରେ ୪ ଜଣ ଦୋଷୀଙ୍କୁ ଫାଶୀଦଣ୍ଡ ଶୁଣାଇଛନ୍ତି କୋର୍ଟ। ରାଜସ୍ଥାନର ରାଜଧାନୀ ଜୟପୁରର ଏକ କୋର୍ଟ ଏହି ମାମଲାର ଶୁଣାଣି କରୁଥିବାବେଳେ ଏଥିରେ ଜଣେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି। ୧୦ ବର୍ଷ ତଳେ ଘଟିଥିବା ଏହି ଅଘଟଣରେ ୧୭୦ ଜଣ ଆହତ ହୋଇଥିଲେ। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଫାଶୀ ଦଣ୍ଡ ପାଇଥିବା ୪ ଜଣ ଦୋଷୀ ହେଲେ ମହମ୍ମଦ ସୈଫ୍‌, ସରୱାର ଆଜମୀ, […]

Rajsthan-jaypur

Rajsthan-jaypur

Subrat Kumar Nayak
  • Published: Friday, 20 December 2019
  • Updated: 20 December 2019, 05:21 PM IST

Sports

Latest News

ଜୟପୁର: ୮୦ ଜଣଙ୍କ ଜୀବନ ନେଇଥିବା ୨୦୦୮ ଜୟପୁର ବିସ୍ଫୋରଣ ମାମଲାରେ ୪ ଜଣ ଦୋଷୀଙ୍କୁ ଫାଶୀଦଣ୍ଡ ଶୁଣାଇଛନ୍ତି କୋର୍ଟ। ରାଜସ୍ଥାନର ରାଜଧାନୀ ଜୟପୁରର ଏକ କୋର୍ଟ ଏହି ମାମଲାର ଶୁଣାଣି କରୁଥିବାବେଳେ ଏଥିରେ ଜଣେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି। ୧୦ ବର୍ଷ ତଳେ ଘଟିଥିବା ଏହି ଅଘଟଣରେ ୧୭୦ ଜଣ ଆହତ ହୋଇଥିଲେ।

ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଫାଶୀ ଦଣ୍ଡ ପାଇଥିବା ୪ ଜଣ ଦୋଷୀ ହେଲେ ମହମ୍ମଦ ସୈଫ୍‌, ସରୱାର ଆଜମୀ, ସଲମାନ ଏବଂ ସୈଫୁର ରେହମାନ। ଅନ୍ୟପକ୍ଷରେ ପଞ୍ଚମ ଅଭିଯୁକ୍ତ ସାହବାଜ୍‌ ହୁସେନ୍‌ଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି।

ଅନ୍ୟ ୩ ଜଣ ଅଭିଯୁକ୍ତ ବର୍ତ୍ତମାନ ତିହାର ଜେଲରେ ଅଛନ୍ତି। ଉତ୍ତରପ୍ରଦେଶର ଆଜମଗଡ଼ର ମହମ୍ମଦ ଆତିନ୍‌ ଏହି ବିସ୍ଫୋରଣର ମାଷ୍ଟରମାଇଣ୍ଡ ଥିଲା। ଦିଲ୍ଲୀର ବାଟଲାହାଉସ୍‌ ଏନ୍‌କାଉଣ୍ଟରରରେ ତା’ର ମୃତ୍ୟୁ ହୋଇସାରିଛି।

ଆତିନ୍‌ର ନିର୍ଦ୍ଦେଶରେ ଫାଶୀ ପାଇବାକୁ ଥିବା ୪ ଜଣ ଏହି କାଣ୍ଡ ଘଟାଇଥିଲେ। ସେମାନେ ସମସ୍ତେ ଉତ୍ତରପ୍ରଦେଶର ବୋଲି ସୂଚନା ମିଳିଛି। ସେମାନେ ପ୍ରଥମେ ଆମୋନିଅମ୍‌ ନାଇଟ୍ରେଟ୍‌ କିଣିବା ପରେ ଶାର୍ପନେଲ୍‌ ସହ ମିଶାଇଥିଲେ ଏବଂ ସାଇକେଲରେ ଯାଇ ସହରର ୯ଟି ସ୍ଥାନରେ ପାର୍କିଂ କରିଥିଲେ। ସନ୍ଧ୍ୟା ୭.୨୦ରୁ ୭.୪୫ ମଧ୍ୟରେ ଏସବୁର ବିସ୍ପୋରଣ ହୋଇଥିଲା।

ମେ ୨୦୦୮ ମସିହାର ଏହି ଅଘଟଣ ଇଣ୍ଡିଆନ୍‌ ମୁଜାହିଦ୍ଦିନ୍‌ର ଭୟଙ୍କର ବିସ୍ଫୋରଣ ମଧ୍ୟରେ ଅନ୍ୟତମ ଥିଲା। ଏହି ବିସ୍ପୋରଣରେ ୧୦ଟି ଆଇଇଡି ପ୍ଲାଣ୍ଟ କରାଯାଇଥିଲା ଯେଉଁଥିରୁ ୯ଟି ବିସ୍ଫୋରଣ ହୋଇଥିଲା। ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିବା ଶାହବାଜ୍‌ ଏମ୍‌ଟେକ୍‌ ପାଶ୍‌ କରି ସାଇବର କାଫେ ଚଲାଉଥିଲା। ସେ ଏକ ସାଇବର କାଫେରୁ ଇଣ୍ଡିଆନ୍‌ ମୁଜାହିଦ୍ଦୀନ୍‌ ପକ୍ଷରୁ ମେଲ୍‌ କରିଥିବା ଅଭିଯୋଗ ଆସିଥିଲା। ପୂର୍ବରୁ କୁହାଯାଉଥିଲା ମୁଜାହିଦ୍ଦୀନ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରି କରିଥିବା ମେଲ୍‌ ଶାହବାଜ୍‌ ହିଁ କରିଥିଲେ। କିନ୍ତୁ ଏହାର କୌଣସି ପ୍ରମାଣ ମିଳିନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story