ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ପଡ଼ିଲା ଭୋଟ୍

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଜିଲ୍ଲା ବିକାଶ ପରିଷଦ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଶାନ୍ତିପୂର୍ଣ୍ଣ ଭାବରେ ପ୍ରଥମ ପର୍ଯ୍ୟାୟରେ ୪୩ଟି ଆସନ ପାଇଁ ମତଦାନ ଶେଷ ହୋଇଛି। ଯେଉଁଥିରେ ଜମ୍ମୁର ୧୮ଟି ଆସନ ଏବଂ କଶ୍ମୀରର ୨୫ଟି ଆସନ ରହିଛି। ଏଥିସହିତ ପଞ୍ଚାୟତ ପାଇଁ ଉପନିର୍ବାଚନ ମଧ୍ୟ ହୋଇଛି। ପ୍ରଥମ ପର୍ଯ୍ୟାୟରେ ମୋଟ୍ ୨୯୬ ଜଣ ପ୍ରାର୍ଥୀ ରହିଛନ୍ତି। ଗତବର୍ଷ ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ଡିଡିସି ନିର୍ବାଚନ […]

jammu kashmir

jammu kashmir

Subhransu Sekhar
  • Published: Saturday, 28 November 2020
  • Updated: 28 November 2020, 04:14 PM IST

Sports

Latest News

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଜିଲ୍ଲା ବିକାଶ ପରିଷଦ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଶାନ୍ତିପୂର୍ଣ୍ଣ ଭାବରେ ପ୍ରଥମ ପର୍ଯ୍ୟାୟରେ ୪୩ଟି ଆସନ ପାଇଁ ମତଦାନ ଶେଷ ହୋଇଛି। ଯେଉଁଥିରେ ଜମ୍ମୁର ୧୮ଟି ଆସନ ଏବଂ କଶ୍ମୀରର ୨୫ଟି ଆସନ ରହିଛି। ଏଥିସହିତ ପଞ୍ଚାୟତ ପାଇଁ ଉପନିର୍ବାଚନ ମଧ୍ୟ ହୋଇଛି। ପ୍ରଥମ ପର୍ଯ୍ୟାୟରେ ମୋଟ୍ ୨୯୬ ଜଣ ପ୍ରାର୍ଥୀ ରହିଛନ୍ତି।

ଗତବର୍ଷ ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ଡିଡିସି ନିର୍ବାଚନ ହେଉଛି। ୨୮ ନଭେମ୍ୱର ପାଖରୁ ଆରମ୍ଭ ହୋଇଥିବା ଏହି ନିର୍ବାଚନ ୨୨ ଡିସେମ୍ୱରରେ ଶେଷ ହେବ। ମୋଟ୍ ୮ଟି ପର୍ଯ୍ୟାୟରେ ଏହି ମତଦାନ ହେବ। ସୂଚନାଯୋଗ୍ୟ, ପୂର୍ବରୁ ଏଠାରେ ପଞ୍ଚାୟତ ରାଜ ବ୍ୟବସ୍ଥା ନଥିଲା। ଧାରା ୩୭୦ ଉଚ୍ଛେଦ ହେବା ପରେ ଚଳିତ ବର୍ଷ ଅକ୍ଟୋବରରେ ପଞ୍ଚାୟତ ରାଜ ବ୍ୟବସ୍ଥା ଲାଗୁ କରାଯାଇଛି।

ଏମିତିକି ଏହି ଆଇନ୍ ଉଚ୍ଛେଦ ପରେ ​​ଭୋଟ୍ ଦେବା ପାଇଁ ଲୋକମାନେ ଯୋଗ୍ୟ ହୋଇଛନ୍ତି। ଜମି କିଣିବାକୁ ଏବଂ ଚାକିରି ପାଇଁ ମଧ୍ୟ ଆବେଦନ କରିଛନ୍ତି। ପଶ୍ଚିମ ପାକିସ୍ଥାନରୁ ଆସିଥିବା ଶରଣାର୍ଥୀ, ବାଲଣ୍ମିକି ଏବଂ ଗୋର୍ଖା ଇତ୍ୟାଦି ଏହାଦ୍ୱାରା ଭୋଟ୍ ଦେଇଛନ୍ତି। ଦୀର୍ଘ ୭୦ ବର୍ଷ ପରେ ଏହି ଶରଣାର୍ଥୀ ମାନେ ଭୋଟ୍ ଦେଉଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ପୂର୍ବରୁ ଭୋଟ୍ ପାଇଁ କେହି ତାଙ୍କ ଘରକୁ ଆସୁନଥିଲେ। ଏବେ ଅନେକ ନେତା ଭୋଟ୍ ମାଗିବା ପାଇଁ ଏମାନଙ୍କ ଘରକୁ ଆସୁଥିବା ଶରଣାର୍ଥୀମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story