୫ ବର୍ଷରେ ଜାତୀୟ ରାଜପଥର ଦୈର୍ଘ୍ୟ ୨ ଲକ୍ଷ କିଲୋମିଟର ହେବ: ଗଡ଼କରୀ

ନୂଆଦିଲ୍ଲୀ:  ବିଜେପି କ୍ଷମତାକୁ ଆସିବା ପୂର୍ବରୁ କେନ୍ଦ୍ର ସଡ଼କ ପରିବହନ ବିଭାଗର ୪୦୩ଟି ପ୍ରୋଜେକ୍ଟ ଧିମା ଚାଲିଥିବା ବେଳେ  ୭୩ଟି ଯୋଜନା ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିଲା। ଏହାକୁ ତ୍ୱରାନ୍ୱିତ କରିବା ସହ ୫ ବର୍ଷରେ ୨ ଲକ୍ଷ କିଲୋମିଟର ସଡ଼କ ଓ ଜାତୀୟ ରାଜପଥ  ନିର୍ମାଣ କରିବା  ପାଇଁ ମୋଦି ସରକାର ଲକ୍ଷ୍ୟ ରଖିଛନ୍ତି।  ଗୁରୁବାର ଇଣ୍ଡିଆ ଟୁଡେ’ର କନକ୍ଲେଭ୍-୨୦୧୬ରେ ଯୋଗ ଦେଇ କେନ୍ଦ୍ର ପରିବହନମନ୍ତ୍ରୀ ନୀତିନ୍‌ ଗଡ଼କରୀ ଏହା କହିଛନ୍ତି।  ସେ ଆହୁରି ମଧ୍ୟ […]

gadkari

gadkari

Rakesh Mallick
  • Published: Thursday, 17 March 2016
  • Updated: 17 March 2016, 09:22 AM IST

Sports

Latest News

ନୂଆଦିଲ୍ଲୀ:  ବିଜେପି କ୍ଷମତାକୁ ଆସିବା ପୂର୍ବରୁ କେନ୍ଦ୍ର ସଡ଼କ ପରିବହନ ବିଭାଗର ୪୦୩ଟି ପ୍ରୋଜେକ୍ଟ ଧିମା ଚାଲିଥିବା ବେଳେ  ୭୩ଟି ଯୋଜନା ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିଲା। ଏହାକୁ ତ୍ୱରାନ୍ୱିତ କରିବା ସହ ୫ ବର୍ଷରେ ୨ ଲକ୍ଷ କିଲୋମିଟର ସଡ଼କ ଓ ଜାତୀୟ ରାଜପଥ  ନିର୍ମାଣ କରିବା  ପାଇଁ ମୋଦି ସରକାର ଲକ୍ଷ୍ୟ ରଖିଛନ୍ତି।  ଗୁରୁବାର ଇଣ୍ଡିଆ ଟୁଡେ’ର କନକ୍ଲେଭ୍-୨୦୧୬ରେ ଯୋଗ ଦେଇ କେନ୍ଦ୍ର ପରିବହନମନ୍ତ୍ରୀ ନୀତିନ୍‌ ଗଡ଼କରୀ ଏହା କହିଛନ୍ତି।

 ସେ ଆହୁରି ମଧ୍ୟ କହିଛନ୍ତି, “ବର୍ତ୍ତମାନ ଦେଶରେ ଲମ୍ୱା ୯୬ ହଜାର କୋଟି କିଲୋମିଟର ଜାତୀୟ ରାଜଚପଥ ରହିଛି। ଆମ ସରକାର ଭିତ୍ତି ଭୂମିର ଉନ୍ନତି  କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ  କାର୍ଯ୍ୟ କରୁଛି।”

‘ଭାରତ ମାଳା’ କାର୍ଯ୍ୟକ୍ରମ ଜରିଆରେ ତାଙ୍କ ସରକାର  ୭୦୦ ଏନ୍‌ଏଚ୍‌ ପ୍ରୋଜେକ୍ଟ ଉପରେ ଜୋରସୋରରେ କାମ କରୁଛି। ଏହି ୫ ବର୍ଷ ମଧ୍ୟରେ  ଜାତୀୟ ରାଜପଥର ଦୈଘ୍ୟ ୯୬ ହଜାରରୁ ୨ ଲକ୍ଷ କିଲୋମିଟର ବୃଦ୍ଧି କରିବାର ଲକ୍ଷ୍ୟ ରଖିଛୁ। ଏହି ଲକ୍ଷ୍ୟ ପୂରଣ ହୋଇଗଲେ ରାଜପଥରେ ୮୦ ପ୍ରତିଶତ ଟ୍ରାଫିକ୍ ସମସ୍ୟାର ସମାଧାନ ହୋଇଯିବ ବୋଲି ଆଶା କରୁଛୁ। ଏବେ ଦୈନିକ ୧୮ କିଲୋମିଟର ସଡ଼କ ନିର୍ମାଣ କରାଯାଉ ଥିବା ବେଳେ ଆମେ ଏହାକୁ ବଢାଇ ୩୦ କିଲୋମିଟର କରିବାକୁ ଯୋଜନା କରିଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story