ଦୁର୍ଘଟଣା ଦିନ ସାହାଯ୍ୟ କରି ନ ଥିଲେ ସ୍ମୃତି: ସନ୍ଦିଲି

ନୂଆଦିଲ୍ଲୀ: ଗତ ଶନିବାର ଯମୁନା ଏକ୍ସପ୍ରେସରେ ସଡ଼କ ଦୁର୍ଘଟଣାରେ ରମେଶ ନାଗର ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ସ୍ମୃତି ଇରାନୀ ଆହତମାନଙ୍କୁ ସାହାଯ୍ୟ କରିବାକୁ ମନା କରି ଦେଇଥିବା ନେଇ ଅଭିଯୋଗ ହୋଇଛି। ଏ ଅଭିଯୋଗ କରିଛନ୍ତି ରମେଶ ନାଗରଙ୍କ ଝିଅ ସିନ୍ଦିଲି ଓ ପୁଅ ଅଭିଷେକ। ସେ କହିଛନ୍ତି, “ଘଟଣା ଦିନ ସ୍ମୃତି ଇରାନୀଙ୍କୁ ଆମେ ସାହାଯ୍ୟ ମାଗିଥିଲୁ, କିନ୍ତୁ ସେ […]

smriti

smriti

Rakesh Mallick
  • Published: Monday, 07 March 2016
  • Updated: 07 March 2016, 11:07 AM IST

Sports

Latest News

ନୂଆଦିଲ୍ଲୀ: ଗତ ଶନିବାର ଯମୁନା ଏକ୍ସପ୍ରେସରେ ସଡ଼କ ଦୁର୍ଘଟଣାରେ ରମେଶ ନାଗର ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ସ୍ମୃତି ଇରାନୀ ଆହତମାନଙ୍କୁ ସାହାଯ୍ୟ କରିବାକୁ ମନା କରି ଦେଇଥିବା ନେଇ ଅଭିଯୋଗ ହୋଇଛି। ଏ ଅଭିଯୋଗ କରିଛନ୍ତି ରମେଶ ନାଗରଙ୍କ ଝିଅ ସିନ୍ଦିଲି ଓ ପୁଅ ଅଭିଷେକ। ସେ କହିଛନ୍ତି, “ଘଟଣା ଦିନ ସ୍ମୃତି ଇରାନୀଙ୍କୁ ଆମେ ସାହାଯ୍ୟ ମାଗିଥିଲୁ, କିନ୍ତୁ ସେ ମନା କରି ଦେଇଥିଲେ।”

ସନ୍ଦିଲି ଏକ ଗଣମାଧ୍ୟମକୁ କହିଛନ୍ତି,“ଦୁର୍ଘଟଣା ପରେ ଆମେ ତାଙ୍କୁ ହସ୍ପିଟାଲ ନେବାକୁ କହିଥିଲୁ। ସେ ତାଙ୍କ ଗାଡ଼ିରୁ ଓହ୍ଲାଇ ଥିଲେ। କିଛି ସମୟ ବାହାରେ ରହିବା ପରେ ପୁଣି ଗାଡ଼ିରେ ବସି ପଳାଇଥିଲେ।”

ସେହିପରି ସନ୍ଦିଲିଙ୍କ ଭାଇ ଅଭିଷେକ କହିଛନ୍ତି, “ସେ ଥରେ ହେଲେ ମଧ୍ୟ ଆମ ପରିସ୍ଥିତି ସମ୍ପର୍କରେ ଜାଣିବାକୁ ଚାହିଁନାହାନ୍ତି। ବାପାଙ୍କ ଦଶାହ ଦିନ ଆହତଙ୍କୁ ସାହାଯ୍ୟ କରିଥିବା ସ୍ମୃତି ଟ୍ୱିଟ୍ କରିଥିଲେ। ସେ ଟ୍ୱିଟ୍‌ରେ ଆହୁରି ଉଲ୍ଲେଖ କରିଥିଲେ ଯେ ଗୁରୁତର ଅବସ୍ଥାରେ ରାସ୍ତାରେ ପଡ଼ିଥିବା ଆହତମାନଙ୍କୁ ହସ୍ପିଟାଲ୍‌ ପଠାଇବାର ବ୍ୟବସ୍ଥା କରିବା ପରେ ସେ ସେଠାରୁ ଆସିଥିଲେ। କିନ୍ତୁ ପ୍ରକୃତରେ ସେ ଆମକୁ କିଛି ବି ସାହାଯ୍ୟ କରି ନ ଥିଲେ।”

ସନ୍ଦିଲି ଓ ଅଭିଷେକଙ୍କ ଏହି ଦାବିକୁ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ଖଣ୍ଡନ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏକ ହୋଣ୍ଡା ସିଟି କାର୍‌ରେ ଧକ୍କା ହେବା ଯୋଗୁଁ ବାଇକ୍ ଆରୋହୀ ରମେଶ ନାଗରଙ୍କ ମୃତ୍ୟୁ ହୋଇଛି। ଏହି କାର୍‌ଟି ସ୍ମୃତି ଇରାନୀଙ୍କ କାଫେଲାରେ ନ ଥିଲା। ଓଲଟି ଏହି ଦୁର୍ଘଟଣା ପରେ ମନ୍ତ୍ରୀ ମଥୁରା ଏଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ପହଞ୍ଚାଇବାକୁ।

ସୂଚନାଯୋଗ୍ୟ, ଶନିବାର ସ୍ମୃତି ଇରାନୀ ବୃନ୍ଦାବନରେ ଭାରତୀୟ ଜନତା ପାର୍ଟିର ଯୁବ ମୋର୍ଚ୍ଚାର ସମ୍ମିଳନୀରେ ଯୋଗ ଦେଇ ଦିଲ୍ଲୀ ଫେରୁଥିବା ବେଳେ ଯମୁନା ଏକ୍ସପ୍ରେସ୍‌ରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ରମେଶ ନାଗରଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଦୁଇ ଜଣ ଆହତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story