ସୁଡ଼ଙ୍ଗ ଦେଇ ଆସିଥିଲେ ଆତଙ୍କବାଦୀ, ମିଳିଲା ସନ୍ଧାନ

ଶ୍ରୀନଗର: ଜମ୍ମୁ କଶ୍ମୀରର ସାମ୍ବା ସେକ୍ଟରରେ ଥିବା ଅନ୍ତର୍ଜାତୀୟ ସୀମା ନିକଟରେ ଏକ ସୁଡ଼ଙ୍ଗ ଚିହ୍ନଟ ହୋଇଛି। ସେନା ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ଏହା ସୁଡ଼ଙ୍ଗ ଚିହ୍ନଟ ହୋଇଛି। ପାକିସ୍ତାନର ଚାରି ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ଏହି ସୁଡ଼ଙ୍ଗ ଜରିଆରେ ଭାରତରେ ପ୍ରବେଶ କରିଥିବା ଜଣାପଡ଼ିଛି। ରବିବାର ଜମ୍ମୁ କଶ୍ମୀର ପୁଲିସ ଏହି ସୂଚନା ଦେଇଛି। ଗୁରୁବାର ଚାରି ଆତଙ୍କବାଦୀ ଏକ ଟ୍ରକରେ ଲୁଚି କଶ୍ମୀରକୁ ଆସିଥିଲେ। ହେଲେ ଜାତୀୟ ରାଜପଥରେ ଥିବା ଏକ ଟୋଲ ପ୍ଲାଜାରେ […]

tunnel

tunnel

Subhransu Sekhar
  • Published: Sunday, 22 November 2020
  • Updated: 22 November 2020, 09:44 PM IST

Sports

Latest News

ଶ୍ରୀନଗର: ଜମ୍ମୁ କଶ୍ମୀରର ସାମ୍ବା ସେକ୍ଟରରେ ଥିବା ଅନ୍ତର୍ଜାତୀୟ ସୀମା ନିକଟରେ ଏକ ସୁଡ଼ଙ୍ଗ ଚିହ୍ନଟ ହୋଇଛି। ସେନା ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ଏହା ସୁଡ଼ଙ୍ଗ ଚିହ୍ନଟ ହୋଇଛି। ପାକିସ୍ତାନର ଚାରି ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ଏହି ସୁଡ଼ଙ୍ଗ ଜରିଆରେ ଭାରତରେ ପ୍ରବେଶ କରିଥିବା ଜଣାପଡ଼ିଛି। ରବିବାର ଜମ୍ମୁ କଶ୍ମୀର ପୁଲିସ ଏହି ସୂଚନା ଦେଇଛି।

ଗୁରୁବାର ଚାରି ଆତଙ୍କବାଦୀ ଏକ ଟ୍ରକରେ ଲୁଚି କଶ୍ମୀରକୁ ଆସିଥିଲେ। ହେଲେ ଜାତୀୟ ରାଜପଥରେ ଥିବା ଏକ ଟୋଲ ପ୍ଲାଜାରେ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷା ବାହିନୀ ସହିତ ଆତଙ୍କବାଦୀଙ୍କ ସହିତ ଗୁଳିବିନିମିୟ ହୋଇଥିଲା। ଏଥିରେ ଚାରି ଆତଙ୍କୀ ନିପାତ ହୋଇଥିଲେ। ନିହତ ଆତଙ୍କବାଦୀଙ୍କ ପାଖରୁ ବଡ଼ ଧରଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ ହୋଇଥିଲା। ଜବତ ଅସ୍ତ୍ରଶସ୍ତ୍ର ମଧ୍ୟରେ 11 ଟି AK ରାଇଫଲ, ତିନୋଟି ପିସ୍ତଲ, 29ଟି ଗ୍ରେନେଡ ଆଦି ରହିଛି।

ଏହି ଆତଙ୍କବାଦୀମାନେ ନଭେମ୍ବର 28ରୁ ଆରମ୍ଭ ହେବାକୁ ଥିବା ଜିଲ୍ଲା ପରିଷଦ ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ଆସିଥିଲେ ବୋଲି ଜଣାପଡ଼ିଛି। ଏହାପୂର୍ବରୁ ଅଗଷ୍ଟ ମାସରେ ସାମ୍ବା ଜିଲ୍ଲାର ଏକ ସୁଡ଼ଙ୍ଗ ମିଳିଥିଲା। ଯାହାର ଲମ୍ବ ପ୍ରାୟ କୋଡ଼ିଏ ଫୁଟ ଏବଂ ମୋଟେଇ ତିନିରୁ ଚାରି ଫୁଟ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story