ବିନା ଦରମାରେ ସଚେତନ କରୁଛି କୁକୁର, ଷ୍ଟେସନ୍‌ରେ ଆରପିଏଫ୍‌କୁ କରୁଛି ସାହାଯ୍ୟ

ଚେନ୍ନାଇ: ଷ୍ଟେସନ୍‌ରେ ଆପଣ ବେଆଇନ ଭାବେ ଟ୍ରାକ୍‌ ଅତିକ୍ରମ କରିବାବେଳେ ହଠାତ ମାଡ଼ି ଆସିବ କୁକୁରଟିଏ। ଭୁକି ଭୁକି ଆପଣଙ୍କୁ ନୟାନ୍ତ କରିଦେବ। ଆଉ ଟ୍ରେନ୍‌ରେ ଓହଳି ଚାଲିଯାଉଥିଲେ କଥା ସରିଲା। ଟ୍ରେନ୍‌ର ସ୍ପିଡ୍‌କୁ ତାଳ ଦେଇ କୁକୁରଟି ଆପଣଙ୍କୁ ଗୋଡ଼ାଇବା ଥୟ। ତେବେ ଏହି କୁକୁରଟି ନା ଆରପିଏଫ୍‌ ଦରମା ପ୍ରାପ୍ତ ନା ଷ୍ଟେସନ୍‌ର ଠିକା କର୍ମଚାରୀ। ବିନା ଦରମାରେ ଚେନ୍ନାଇ ରେଲ୍‌ୱେ ଷ୍ଟେସନ୍‌ରେ ସେବା ଯୋଗାଉଥିବା ଏହି କୁକୁରଟିର ନାମ ‘ଚିନ୍ନାପୋନ୍ନୁ’। Chinnaponnu, a […]

chinnaponnu

chinnaponnu

Subrat Kumar Nayak
  • Published: Sunday, 17 November 2019
  • Updated: 17 November 2019, 11:01 PM IST

Sports

Latest News

ଚେନ୍ନାଇ: ଷ୍ଟେସନ୍‌ରେ ଆପଣ ବେଆଇନ ଭାବେ ଟ୍ରାକ୍‌ ଅତିକ୍ରମ କରିବାବେଳେ ହଠାତ ମାଡ଼ି ଆସିବ କୁକୁରଟିଏ। ଭୁକି ଭୁକି ଆପଣଙ୍କୁ ନୟାନ୍ତ କରିଦେବ। ଆଉ ଟ୍ରେନ୍‌ରେ ଓହଳି ଚାଲିଯାଉଥିଲେ କଥା ସରିଲା। ଟ୍ରେନ୍‌ର ସ୍ପିଡ୍‌କୁ ତାଳ ଦେଇ କୁକୁରଟି ଆପଣଙ୍କୁ ଗୋଡ଼ାଇବା ଥୟ। ତେବେ ଏହି କୁକୁରଟି ନା ଆରପିଏଫ୍‌ ଦରମା ପ୍ରାପ୍ତ ନା ଷ୍ଟେସନ୍‌ର ଠିକା କର୍ମଚାରୀ। ବିନା ଦରମାରେ ଚେନ୍ନାଇ ରେଲ୍‌ୱେ ଷ୍ଟେସନ୍‌ରେ ସେବା ଯୋଗାଉଥିବା ଏହି କୁକୁରଟିର ନାମ ‘ଚିନ୍ନାପୋନ୍ନୁ’।
https://twitter.com/RailMinIndia/status/1196049532238348288?s=20
ମିଳିଥିବା ସୂଚନା ଅନୁଯାୟୀ ଗତ ୨ ବର୍ଷ ତଳେ ଷ୍ଟେସନ୍‌ରେ ଏହି ମାଈ କୁକୁରଟିକୁ ଉଦ୍ଧାର କରାଯାଇଥିଲା। ତା’କୁ ପାଳିଥିବା ବ୍ୟକ୍ତିଙ୍କ ଘର ମାଲିକ ଏହି କୁକୁରକୁ ରଖିବାରେ ସମସ୍ୟା କରିବାରୁ ସେ ଷ୍ଟେସନ୍‌ ଛାଡ଼ିଯାଇଥିଲେ। ସେ ଏହାପରଠାରୁ ଆରପିଏଫ୍‌ ସହ ଏତେ ମିଶିଯାଇଛି ଯେ ସେ ଯାତ୍ରୀଙ୍କ ସୁରକ୍ଷାକୁ କର୍ତ୍ତବ୍ୟ ଭାବି ନେଇଛି। ଯେଉଁଠି ଭୁଲ ଦେଖୁଛି ଧାଇଁ ଯାଉଛି।

ସବୁଠାରୁ ବଡ଼ କଥା ହେଉଛି ସେ କେବଳ ଖାକି ପୋଷାକରେ ଥିବା ଲୋକଙ୍କର ବା ପୁଲିସ୍‌ଙ୍କର ବୋଲ ମାନେ ଏବଂ ତାଙ୍କ ସାଙ୍ଗରେ ଯାଏ। ତା’ର ଏପରି ସଚେତନତା ସ୍ଥାନୀୟ ଲୋକଙ୍କ ମଧ୍ୟରେ ବେଶ ପରିଚିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story