ଶପିଂ ମଲରେ ଗୁଳିକାଣ୍ଡ: ୮ ଆହତ, ଅଭିଯୁକ୍ତ ଫେରାର

ନ୍ୟୁୟର୍କ: ଆମେରିକା ସ୍ଥିତ ଓ୍ୱିସକୋନସିନ୍ ମେଫଲ୍ଡି ଶପିଂ ମଲ୍‌ରେ ଗୁଳିକାଣ୍ଡ ଘଟିଛି। ଶୁକ୍ରବାର ଏହି ଘଟଣା ଘଟିଛି। ଏଥିରେ ଆଠ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବା ବେଳେ ସମସ୍ତଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତେବେ ଏହି ଘଟଣାରେ କାହାରି ମୃତ୍ୟୁ ଘଟି ନାହିଁ ବୋଲି ସ୍ଥାନୀୟ ମେୟର କହିଛନ୍ତି। ଗୁଳିକାଣ୍ଡ ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ସଂପୃକ୍ତ ଅଞ୍ଚଳକୁ ନିଜ କବ୍‌ଜାକୁ ନେଇ ଘଟଣାର ତଦନ୍ତ କରୁଛି। […]

Shooting At US Mall

Shooting At US Mall

Subhransu Sekhar
  • Published: Saturday, 21 November 2020
  • Updated: 21 November 2020, 09:52 AM IST

Sports

Latest News

ନ୍ୟୁୟର୍କ: ଆମେରିକା ସ୍ଥିତ ଓ୍ୱିସକୋନସିନ୍ ମେଫଲ୍ଡି ଶପିଂ ମଲ୍‌ରେ ଗୁଳିକାଣ୍ଡ ଘଟିଛି। ଶୁକ୍ରବାର ଏହି ଘଟଣା ଘଟିଛି। ଏଥିରେ ଆଠ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବା ବେଳେ ସମସ୍ତଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତେବେ ଏହି ଘଟଣାରେ କାହାରି ମୃତ୍ୟୁ ଘଟି ନାହିଁ ବୋଲି ସ୍ଥାନୀୟ ମେୟର କହିଛନ୍ତି।

ଗୁଳିକାଣ୍ଡ ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ସଂପୃକ୍ତ ଅଞ୍ଚଳକୁ ନିଜ କବ୍‌ଜାକୁ ନେଇ ଘଟଣାର ତଦନ୍ତ କରୁଛି। ତେବେ ପୁଲିସ୍ ଅପରାଧୀଙ୍କୁ ଧରିପାରିନି।

ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ଗୁଳି ଚଳାଇଥିବା ବ୍ୟକ୍ତିର ବୟସ ୨୦ରୁ ୩୦ ବର୍ଷ ମଧ୍ୟରେ ହେବ। ପୁଲିସ ଏବେ ସେଠାରେ ଥିବା ସମସ୍ତ ସିସିଟିଭି ଫୁଟେଜ୍ ଯାଞ୍ଚ କରି ତଦନ୍ତ ଚଲାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story