୭.୮ ତୀବ୍ରତାରେ ଭୂମିକମ୍ପ: ଥରିଲା ଜାପାନ

ଟୋକିଓ:ଭାରତୀୟ ସମୟ ୪ଟା ୫୫ରେ ଜାପାନରେ ଅନୁଭୁତ ହୋଇଛି ଭୂମିକମ୍ପ। କିଛି ସେକେଣ୍ଡ ପାଇଁ ଥରିଲା ଜାପାନ। ରିକ୍ଟର ସ୍କେଲରେ ଏହାର ତିବ୍ରତା ରହିଛି ୭.୮। ଜାପାନର ରାଜଧାନୀ ଟୋକିଓଠାରୁ ୮୭୪ କିଲୋମିଟର ଦୂରରେ ପ୍ରଶାନ୍ତ ମହାସାଗରରେ ଥିଲା ଏହି ଭୂକମ୍ପର କେନ୍ଦ୍ରବିନ୍ଦୁ । ଯାହାକି ଚିକିସୀମା ଓ ବୋନିନ୍ ଦୀପପୁଞ୍ଜ ମଧ୍ୟରେ ହୋଇଛି। ତେବେ ଏ ନେଇ କୌଣସି ସୁନାମି ସତର୍କ ସୂଚନା ଜାରି କରାଯାଇନାହିଁ। ଏହି ସମୟରେ ଉତ୍ତର ଭାରତ, ବିଶେଷକରି ଦିଲ୍ଲୀରେ ମଧ୍ୟ […]

japan earth

japan earth

Rakesh Mallick
  • Published: Saturday, 30 May 2015
  • Updated: 04 May 2017, 03:45 PM IST

Sports

Latest News

ଟୋକିଓ:ଭାରତୀୟ ସମୟ ୪ଟା ୫୫ରେ ଜାପାନରେ ଅନୁଭୁତ ହୋଇଛି ଭୂମିକମ୍ପ। କିଛି ସେକେଣ୍ଡ ପାଇଁ ଥରିଲା ଜାପାନ। ରିକ୍ଟର ସ୍କେଲରେ ଏହାର ତିବ୍ରତା ରହିଛି ୭.୮। ଜାପାନର ରାଜଧାନୀ ଟୋକିଓଠାରୁ ୮୭୪ କିଲୋମିଟର ଦୂରରେ ପ୍ରଶାନ୍ତ ମହାସାଗରରେ ଥିଲା ଏହି ଭୂକମ୍ପର କେନ୍ଦ୍ରବିନ୍ଦୁ । ଯାହାକି ଚିକିସୀମା ଓ ବୋନିନ୍ ଦୀପପୁଞ୍ଜ ମଧ୍ୟରେ ହୋଇଛି। ତେବେ ଏ ନେଇ କୌଣସି ସୁନାମି ସତର୍କ ସୂଚନା ଜାରି କରାଯାଇନାହିଁ। ଏହି ସମୟରେ ଉତ୍ତର ଭାରତ, ବିଶେଷକରି ଦିଲ୍ଲୀରେ ମଧ୍ୟ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ତେବେ ଏ ନେଇ କୌଣସି କ୍ଷୟକ୍ଷତିର ରିପୋର୍ଟ ଆସିନାହିଁ।

ସୂଚନାଯୋଗ୍ୟ ଯେ, ଚାରିବର୍ଷତଳେ ଜାପାନରେ ରିକ୍ଟର ସ୍କେଲରେ ୯.୦ ତୀବ୍ରତାରେ ଏକ ଭୂମିକମ୍ପ ହୋଇଥିଲା। ଏଥିରେ ବହୁ ଧନଜୀବନ ନଷ୍ଟ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story