ଅଡୁଆରେ ଆପ୍: ସୋମନାଥ ଭାରତୀଙ୍କ ‍ବିରୁଦ୍ଧରେ ପତ୍ନୀଙ୍କ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ: ପୁଣି ଏକ ସମସ୍ୟାରେ ପଡ଼ିଯାଇଛି ଆମ୍ ଆଦମୀ ପାର୍ଟି। ଦଳୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୋମନାଥ ଭାରତୀଙ୍କ ବିରୁଦ୍ଧରେ ତାଙ୍କ ପତ୍ନୀ ଲିପିକା ମିତ୍ରା ଆଣିଛନ୍ତି ଘରୋଇ ହିଂସା ଅଭିଯୋଗ। ସେ ଦିଲ୍ଲୀ ମହିଳା କମିଶନଙ୍କ ନିକଟରେ ଏ ନେଇ ଅଭିଯୋଗ କରିଛନ୍ତି। ତାଙ୍କ ଠାରୁ ଅଭିଯୋଗ ପାଇବା ପରେ ଦିଲ୍ଲୀ ମହିଳା କମିଶନ ସୋମନାଥଙ୍କୁ ପଠାଇଛନ୍ତି ନୋଟିସ୍। ଚଳିତ ମାସ ୨୬ ତାରିଖ ସୁଦ୍ଧା ନୋଟିସର ଉତ୍ତର ଦେବାକୁ ତାଙ୍କୁ କମିଶନ ନିର୍ଦ୍ଦେଶ […]

Somnath

Somnath

Rakesh Mallick
  • Published: Wednesday, 10 June 2015
  • Updated: 10 June 2015, 04:36 PM IST

Sports

Latest News

ନୂଆଦିଲ୍ଲୀ: ପୁଣି ଏକ ସମସ୍ୟାରେ ପଡ଼ିଯାଇଛି ଆମ୍ ଆଦମୀ ପାର୍ଟି। ଦଳୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୋମନାଥ ଭାରତୀଙ୍କ ବିରୁଦ୍ଧରେ ତାଙ୍କ ପତ୍ନୀ ଲିପିକା ମିତ୍ରା ଆଣିଛନ୍ତି ଘରୋଇ ହିଂସା ଅଭିଯୋଗ। ସେ ଦିଲ୍ଲୀ ମହିଳା କମିଶନଙ୍କ ନିକଟରେ ଏ ନେଇ ଅଭିଯୋଗ କରିଛନ୍ତି। ତାଙ୍କ ଠାରୁ ଅଭିଯୋଗ ପାଇବା ପରେ ଦିଲ୍ଲୀ ମହିଳା କମିଶନ ସୋମନାଥଙ୍କୁ ପଠାଇଛନ୍ତି ନୋଟିସ୍। ଚଳିତ ମାସ ୨୬ ତାରିଖ ସୁଦ୍ଧା ନୋଟିସର ଉତ୍ତର ଦେବାକୁ ତାଙ୍କୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ଲିପିକା ଅଭିଯୋଗ କରିଛନ୍ତି, ୨୦୧୦ରେ ସେମାନଙ୍କର ବିବାହ ହୋଇଥିଲା। ବିବାହର ବର୍ଷକ ପରେ ୨୦୧୧ରୁ ସୋମନାଥ ତାଙ୍କ ପ୍ରତି ଅତ୍ୟାଚାର କରି ଆସୁଛନ୍ତି। ୨୦୧୧ରେ ସେ ତାଙ୍କ ବିରୁଦ୍ଧରେ ଦ୍ୱାରକା ଥାନାରେ ଘରୋଇ ହିଂସା ନେଇ ଏକ ମାମଲା ବି ରୁଜୁ କରିଥିଲେ। ସେ ଭାବିଥିଲେ ଧୀରେ ଧୀରେ ସ୍ୱାମୀଙ୍କ ଆଚରଣରେ ପରିବର୍ତ୍ତନ ଆସିବ। କିନ୍ତୁ ସେମିତି ହେଲା ନାହିଁ। ତେଣୁ ଏବେ ସେ ତାଙ୍କ ଠାରୁ ଛାଡ଼ପତ୍ର ଚାହୁଁଛନ୍ତି।

ଅନ୍ୟପକ୍ଷରେ ସୋମନାଥ ଭାରତୀ ଏହା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଲିପିକା ତାଙ୍କ ପାଇଁ ଦୁଇଟି ସର୍ତ୍ତ ରଖିଥଲେ। ଗୋଟିଏ ହେଉଛି ସେ ଆପ୍ ଛାଡ଼ିବେ ଓ ଅନ୍ୟଟି ତାଙ୍କ ମାଆଙ୍କୁ ଛାଡ଼ିବେ। ତେବେ ସେ ଏହି ଦୁଇ ସର୍ତ୍ତରେ ରାଜି ହୋଇନଥିଲେ। ତେଣୁ ଲିପିକା ଏମିତି ମିଛ ଅଭିଯୋଗ ଆଣିଛନ୍ତି। ତେବେ ଯଦି ଲିପିକା ଛାଡ଼ପତ୍ର ଚାହୁଁଛନ୍ତି, ତା’ହେଲେ ସେ ନିଶ୍ଚିତ ଦେଇ ଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story