କାବୁଲ: ଆଫଗାନିସ୍ତାନର ହେଲମଣ୍ଡ ପ୍ରଦେଶର ଦକ୍ଷିଣରେ ଶନିବାର ଆମେରିକା ସେନା ପକ୍ଷରୁ କ୍ଷେପଣାସ୍ତ୍ର ମାଡ଼ କରାଯିବା ଫଳରେ ୭୩ ଜଣ ତାଲିବାନୀ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି।
ହେଲମଣ୍ଡ ପ୍ରଦେଶର ଥିବା ବୋଷ୍ଟ ୫୦୫ ଜୋନ୍ର କମାଣ୍ଡର ଇସମାତୁଲ୍ଲାହ ଦାୱାଲତ୍ଜାଇ କହିଛନ୍ତି,”ୟୁଏସ୍ ସେନାପକ୍ଷରୁ ନାଦ୍ ଅଲ୍ଲୀ ଜିଲ୍ଲାରେ ଥିବା ତାଲିବାନୀ ଆତଙ୍କବାଦୀଙ୍କୁ ଟାର୍ଗେଟ କରାଯାଇଥିଲା। ଏଥିରେ ୬ ଜଣ ପାକିସ୍ତାନୀ ଆତଙ୍କୀ ମଧ୍ୟ ପ୍ରାଣ ହରାଇଛନ୍ତି।”
ଆଫଗାନିସ୍ତାନର ଏହି ଅଞ୍ଚଳରୁ ତାଲିବାନୀ ଆତଙ୍କୀଙ୍କୁ ସମୂଳେ ନାଶ କରିବାକୁ ଆମେରିକା ପକ୍ଷରୁ ଏହି କ୍ଷେପଣାତ୍ସମାଡ଼ କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମୁଖ୍ୟମନ୍ତ୍ରୀ ହେବା ପରେ କେଜ୍ରିୱାଲଙ୍କ ପାଦ ଛୁଇଁଲେ ଆତିଶୀ
ମୁଖ୍ୟମନ୍ତ୍ରୀ ହେବା ପରେ ଆତିଶୀ ନିଜର ପ୍ରଥମ ଭାଷଣରେ ଦିଲ୍ଲୀବାସୀଙ୍କୁ ପୁଣିଥରେ କେଜ୍ରିୱାଲଙ୍କୁ ଏହି ପଦକୁ ଶୀଘ୍ର ଫେରାଇ ଆଣିବାକୁ ଆହ୍ୱାନ ଦେଇଛନ୍ତି।
Viral
କାର୍ ଧକ୍କା ପରେ ଉଡ଼ିଯାଇ ପୋଲ ଖୁଣ୍ଟରେ ଲାଖିଗଲେ ମହିଳା
ମହିଳା ଜଣକ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା ପାଇ ଯାଇଛନ୍ତି।
Politics
ବିଜେପି ପାକିସ୍ତାନକୁ ବାହା ହୋଇଯାଇଛି: କାହିଁକି ଏମିତି କହିଲେ ଖଡଗେ
ଶନିବାର ଜମ୍ମୁରେ ଗୋଟିଏ ସାମ୍ବାଦିକ ସମ୍ମିଳନୀ କରି ଖଡଗେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କରିଛନ୍ତି।
Politics
ଆତିଶୀଙ୍କ କ୍ୟାବିନେଟର ୫ ମନ୍ତ୍ରୀ କିଏ?
ଅରବିନ୍ଦ କେଜ୍ରିୱାଲଙ୍କ କ୍ୟାବିନେଟରେ ଥିବା ପାଞ୍ଚ ଜଣ ସଦସ୍ୟ ଆତିଶୀଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି।
Politics
ଶିଖ ବୟାନ ବିବାଦ: ପ୍ରଥମଥର ପାଇଁ ମୁହଁ ଖୋଲିଲେ ରାହୁଲ ଗାନ୍ଧି
ବିଜେପି ସବୁ ପ୍ରସଙ୍ଗ ଭଳି ଏଥର ମଧ୍ୟ ମିଥ୍ୟାର ପ୍ରଚାର କରୁଥିବା ରାହୁଲ ଗାନ୍ଧି କହିଛନ୍ତି।