ପିଓକେରେ ଭାରତର ଆକ୍ରମଣ, ଇମ୍ରାନ‌ଙ୍କୁ ଘେରିଲେ ବିରୋଧୀ

କରାଚି: ରବିବାର ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଭାରତର ଆକ୍ରମଣ ପରେ ଏବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଘେରିଛନ୍ତି ତାଙ୍କ ଦେଶର ବିରୋଧୀ। ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫଙ୍କ ଦଳ ପିଏମଏଲ ଏନ, ପିପିପିର ଅସିଫ ଅଲୀ ଜରଦାରୀ ୨୭ ତାରିଖ ଦିନ ରାଜଧାନୀ ଇସଲାମାବାଦରେ ଇମ୍ରାନଙ୍କ ବିରୋଧରେ ରୁଣହୁଙ୍କାର ଦେବେ। ଏ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଭାରତର ଯବାନଙ୍କୁ ଅଟକାଇବାରେ ପାକିସ୍ତାନ ବିଫଳ ହୋଇଛି ବୋଲି ବିରୋଧୀ କହିଛନ୍ତି। ଏଥିପାଇଁ […]

imran

imran

Subhransu Sekhar
  • Published: Monday, 21 October 2019
  • Updated: 21 October 2019, 02:49 PM IST

Sports

Latest News

କରାଚି: ରବିବାର ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଭାରତର ଆକ୍ରମଣ ପରେ ଏବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଘେରିଛନ୍ତି ତାଙ୍କ ଦେଶର ବିରୋଧୀ। ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫଙ୍କ ଦଳ ପିଏମଏଲ ଏନ, ପିପିପିର ଅସିଫ ଅଲୀ ଜରଦାରୀ ୨୭ ତାରିଖ ଦିନ ରାଜଧାନୀ ଇସଲାମାବାଦରେ ଇମ୍ରାନଙ୍କ ବିରୋଧରେ ରୁଣହୁଙ୍କାର ଦେବେ। ଏ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଭାରତର ଯବାନଙ୍କୁ ଅଟକାଇବାରେ ପାକିସ୍ତାନ ବିଫଳ ହୋଇଛି ବୋଲି ବିରୋଧୀ କହିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନେତୃତ୍ୱକୁ ସେମାନେ ଦାୟୀ କରିଛନ୍ତି। ୨୭ ତାରିଖ ଦିନ ଇମ୍ରାନଙ୍କ ବିରୋଧରେ ଇସଲାମାବାଦରେ ବିରୋଧୀଙ୍କ ସହିତ ୧୦ ଲକ୍ଷ ନାଗରିକ ଏକାଠି ହେବେ ବୋଲି ଜଣାପଡ଼ିଛି। ଯଦି ଏହି ବିକ୍ଷୋଭ ହୁଏ ତାହେଲେ କ୍ଷମତାକୁ ଆସିବା ପରେ ଇମ୍ରାନଙ୍କ ବିରୋଧରେ ଏହା ସବୁଠୁ ବଡ଼ ବିକ୍ଷୋଭ ହେବ।

ଗତକାଲି ଭାରତୀୟ ଯବାନ ପିଓକେ ଥିବା ଆତଙ୍କବାଦୀ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୩୫ ଆତଙ୍କବାଦୀ ନିପାତ ହୋଇଥିବାବେଳେ ୬ରୁ ୧୦ ପାକିସ୍ତାନୀ ଯବାନ ନିହତ ହୋଇଥିବା ସୂଚନା ରହିଛି। ଏଥିସହିତ ୪ଟି ଲଞ୍ଚ ପ୍ୟାଡ ଏବଂ ଅନେକ ଆତଙ୍କବାଦୀ ଶିବିର ଭାରତୀୟ ଯବାନ ଉଡ଼ାଇ ଦେଇଥିଲେ ବୋଲି ସେନା ମୁଖ୍ୟ ବିପିନ୍ନ ରାଓ୍ୱତ କହିଥିଲେ।

ଅଗଷ୍ଚ ୫ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟିବା ପରେ ଆତଙ୍କବାଦୀ ମାନେ ଅଧିକ ସକ୍ରିୟ ହୋଇଛନ୍ତି। ଅନେକ ଥର ଭାରତ ସୀମାରେ ଅନୁପ୍ରବେଶକାରୀ ଆସିଥିଲେ ମଧ୍ୟ ତାଙ୍କ ଉଦ୍ଦେଶ୍ୟକୁ ସଫଳ ହେବାକୁ ଦେଇନାହାନ୍ତି ଭାରତୀୟ ଯବାନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story