ଜୟପୁର: ରାଜସ୍ଥାନର ପଦ୍ମପୁର ଶ୍ରୀଗଙ୍ଗାନଗର ଅଞ୍ଚଳରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ୮ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ୨୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି।
ଆହତମାନଙ୍କୁ ସ୍ଥାନୀୟ ଏସ୍ଏମ୍ଏସ୍ ହସପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ କିଶାନ ମେଳା ଅବସରରେ ରାଜସ୍ଥାନର ପଦମପୁରରେ ୩ଦିନ ହେଲା ଏକ ଟ୍ରାକ୍ଟର ରେସ୍ ପ୍ରତିଯୋଗିତା ଚାଲୁଥିଲା। ଏହି ମେଳାକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ପ୍ରାୟ ୫୦୦୦ ଲୋକଙ୍କ ଭିଡ଼ ଜମିଥିଲା।
ତେବେ ଦର୍ଶକଙ୍କ ପାଇଁ ଶେଡ୍ ତିଆରି ହୋଇଥିଲା। ହେଲେ ଆବଶ୍ୟକତା ଠାରୁ ଅଧିକ ଲୋକ ହେବାରୁ ଏହି ସେଡ୍ଟି ଭୁଶୁଡ଼ି ପଡ଼ିଥିଲା। ଏଥିରେ ୮ ଜଣଙ୍କ ମୃତ୍ୟୁ ଘଟିଛି।
ଏହି ଘଟଣାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଭୁଶୁଡ଼ିବାର ଦୃଶ୍ୟ କ୍ୟାମେରାରେ କଏଦ୍ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଗ୍ୟାସ ଚାମ୍ବର ପାଲଟିଲା ଦିଲ୍ଲୀ, ସ୍ଥିତି ସାଂଘାତିକ
ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣର ଅବସ୍ଥା ଅତ୍ୟନ୍ତ ଖରାପ ରହିଛି। ଗତକାଲି AQI 470 ଥିବାବେଳେ ଆଜି AQI 500ରେ ପହଞ୍ଚିଛି।
National
ଘାରିଲା ରିଲ୍ସ ନିଶା, ଡ୍ୟାମ୍କୁ ଡେଇଁ ପଡ଼ିଲେ ଯୁବକ
ପୂର୍ବରୁ ଲୋକଙ୍କୁ ପ୍ରେମ ନିଶା, ମଦ ନିଶା ଆଦି ଘାରୁଥିବା ବେଳେ ଏବେ ଘାରୁଛି ରିଲ୍ସ ନିଶା। ଏହି ରିଲ୍ସ ନିଶାରେ ବୁଢ଼ାଠୁ ଛୁଆ ସବୁ ବାଇଆ। କିଏ ଟ୍ରେନ୍ ଆଗରେ ଛିଡ଼ା ହୋଇ ରିଲ୍ସ କରୁଛି ତ କିଏ ରିଲ୍ସ କରୁ କରୁ ପାଣିକୁ ଡେଇଁ ଜୀବନ ହାରୁଛି।
National
କେ. ସଞ୍ଜୟ ମୂର୍ତ୍ତୀ ନୂଆ ସିଏଜି ନିଯୁକ୍ତ
କେ. ସଞ୍ଜୟ ମୂର୍ତ୍ତୀଙ୍କୁ ନୂଆ କମ୍ପଟ୍ରୋଲର୍ ଏବଂ ଅଡିଟର ଜେନେରାଲ୍ (CAG) ଭାବରେ ନିଯୁକ୍ତ କରିଛନ୍ତି ଭାରତ ସରକାର। ଅଗଷ୍ଟ ୨୦୨୦ରୁ ସିଏଜି ଭାବେ କାର୍ଯ୍ୟ କରୁଥିବା ଗିରିଶ ଚନ୍ଦ୍ର ମୁର୍ମୁଙ୍କ କାର୍ଯ୍ୟକାଳ ଶେଷ ହେଉଛି।
National
କାରରେ ଯାଉଥିବା ବେଳେ ଅନୀଲ ଦେଶମୁଖଙ୍କୁ ପଥର ମାଡ଼, ମୁଣ୍ଡ ଫାଟିଲା
ପଥର ମାଡ଼ରେ ତାଙ୍କ ମୁଣ୍ଡ ଫାଟି ଯାଇଛି। ଏଥିପାଇଁ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
National
ଭାରତୀୟ ମତ୍ସ୍ୟଜୀବୀଙ୍କୁ ନେଇ ପଳାଉଥିଲା ପାକିସ୍ତାନ
ନୋ-ଫିଶିଂ ଜୋନରେ ମାଛ ଧରୁଥିବାବେଳେ ଧରିନେଉଥିଲା ପାକିସ୍ତାନ। ସମୁଦ୍ରରେ ପାକିସ୍ତାନୀ ଜାହାଜକୁ ଦୀର୍ଘ ଦୁଇ ଘଣ୍ଟା ପିଛା କରି ମତ୍ସ୍ୟଜୀବୀଙ୍କୁ ମୁକୁଳାଇଲା ଭାରତୀୟ କୋଷ୍ଟଗାର୍ଡ।